ବରଗଡ(ମୁକୁନ୍ଦ ଦାସ) :ବରଗଡ଼ ସ୍ଥିତ ଗୋବିନ ପାଲି ଛକ ଠାରେ ଆପ୍ରାଇଜ କଲେଜ ରେ ମହା ଆଡ଼ମ୍ବରରେ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି, ଏହି ଅବସରରେ କଲେଜର ଅଧକ୍ଷଇ ଜଗଦୀଶ ବେହେରା ପତାକା ଉତ୍ତୋଳନ କରିଥିଲେ,ଭାଇସ ପାରିସିପାଲ ଡଃ ଦୁର୍ଲଭ କୁମାର ଭୋସାଗର, କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ, ପ୍ରଶାସନ ଅଧିକାରୀ ମାନସ ରଂଜନ ସାହୁ ବିଦ୍ୟାଳୟ ବିଷୟରେ ଆଲୋଚନା କରିଥିବା ବେଲେ,ସୂଚନ ଓ ଲୋକସମ୍ପର୍କ ଅଧିକାରୀ ଡ଼ଃ ମୁକୁନ୍ଦ ଦାଶ ସେବା ଓ ଓ ଛାତ୍ରୀ ଛାତ୍ରୀ ମାନଙ୍କ ଭବିଷ୍ୟତ ପାଇଁ ଆଲୋଚନା କରିଥିଲେ,ଏହି ଅବସରରେ କଲେଜର ବ୍ୟବସାୟିକ ଅଧିକାରୀ ହାରାଧନ ସେଠୀ, ଅଧ୍ୟାପକ ବିବେକାନନ୍ଦ ପୁରୋହି,ବିୟୁଟି ନାୟକ ଉପସ୍ଥିତ ରହି ଛାତ୍ରୀ ଛାତ୍ରୀ ମାନଙ୍କ ଭବିଷ୍ୟତ ଓ ଶିକ୍ଷ୍ୟା ବିଷୟରେ ଆଲୋଚନା କରିଥିଲେ,ଏହ ଅବସରରେ ବିଦ୍ୟାଳୟ ଅଧ୍ୟଯ ଇ ଜଗଦୀଶ ବେହେରା ସମସ୍ତ ବାପା ଓ ମା ଛେଉଣ୍ଡ ଅସହାୟ ପରିବାର ର ଛାତ୍ର ଓ ଛାତ୍ରୀ ମାଗଣା ରେ ପାଠ ପଢିବା ପାଇଁ ସୂଚନ ପ୍ରଦାନ କରିଥିଲେ,କଲେଜ କିରାଣୀ ଚିତ୍ତରଞ୍ଜନ କର ଧନ୍ୟବାଦ ଅର୍ପଣ କରିଥିଲେ