ବାଣପୁର ଅଞ୍ଚଳରେ ଠକେଇ ଶହେରୁ ଉର୍ଦ୍ଧ ମହିଳା ଥାନା ଦ୍ୱାରସ୍ଥ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ସରକରି ଲୋନ କରାଇଦେବା କହି ମହିଳାଙ୍କଟଙ୍କା ଆତ୍ମାସାତ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଖବର ମିଳିଛି l ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ନାଚୁଣୀ ଥାନା ଅନ୍ତର୍ଗତ ବେଲଡିହ ଗ୍ରାମମର ବିଷ୍ନୁପ୍ରିୟ ନାମ୍ନୀ ମହିଳା ବାଣପୁର ଥାନା ଅଞ୍ଚଳର ନୀଳାଦ୍ରୀପ୍ରସାଦ ଓ ଦାମିଆବରବରା ଦୁଇଟି ଯାକ ପଂଚାୟତର ମହିଳା ମାନଙ୍କ ସହିତ ମିଶି ସେମାନଙ୍କୁ ସରକାରୀ ଲୋନ କରିଦେବୀ କହିଥି ଲେ ସେ ମାନଙ୍କୁ ବିଷ୍ନୁପ୍ରିୟା ଏହି ଆଦିବାସୀ ଅଶିକ୍ଷିତ ମହିଳା ମାନଙ୍କ ତାଙ୍କ ନାମରେ ଲୋନ କରିଦେବାକୁ କହି ଜଣ ପିଛା ୫୦୦୦୦ ଲେଖାଏଁ ବିଭିନ୍ନ ବିଭିନ୍ନ ଘରୋୟୀ ଅର୍ଥଲଗାଣ ସସ୍ଥାରୁ ଟଙ୍କା ଉଠାଣ କରି ଲୋନକାରୀଙ୍କୁ ମାତ୍ର ୫୦୦୦ ଟଙ୍କା ଦେଇ ଅବଶିଷ୍ଟ ଟଙ୍କା ଚତୁରତାର ସହିତ ମୁଁ ସୁଝିବାକୁ କହି କିଛି ଟାକିସ୍ତି ସୁଝି ଆଉ ଧରା ଛୁଆଁ ଦେଇ ନଥିଲେ ବିଷ୍ନୁପ୍ରିୟା l ତେବେ ଅର୍ଥଲଗାଣ ସସ୍ଥାଲୋନଧାରୀମାନଙ୍କୁ ସୁଝିବାକୁ କହିବାରୁ ଧମକ ଚମକ ଦେଉଥିଲେ ଆଜି ୧୦୦ ରୁ ଉର୍ଦ୍ଧ୍ଵ ମହିଳା ଥାନାକୁ ଆସି ଅଭିଯୋଗ କରିଥିଲେ। ମହିଳା ମାନଙ୍କୁ ବୁଝାଇବାକୁ ପୋଲିସ କୁ ମାଇକ ସାଯ୍ୟନେବାକୁ ପଡ଼ିଥିଲା l ବାଣପୁର ପୋଲିସ l ମୋକଦ୍ଦମା ରୁଜୁ କରି ବିଷ୍ନୁପ୍ରିୟା ଙ୍କ ଗାଁକୁ ଯାଇ ତଦନ୍ତ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!