ମା ହିଙ୍ଗୁଳାଙ୍କ ଦାନ ହୁଣ୍ଡି ରୁ ୧୧,୬୦,୩୧୨ ଟଙ୍କା ବ୍ୟାଙ୍କରେ ଡିପୋଜିଟ କରାଗଲା।

ଅନୁଗୋଳ (ଅଜିତ କୁମାର ଭୋଇ) : ତା ୨୯/୦୪/୨0୨୫ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପରିସର ଥିବା ଦାନ ହୁଣ୍ଡୀ ଗୁଡିକ ସକାଳ ୧0 ଘଟିକା ସମୟରେ ଶ୍ରୀମତୀ ପୁଷ୍ପିତା ମଧୁମତି ଦେହୁରୀ, ସହକାରୀ ଜିଲ୍ଲାପାଳ, ତାଳଚେର, ଟ୍ରଷ୍ଠବୋର୍ଡ ସଦସ୍ୟ ମୁରଲୀଧର ସାହୁ, ରାଜେନ୍ଦ୍ର କୁମାର ସିଂ, ସଞ୍ଜୟ କୁମାର ସାହୁ, ଗଗନ ବିହାରୀ ସାହୁ, ବରିଷ୍ଟ ରାଜସ୍ବ ସହାୟକ ଧୂଲେଶ୍ୱର ବେହେରା, ହାବିଲଦାର ଗୁଣନିଧି ବିଶ୍ୱାଳ, ବିନୟ କୁମାର ମହାନ୍ତି, ବିକାଶ ପ୍ରଧାନ, ପ୍ରହଲ୍ଲାଦ ଦେହୁରୀ, ବିଭୁତି ଭୂଷଣ ସାମଲ, ନରେନ୍ଦ୍ର କୁମାର ସିଂ, ରୋହିତ କୁମାର ସାମଲ,ସିପୁନ ପତିଆର, ବଳିଆ ସାମଲ, ମଳୟ ମହାନ୍ତି, ନରେନ୍ଦ୍ର ବରିହା, ପୁପିନ୍ଦ୍ର ପ୍ରଧାନ, ଚିନ୍ମୟ ସାହୁ, ରାହୁଲ ପ୍ରଧାନ, ପଦ୍ମଲୋଚନ ସାହୁ, ସମ୍ବିତ ସାହୁ,ନୀଳକଣ୍ଠ ଦିବେଦୀ, ବଳିଆ ସାମଲ, ନରୋତ୍ତମ ବରିହା, ଦୀପକ ଦାସ ଙ୍କ ଉପସ୍ଥିତି ରେ ଖୋଲା ଯାଇ ୧୧,୬୦,୩୧୨/-( ଏଗାର ଲକ୍ଷ ସାଠିଏ ହଜାର ତିନିସହ ବାର ଟଙ୍କା ) ପଞ୍ଜାବ ନେସନାଲ ବ୍ୟାଙ୍କ ହିଙ୍ଗୁଳା ଠାରେ ଡିପୋଜିଟ କରାଗଲା ଅନୁଗୋଳ ରୁ ଅଜିତ୍ କୁମାର ଭୋଇ

Leave a Reply

Your email address will not be published. Required fields are marked *

error: Content is protected !!