ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ସଂସ୍ଥା ରେଆର ତରଫରୁ ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ବିଭାଗ ସହାୟତା ରେ ଧୋବାମୁଣ୍ଡା ରେଆର ଡେ଼ କେୟାର ଥେରାପି କେନ୍ଦ୍ର ଠାରେ ବିଶ୍ୱ ମସ୍ତିଷ୍କ ପକ୍ଷ୍ୟାଘାତ ଦିବସ ପାଳନ କରାଯାଇଛି।କେନ୍ଦ୍ର ର ସ୍ୱତନ୍ତ୍ର ପ୍ରଶିକ୍ଷକ କୁଲୁ ଦନ୍ତାଙ୍କ ସଂଯୋଜନା ରେ ପରିଚାଳିତ ସଭା ରେ ଅତିଥିଭାବେ ଅବନୀ ଶତପଥି, ମିତ୍ରଭାନୁ ମଲ୍ଲିକ,ଲଷ୍ମୀପ୍ରିୟା ବେହେରା,ଧନୁର୍ଧର ନାୟକ, ପ୍ରୀତି ମିଶ୍ର, ଅନୁପ ମେହେର ଯୋଗ ଦେଇ ଦିବସ ପାଳନ ର ଲକ୍ଷ୍ୟ, ଉଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ ଶେଷରେ ସ୍ୱତନ୍ତ୍ର ପ୍ରଶିକ୍ଷିକା ସାଗରୀକା ଜାଲ ଧନ୍ୟବାଦ ଅର୍ପଣ କରିଥିଲେ।