୨୪ ବର୍ଷର ନଂ୧ ମୁଖ୍ୟମନ୍ତ୍ରୀଙ୍କୁ ପରାଜିତ କରିଛନ୍ତି ଲକ୍ଷ୍ମଣ ବାଗ

୨୦୨୪ ନିର୍ବାଚନର ଅନ୍ୟତମ ଚର୍ଚ୍ଚିତ ଆସନ ଥିଲା କଣ୍ଟାବାଞ୍ଜି। କାରଣ ସେଠାରୁ ପ୍ରାର୍ଥୀ ହୋଇଥିଲେ ନିଜେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଫଳାଫଳ ଚକିତ କରିଦେଲା ସମସ୍ତଙ୍କୁ। ନବୀନ ଓ ପାଣ୍ଡିଆନ ସ୍ୱପ୍ନରେ ବି ଭାବି ନଥିବେ ଯେ ସେଠାରୁ ପରାସ୍ତ…

ଖୋଲିବ ଶ୍ରୀ ମନ୍ଦିରର ଚାରି ଦ୍ୱାର

ଭୁବନେଶ୍ବର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶ୍ରୁତି ଅନୁସାରେ ରାଜ୍ୟରେ ବିଜେପି ସରକାର ଗଢ଼ିଲା ପରେ ଭକ୍ତମାନେ ସିଂହଦ୍ବାର ସମେତ ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ।ବର୍ତ୍ତମାନ ପରିପ୍ରେକ୍ଷୀରେ ସିଂହଦ୍ୱାର ପଟେ ପ୍ରବେଶ ପାଇଁ ଅନୁମତି ଥିବାରୁ ଭକ୍ତ…

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ରୁ ଇସ୍ତଫା ଦେଲେ ଦୁଇ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର :ଗତ ବୁଧବାର ଦିନ ରାଜ ଭବନ ଯାଇ ରାଜ୍ୟପାଳଙ୍କୁ ଭେଟି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଥିଥିଲେ l ଏବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ରୁ ଦୁଇ ବରିଷ୍ଠ ଅଧିକାରୀ ଇସ୍ତଫା ଦେଇଥିବା ସୂଚନା ମିଳିଛି ମିଳିଥିବା ସୂଚନା ଅନୁଯାଇ…

ବଦଳିବ କି କୋଟିଆ ର ଭାଗ୍ୟ? ଦୁଇ ରାଜ୍ୟର ସରକାର ଏବେ ଗୋଟିଏ କ୍ଷମତା ଡ଼ଙ୍ଗାର ଯାତ୍ରୀ

ଭୁବନେଶ୍ୱର:ଓଡିଶା ରାଜ୍ୟର ଜନସାଧାରଣ ମାନେ ପଡୋଶୀ ରାଜ୍ୟର ଲୋକଙ୍କ ସହ ଭାଇଚାରା ସମ୍ପର୍କରେ ଚଳନ୍ତି ଏବଂ ପଡୋଶୀ ରାଜ୍ୟର ଅଧିବାସୀ ମାନେ ମଧ୍ୟ ଓଡିଶା ସୀମାନ୍ତରେ ବାସ କରୁଥିବା ଲୋକଙ୍କ ସହିତ ମଧ୍ୟ ଉତ୍ତର ସମ୍ପର୍କ ରଖିଛନ୍ତି l କିନ୍ତୁ କେତେକ…

ମୁଖ୍ୟମନ୍ତ୍ରୀ ପଦ ଦୌଡରେ ଅବସର ପ୍ରାପ୍ତ ବରିଷ୍ଠ ପ୍ରଶାସକ ଗିରିଶଚନ୍ଦ୍ର ମୁର୍ମୁ

ଓଡିଶାରେ ​​ବିଜେପି ଏକ ବୃହତ ବିଜୟ ହାସଲ କରିଛି। ଯେଉଁଠାରେ ବିଜେପି ୫ ଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରିଛି। ବିଜେପି ପୁରା ନିର୍ବାଚନରେ ଓଡ଼ିଆ ଅସ୍ମିତା ବିଷୟରେ ବାରମ୍ବାର କହିଛି। ବିଜୟ ପରେ ଜଣେ ସଚୋଟ ଓ ପରିଶ୍ରମୀ…

ନବୀନଙ୍କ ଛାଇ ପାଣ୍ଡିଆନ ମଧ୍ୟ ଏବେ ଅଦୃଶ୍ୟ ହୋଇଯାଇଛନ୍ତି।

ନବୀନ ନିବାସରେ ଭି.କେ ପାଣ୍ଡିଆନଙ୍କର ଆଉ ଦେଖା ମିଳୁନି। ନିର୍ବାଚନୀ ଫଳାଫଳ ବାହାରିବା ପରଠୁ ପାଣ୍ଡିଆନ ଅଦୃଶ୍ୟ ହୋଇଯାଇଛନ୍ତି। ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନଙ୍କୁ ସର୍ବସାଧାରଣରେ ଦେଖିବାକୁ ମିଳୁନି। କିମ୍ବା ନିର୍ବାଚନ ଫଳାଫଳକୁ ନେଇ କୌଣସି ପ୍ରତିକ୍ରିୟା ମଧ୍ୟ ତାଙ୍କ…

ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ, ମହାପ୍ରଭୁଙ୍କ ଦର୍ଶନ ବେଳେ ଟଳିପଡିଲେ

ପିଛାଛାଡ଼ୁନି ଅଘଟଣ ଏବେ ଶ୍ରୀମନ୍ଦିର ଭିତରେ ଭକ୍ତଙ୍କ ମୃତ୍ୟୁ । ଶ୍ରୀ ମନ୍ଦିର ଭିତରେ ମହାପ୍ରଭୁଙ୍କ ଦର୍ଶନ କରୁଥିବା ସମୟରେ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ହେଉଛନ୍ତି ଗୁଜୁରାଟର ୮୫ ବର୍ଷୀୟ ଚେତନ ଦାସ । ଚେତନ…

ବାଣପୁରର ଆରଧ୍ୟ ଦେବୀ ମା ଭଗତୀଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା କଲେ ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର :ଗତକାଲି ଚ଼ିଲିକା ବିଧାନସଭା କ୍ଷେତ୍ରରୁ ଜନସାଧାରଣଙ୍କ ଆଶୀର୍ବାଦ ପାଇ ବିଧାୟକ ଭାବେ ନିର୍ବାଚ଼ିତ ହେବା ପରେ ଚିଲିକା ଉତନ ବିଧାୟକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଗଣିତ କାର୍ଯ୍ୟକର୍ତ୍ତା ଓ ଶୁଭେଚ୍ଛୁ ମାନଙ୍କ ସହ ଓଡ଼ିଶାର‌ ପ୍ରସିଦ୍ଧ ଶକ୍ତିପୀଠ ତଥା ବାଣପୁରର…

ପତନ ପାଇଁ ଭିକେ ପାଣ୍ଡିଆନ ନୁହନ୍ତି ଦୋଷୀ ନିଜେ ନବୀନ ପଟ୍ଟନାୟକ

କଥାଟା ନିଶ୍ଚୟ କିଛି ଲୋକଙ୍କୁ ଖରାପ ଲାଗିବ ଓ କଷ୍ଟ ଦେବ। କିନ୍ତୁ ଏହା ନିରାଟ ସତ୍ୟ ଓ ମହତ୍ୱପୂର୍ଣ୍ଣ । ଓଡ଼ିଆ ଅସ୍ମିତା ସହ ପ୍ରକୁତରେ ଖେଳୁଥିଲା କିଏ? ଜଣେ ଅଣଓଡ଼ିଆ ସଚିବ ନା ନିଜେ ଆମ ପ୍ରିୟ ପୂର୍ବ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର :ଓଡିଶା ରାଜନୀତିକୁ ନେଇ ବଡ ଖବର ଆସିଛି। ଓଡିଶା ବିଧାନସଭା ନିର୍ବାଚନରେ ବିଜେଡ଼ି ସଂଖ୍ୟା ଗରିଷ୍ଠତାରେ ବିଫଳ ହେବା ପରେ ପାଞ୍ଚଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେବାକୁ ରାଜଭବନରେ ପହଞ୍ଚିଛନ୍ତି। ନବୀନ ପଟ୍ଟନାୟକ ପ୍ରଥମେ ସକାଳ ୧୧.୩୦ ଟାରେ…

error: Content is protected !!
Powered by Joinchat