ଚମ୍ପୁଆ ବି.ଡି.ଏନ.ପୁର ଶାସନରେ ଜାତୀୟ ସେବା ଶିବିର ଅନୁଷ୍ଠିତ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ବୀରଧନୁର୍ଜୟ ନାରାୟଣପୁର ଶାସନରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ସାତ ଦିନିଆଁ ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ଉପଜିଲ୍ଲାପାଳ ଉମାକାନ୍ତ ପରିଡା ଆନୁଷ୍ଠାନିକ ଭାବେ ଉଦଘାଟନ…

ମିଳୁନି ସାର ଚିନ୍ତାରେ ଚାଷୀ

ଗଞ୍ଜାମ/ବୁଗୁଡ଼ା : (ସୋରେନ କୁମାର ପ୍ରଧାନ):ଚାଷ କାର୍ଯ୍ୟ ଆରମ୍ଭରୁ ଚାଷୀ ମୁଣ୍ଡରେ ସାର ଚଡ଼କ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଲାଣି।ସାର ସଙ୍କଟ ପାଇଁ ଚାଷୀ ହନ୍ତସତ ହେଉଛନ୍ତି ।ଯେଉଁ ୟୁରିଆ ସାରର ଦାମ୍ ୩୦୦ ଟଙ୍କାରେ ମିଳିବା…

ଆଜିଠାରୁ ଷୋହଳ ପୂଜା ଆରମ୍ଭ : ଜିଲ୍ଲାର ମାହେଶ୍ୱରୀ ପୀଠ ଉତ୍ସବ ମୁଖର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜିଠାରୁ ମାଁ ମାହେଶ୍ୱରୀ ପୀଠ ମାନଙ୍କରେ ଷୋହଳ ପୂଜା ଆରମ୍ଭ ହୋଇଯାଇଛି।ଏଥିପାଇଁ ସୁବର୍ଣ୍ଣପୁର ଜିଲାର ବିଭିନ୍ନ ଅଞ୍ଚଳରେ ରହିଥିବା ମାଁ ମାହେଶ୍ୱରୀଙ୍କ ଶକ୍ତିପୀଠ ଉତ୍ସବ ମୁଖରିତ ହୋଇଉଠିଛି।ପାରମ୍ପରିକ ପୁଜା ବିଧି ରୀତିନୀତି ଅନୁଯାୟୀ ଏହା ୧୬ଦିନ…

ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ।

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯାଳୟ ପକ୍ଷରୁ ପିପୁଲ୍ସ ହାଇସ୍କୁଲ ମିନି ଷ୍ଟାଡିୟମରେ ବ୍ଲକ ସ୍ତରୀୟ ବିଦ୍ଯାଳୟ ସମୂହ କ୍ରୀଡା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ଯ ଅତିଥି ଭାବେ…

ହସ୍ତଶିଳ୍ପ ବଜାରରେ ବିପ୍ଳବ ଆଣିବ କେନ୍ଦୁଝର ଚାନ୍ଦୁଆ , ସୃଷ୍ଟିହେବେ ଲକ୍ଷପତି ଦିଦି

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ):ଓଡିଶା ସରକାରଙ୍କ ହସ୍ତଶିଳ୍ପ ,ବୟନ ଓ ହସ୍ତତନ୍ତ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କେନ୍ଦୁଝର ସ୍ଥିତ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ଚାନ୍ଦୁଆ ତିଆରି କାର୍ଯ୍ୟକ୍ରମ ସଫଳତାର ସହିତ ଶେଷ ହୋଇଛି।…

ରିମୁଳି ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ) : ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କେନ୍ଦୁଝର ନଗର ତରଫରୁ ରିମୁଳି ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ କରାଯାଇଅଛି। ଏଥିରେ କ୍ୟାମ୍ପସ୍ ୟୁନିଟ୍ ର ସଭାପତି ଭାବେ ବାଦଲ କୁମାର ମହାନ୍ତ ତଥା ଉପସଭାପତି…

ଦେଢ ଲକ୍ଷ ଟଙ୍କାର ଉର୍ଦ୍ଧ ମୂଲ୍ୟର ମାଦକ ଦ୍ରବ୍ଯ ଜବତ

ଅନୁଗୋଳ(ଅଜିତ୍ କୁମାର ଭୋଇ): ବଅଁରପାଳ ଥାନା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଅପରେସନ ପ୍ରହାର ଅନୁଯାୟୀ ମଙ୍ଗଳବାର ଦିନ ପାଞ୍ଚଗଡ଼ ଅଞ୍ଚଳର ବିଭିନ୍ନ ପାନ ଓ ତେଜରାତି ହୋଲସେଲରେ ଚଢ଼ଉ କରାଯାଇଥିଲା।ପାଞ୍ଚଗଡ଼ ଅଞ୍ଚଳର ଟେଲକୋ ଛକ, ନୂଆହତା ଛକ, ନୂଆହତା…

ବୁଗୁଡ଼ା ବିଜେପି କାର୍ଯ୍ୟାଳୟ ଠାରେ ସେବା ପକ୍ଷ ମଣ୍ଡଳ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ବିଜେପି ପକ୍ଷରୁ ଆସନ୍ତା ୧୭ ତାରିଖ ଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସବୁଠି ସେବା ପକ୍ଷ ପାଳନ କରାଯିବା କୁ ଲକ୍ଷ ରଖିଛି ବିଜେପି ଦଳ…

ଯୋଡ଼ା ବ୍ଲକରେ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

କେନ୍ଦୁଝର/ଯୋଡ଼ା(ସୀତାରାମ ଦୀକ୍ଷିତ) :କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପ୍ରାଙ୍ଗଣରେ ବୁଧବାର ଦିନ ସମସ୍ତ ପଞ୍ଚାୟତ ଏବଂ ଯୋଡ଼ା ପୌରପାଳିକା କୁ ନେଇ ଏକ ସ୍ୱତନ୍ତ୍ର ଭିନ୍ନକ୍ଷମ ସ୍ୱାସ୍ତ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରର ଉଦ୍ଦେଶ୍ୟ ଥିଲା ଭିନ୍ନକ୍ଷମ,ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ…

ସିଏମପିଏଫ ପେନସନ ବୃଦ୍ଧି ଦାବିରେ ଏଆଇସିପିଏସ ତରଫରୁ ଧାରଣା

ତାଳଚେର (ଅଜିତ କୁମାର ଭୋଇ): ତାଳଚେରର ବିଭିନ୍ନ କୋଇଲାଖଣି ଗୁଡିକରେ କାର୍ଯ୍ୟକରି ବହୁ କର୍ମଚାରୀ ଓ ଶ୍ରମିକ ମାନେ ଅବସର ନେଇଥିବାବେଳେ ସେମାନଙ୍କୁ ଉପଯୁକ୍ତ ପେନସନ ମିଳୁନଥିବା ସହ ସେମାନେ ପାଉଥିବା ପେନସନ ବୃଦ୍ଧି କରିବା ଓ ସ୍ଵାସ୍ଥ୍ୟ ସୁବିଧା ପାଇବା…

error: Content is protected !!