ପୋଷାକ ବଣ୍ଟନରେ ଅନିୟମିତତା ଅଭିଯୋଗ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଚମ୍ପୁଆ ବ୍ଲକରେ ପୋଷାକ ବିତରଣରେ ପୁଣି ଅନିୟମିତତା ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଚଳିତ ବର୍ଷ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପ୍ରାଥମିକ ଶିକ୍ଷା ବର୍ଗରେ ସରକାରଙ୍କ ପକ୍ଷରୁ…

ଚମ୍ପୁଆରେ ଶିକ୍ଷକଙ୍କ ମନମାନୀ , ବିଦ୍ୟାଳୟ ପାଲଟିଛି ‘ଧର୍ମଶାଳା’

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହନ୍ତ) : କେନ୍ଦୁଝର ଜିଲ୍ଲା ଚମ୍ପୁଆ ଶିକ୍ଷାମଣ୍ଡଳ ଅଧୀନରେ ଥିବା ଅନେକ ବିଦ୍ୟାଳୟରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମନମାନୀ ଚରମ ସୀମାରେ ପହଞ୍ଚିଛି। ବିଦ୍ୟାଳୟର ନିୟମିତ ସମୟ ସାରଣୀକୁ ବେଖାତିର କରି ଶିକ୍ଷକମାନେ ନିଜ ଇଚ୍ଛାରେ ଆସିବା…

ଡ଼କ୍ଟର ନିବେଦିତା ରଥଙ୍କୁ ବିପୁଳ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସାମାଜିକ, ପ୍ରଶାସନିକ ଓ ନ୍ୟାୟିକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସୋନ୍‌ପୁର ମାଟିର ଝିଅ ନିବେଦିତା ରଥଙ୍କୁ ସମ୍ମାନଜନକ ଡକ୍ଟରେଟ୍’ ଉପାଧି ପ୍ରଦାନ କରା ଯାଇଛି ।ୱାସିଂଟନ ଡିଜିଟାଲ ୟୁନିଭରସିଟି ପକ୍ଷରୁ ତାଙ୍କୁ ଏହି…

ବିକାଶର ଧାରା ଓଡ଼ିଶା ସାରା”ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଦ୍ୱିତୀୟ ଦିନରେ ବ୍ଲକସ୍ତରୀୟ କୃଷକ ସମ୍ବାଦ ଓ କର୍ମଶାଳା…

ପାତାଳୀ ଶ୍ରୀକ୍ଷେତ୍ର ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଦ୍ୟ ଲୀଳାକ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ଠାରେ ପ୍ରସିଦ୍ଧ ରଥଯାତ୍ରାକୁ ସରସ, ସୁନ୍ଦର, ଶୃଙ୍ଖଳିତ କରିବା ପାଇଁ ଆଜି ମ୍ୟାନେଜିଂ ଟ୍ରଷ୍ଟି ତଥା ଉପଜିଲ୍ଲାପାଳ…

ଜନ୍ମମାଟିରେ ସମ୍ବର୍ଦ୍ଧନା ପାଇଲେ ପ୍ରଶାସନିକ ସେବା ପରୀକ୍ଷାରେ କୃତି ଛାତ୍ରୀ କସ୍ତୁରୀ ।

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବି. କରଡ଼ାବାଡି ରେ ଛୋଟ ମୋର ଗାଁ ଟି ନା ତାର ବି. କରଡ଼ାବାଡ଼ିରେ ରଜ ମହୋତ୍ସବ ୩ ଦିନ ଧରି ଏହି କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜସେବୀ ସତ୍ୟନାରାୟଣଙ୍କ ପ୍ରଚେଷ୍ଟାରେ ରଜ…

୧୪୯ ନମ୍ବର ଜାତୀୟ ରାଜପଥ ଅବରୋଦ୍ଧ କଲେ ସୀପୁର ଗ୍ରାମ ବାସି

ଅନୁଗୁଳ (ଅଜିତ କୁମାର ଭୋଇ) :ଅନଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଂଚାୟତ ଶିପୁର ଗ୍ରାମ ମଧ୍ୟସ୍ଥଳୀରେ ନିର୍ମାଣ ହେବାକୁ ଥିବା ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟକୁ ବନ୍ଦ କରିବା ନିମନ୍ତେ ଆଜି ୧୪୯ ନମ୍ବର ଜାତୀୟ…

ବିକାଶ ଧାରାର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଜାତି-ଜନଜାତି ସମ୍ବାଦ ବୈଠକ ଆୟୋଜିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଓଡ଼ିଶା ସରକାରଙ୍କ ଦୁଇ ବର୍ଷର ସଫଳ ଶାସନ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ସମ୍ମିଳନୀ କକ୍ଷ ଠାରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଜାତି-ଜନଜାତି ସମ୍ବାଦ ବୈଠକ ଆୟୋଜିତ ହୋଇଥିଲା।ଗୋଷ୍ଠି…

ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଅଷ୍ଟଶମ୍ଭୁଙ୍କ ସହର ସୁବର୍ଣ୍ଣପୁର ଠାରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସହର ଚଳ ଚଞ୍ଚଳ ହୋଇ ଉଠିଛି l ଆଜି ଏଥିପାଇଁ ସୁବର୍ଣ୍ଣପୁର କୋଷାଗାର ରୁ ପ୍ରଭୁ ଚନ୍ଦ୍ରଶେଖର ଙ୍କ ସ୍ଵରୁପ…

ବଅଁରପାଳ ଥାନା ସମ୍ମୁଖରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବସ୍ ରୁ ଡିଜେଲ ଚୋରୀ

ବଅଁରପାଳ(ଅଜିତ କୁମାର ଭୋଇ): ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୨ ଟି ବସ୍ ଡିଜେଲ ଚୋରୀ ହୋଇଥିବା ଥାନା ରେ ଅଭିଯୋଗ ହୋଇଛି, ସୂଚନା ରୁ ପ୍ରକାଶ ସ୍କୁଲ ଖରା ଛୁଟି ଯୋଗୁଁ ସ୍କୁଲ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ…

error: Content is protected !!
Powered by Joinchat