ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ) : ଗଂଜେଇ ଶହ ଜଣ ଙ୍କୁ ବେକାରୀ ଗିରଫ କରିଥିବା ଖବର ମିଳିଛି ମିଳିଥିବା ଖବର ଅନୁଯାଇ ଖୋର୍ଦ୍ଧା ଜିଲ୍ଲା ଅଧିନସ୍ଥ ବାଲୁଗାଁ ଚିଲିକା କୁଳ ନିକଟରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ୪.୧୫୦ କେଜି ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତକୁ ବାଲୁଗାଁ ଅବକାରୀ ବିଭାଗ ଗିରଫ କରିଛି।ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ବାଲୁଗାଁ ଅଞ୍ଚଳର କୃଷ୍ଣ ଦାସ (୩୧)। ତାଙ୍କ ବିରୁଦ୍ଧରେ କେଶ ନଂ ୧୩୩/୨୪ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବାଜଣା ପଡ଼ିଛି