ଅନୁଗୋଳ (ଅଜିତ କୁମାର ଭୋଇ): ସୁସୁଡା ପଞ୍ଚାୟତ ଅନ୍ତର୍ଗତ କେଦାରଗୌରୀ ଦୃଷ୍ଟିହୀନ ଧନ୍ଦାମୂଳକ ତାଲିମ୍ କେନ୍ଦ୍ରକୁ ସାହାଯ୍ୟ ର ହାତ ବଢ଼ାଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ପବିତ୍ର ଗୁରୁ ଦିବସ ଉପଲକ୍ଷେ ବଅଁରପାଳ ଅଞ୍ଚଳର ଯୁବ ସମାଜସେବୀ #ଅଭିମନ୍ୟୁ #ସାହୁ କେଦାରଗୌରୀ…
Tag: Odia paper
ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ: ସପ୍ତାହେ ହେଲା ରିମୁଳି ଡାକଘରରେ ଡାକସେବା ଠପ୍
ଚମ୍ପୁଆ/କେନ୍ଦୁଝର ( ପ୍ରଦୀପ ମହାନ୍ତ) : ଚମ୍ପୁଆ ବ୍ଲକ ଅନ୍ତର୍ଗତ ରିମୁଳି ଡାକଘରରେ ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ଧରି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ରହିଥିବାରୁ ଡାକସେବା ବ୍ୟାହତ ହୋଇଛି। ଏହା ଯୋଗୁଁ ଡାକଘରକୁ ଆସୁଥିବା ଜନସାଧାରଣ ବିଭିନ୍ନ ସେବା…
ବୁଗୁଡ଼ାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ମହାନ୍ ଦାର୍ଶନିକ, ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୟନ୍ତୀ ତଥା ଗୁରୁ ଦିବସ ପାଳିତ ହୋଇଯାଇଛି।ସ୍ଥାନୀୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ…
ଟ୍ରାଫିକ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା ରୋକିବା ପାଇଁ ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ଟ୍ରାଫିକ୍ ନିୟମ ପାଳନ ଓ ସଡ଼କ ଦୁର୍ଘଟଣା ରୋକିବା ଲକ୍ଷ୍ୟରେ ବୁଗୁଡ଼ା ପୁଲିସ ପକ୍ଷରୁ ଏକ ଅଭିନବ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବାଲିପଦର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହେଲମେଟ୍ ପିନ୍ଧି ସୁରକ୍ଷିତ ଭାବେ ଗାଡ଼ି…
ତାଳଚେର ଗଣେଶପୂଜାକୁ ଦୃଷ୍ଟିରେ ରଖି ଟାଉନ ପୋଲିସର ଫ୍ଲାଗମାର୍ଚ୍ଚ
ଅନୁଗୁଳ/ତାଳଚେର(ଅଜିତ କୁମାର ଭୋଇ): ପୂଜା ପାର୍ବଣଋତୁ ଆଗମନ ପୂର୍ବରୁ ତାଳଚେର ଅଂଚଳରେ କିପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇପାରିବ ତା’ଉପରେ ଆଜି ତାଳଚେର ଟାଉନ ପୋଲିସ ପକ୍ଷରୁ ସହରରେ ଫ୍ଲାଗମାର୍ଚ୍ଚ କରିବା ସହିତ ଲୋକଙ୍କୁ ସଚେତନତା କରାଇଥିଲେ । ଚଳିତବର୍ଷ ୧୪ ତାରିଖରେ…
ଅନୁଗୋଳରେ ସ୍କ୍ରବ୍ ଟାଇଫସ୍କୁ ନେଇ ସୂଚନା
ଅନୁଗୁଳ (ଅଜିତ କୁମାର ଭୋଇ): ରିପୋର୍ଟ ହୋଇଥିବା ସ୍କ୍ରବ୍ ଟାଇଫସ୍ ମାମଲାକୁ ନେଇ ଆତଙ୍କିତ କିମ୍ବା ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ।ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଙ୍କ ସୂଚନା ଅନୁଯାୟୀ, ପ୍ରାଥମିକ ଭାବେ ରିପୋର୍ଟ ହୋଇଥିବା ମାମଲାଗୁଡ଼ିକ ରାପିଡ୍ କିଟ୍ ଟେଷ୍ଟ ଆଧାରରେ ଚିହ୍ନଟ…
ଅନୁଗୋଳର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ) : ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ଉତ୍ସାହରେ ମୁଖରିତ ହୋଇଛି ଅନୁଗୋଳ ସହର। ଅନୁଗୋଳବାସୀଙ୍କ ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଜନ୍ମଦିନ ତଥା ବାର୍ଷିକ ଯାତ୍ରା ପାରମ୍ପରିକ ରୀତିନୀତି ଓ ଧୁମଧାମରେ ଅନୁଷ୍ଠିତ ହୋଇଛି।…
ଆହତ ବ୍ଲାକ୍ କାଇଟ୍ ଉଦ୍ଧାର, ଚିକିତ୍ସା ପରେ ନିରୀକ୍ଷଣରେ
ଅନୁଗୁଳ/ତାଳଚେର(ଅଜିତ କୁମାର ଭୋଇ) : ଅନୁଗୋଳ ବନଖଣ୍ଡ ପକ୍ଷରୁ ଆହତ ଏକ ବ୍ଲାକ୍ କାଇଟ୍କୁ ଉଦ୍ଧାର କରାଯାଇ ତୁରନ୍ତ ଚିକିତ୍ସା ପ୍ରଦାନ କରାଯାଇଛି। ଡାହାଣ ପକ୍ଷରେ ଆଘାତ ଲାଗିଥିବା ଅବସ୍ଥାରେ ପକ୍ଷୀଟିକୁ ତାଳଚେର ରେଞ୍ଜ ଅଫିସକୁ ଅଣାଯାଇଥିଲା।ପକ୍ଷୀଟି ରେଞ୍ଜ ଅଫିସରେ ପହଞ୍ଚିବା…
ପ୍ରଶାସନ ରୋକିଲା ବାଲ୍ୟ ବିବାହ
ଅନୁଗୁଳ/ତାଳଚେର(ଅଜିତ କୁମାର ଭୋଇ): ତାଳଚେର ବ୍ଲକ କୋଲିୟରୀ ଥାନା ଅନ୍ତର୍ଗତ ଘଂଟପଡ଼ା ଗ୍ରାମ ବରସାହିର ବିଟି ସାହୁଙ୍କ ଝିଅ ସନ୍ତୋଷୀ ସାହୁଙ୍କର ବାଲ୍ୟ ବିବାହ ହେଉଥିବା ବେଳେ ଭାରପ୍ରାପ୍ତ ସିଡ଼ିପିଓ ଜୟନ୍ତୀ ସାମଲ ଏହି ଖବର ପାଇ ଘଟଣା ସ୍ଥଳରେ ପଂହଚିଥିଲେ…
ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସଚେତନତା କାର୍ଯ୍ୟକ୍ରମ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପୋଲିସ ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ପରିସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ “ସାଇବର ଠକେଇ ଏବଂ ଡିଜିଟାଲ ଗିରଫ ସଚେତନତା କାର୍ଯ୍ୟକ୍ରମ” ଆୟୋଜନ କରାଯାଇଥିଲା। ପ୍ରାୟ ୫୦ ଜଣ ବରିଷ୍ଠ ନାଗରିକ ଏହି କାର୍ଯ୍ୟକ୍ରମରେ…
