ବରଗଡ (ମୁକୁନ୍ଦ ଦାସ) : କୁମେଲସିଂହା କେ.ପି.ସି.ଏଲ ଉଦଯାପିତ। ଅଥଲେଟିକ ଆସୋସିଏସନ ସଭାପତି ସଞ୍ଜୟ ମହାନନ୍ଦ ଅଧକ୍ଷ କତା କରିଥିଲେ ମୁଖ୍ୟ ଅତିଥି ସରପଞ୍ଚ କୁମିଦିନୀ ମହାନନ୍ଦ, ସମ୍ମାନିତ ଅତିଥି ସମିତି ସଭ୍ୟ ବନିତା ନାଗ, ପୂର୍ବତନ ସରପଞ୍ଚ ଜ୍ୟୋତିର୍ମୟୀ ନାୟକ, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ମୀରା ବଘାର, ବରଗଡ ଜ଼ିଲ୍ଲା ପୂର୍ବତନ ଆଇ. ପି. ଇ ତଥା କୁମେଲସିଂହା ଉଚ୍ଚ ବିଦ୍ୟାଳୟ ଶାରୀରିକ ଶିକ୍ଷା ଶିକ୍ଷକ ତ୍ରିଲୋକ୍ୟ ନାୟକ, ଗ୍ରାମ୍ୟ କମିଟି ସଭାପତି ପ୍ରେମରାଜ କମ୍ପ, ରାମବାବୁ ଯୋଗଦାନ କରିଥିଲେ ଏବଂ ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ!
ଏହି ଅବସରରେ ସ୍ୱତନ୍ତ୍ର ଭାବରେ ଗାଁ ର ଗର୍ବ ଓ ଗୌରବ ତଥା କୁମେଲସିଂହା ଉଚ୍ଚ ବିଦ୍ୟାଳୟ ର ଦଶମ ଶ୍ରେଣୀ ଛାତ୍ରୀ ଲୋପାମୁଦ୍ରା ବିଶି ଙ୍କୁ କେ. ପି. ସି.ଏଲ ତରଫରୁ ସ୍ୱତନ୍ତ୍ର ଭାବରେ ପୁଷ୍ପ ଗୁଛ ଓ ଉପଢୌନ ସହିତ ସମ୍ମାନିତ କରିଥିଲେ ପରମେଶ୍ୱର ସାହୁ ଓ ବିମଲ ବାଙ୍କା ଅମ୍ପାୟାର ଥିଲେ!ସ୍କୋରର ଓ ଧାରା ବିବରଣୀ ଚିଣ୍ଟୁ ଉଗର, ବିଜୁ ମହାନନ୍ଦ, ହାଡୁ କର୍ଣ୍ଣ କରିଥିଲେ!ଶେଷରେ ବିନୋଦ ନାଗ ଧନ୍ୟବାଦ ଅର୍ପଣ କରିଥିଲେ!ଏଥିରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ!