ଟ୍ୟାକ୍ସୀ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ): ବରପାଲି ମାର୍କେଟ ୟାର୍ଡ଼ ଠାରେ ଚଳିତ ବର୍ଷର ବରପାଲି ଟେକ୍ସସି ମାଲିକ ସଂଘର ବାର୍ଷିକ ସାଧାରଣ ସଭା ସଭାପତି ସଲିମ ଖାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଚଳିତ ବର୍ଷପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇ ନୂତନ ସଭାପତି ଭାବରେ ଶ୍ରୀ କୈଳାସ ଗହୀର, ଉପସଭାପତି ଶ୍ରୀ ରାକେଶ ମେହେର, ଗୋବିନ୍ଦ ରାଉତ, ସାଧାରଣ ସମ୍ପାଦକ ଶ୍ରୀ ବୈରାଗୀ ପଧାନ, ସହ ସମ୍ପାଦକ ଶ୍ରୀ କୈଳାସ ଗହୀର (ଗୋପାଳ ), କୋଷାଧକ୍ଷ ଶ୍ରୀ ରତ୍ନାକର ସାହୁ, ଉପଦେଷ୍ଟା ଭାବରେ ଶ୍ରୀ କିଶୋର ଦଫାଦାର, ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ (ବାବୁଲୁ ), କୈଳାସ ବେହେରା, ଶ୍ରୀ ସାନ ପରିଡା ଆଇନ ପରାମର୍ଶ ଭାବରେ ଶ୍ରୀ ଗୋକୁଳା ନନ୍ଦ ସ୍ୱାଇଁ ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ଭାବରେ ଶ୍ରୀ ଚିକୁ ବାରିକ, ବଜରଙ୍ଗ ମେହେର, ମୋହନ ମେହେର, ହରି ମହିଷାଲ, ଅକ୍ଷୟ ସାହୁ, ଗୋକୁଳ ମିର୍ଧା, ଅଶ୍ୱିନୀ ସାହୁ, କୁନୁ ପତି, କାଳl ସାହୁ, ଓ ବନ୍ତରାମ ସେଠ ପ୍ରମୁଖ ମନୋନୟନ ହୋଇଥିଲେ l ସମସ୍ତ ନିର୍ବାଚନ ତଥା ମନୋନୟନ ପ୍ରକ୍ରିୟା ଶ୍ରୀ କିଶୋର ଦଫାଦାର ଓ ଶ୍ରୀ ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ପରିଚାଳନା କରିଥିଲେ l*

Leave a Reply

Your email address will not be published. Required fields are marked *

error: Content is protected !!