ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଅପରାହ୍ନରେ ଶପଥ ନେବ ମୋହନ ସରକାର। ଏନେଇ ରାଜଭବନ ପକ୍ଷରୁ ବିଧିବଦ୍ଧ ସୂଚନା ଦିଆଯାଇଛି। ଭୁବନେଶ୍ୱର ଜନତା ମଇଦାନରେ ୪.୫୫ରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ଏହାପୂର୍ବରୁ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଭାବେ…
Tag: news oriya
ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କ ଦ୍ୱାରା ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀଙ୍କ କୁଶପୁତ୍ତଳିକା ଦାହ
ପୁରୀ:ପୁରୀ ବିଧାନସଭା ଅନ୍ତର୍ଗତ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ଙ୍କ କଂଗ୍ରେସ ପିସିସି ସଭାପତି ଓ ରାଜ୍ୟ କଂଗ୍ରେସ ପ୍ରଭାରୀ ଙ୍କ ବିରୋଧରେ କୁଶପୁତ୍ତଳିକା ପୋଡି ବିରୋଧ ଦର୍ଶାଇଛନ୍ତି | ଏହାର ଅନେକ କାରଣ ମଧ୍ୟ ରୁ ସେମାନେ ଯୁବ…
ଶେଷରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରୁ ଉଠିଲା ପରଦା
ଭୁବନେଶ୍ୱର:ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରୁ ଉଠିଛି ପରଦା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ବରିଷ୍ଠ ବିଜେପି ନେତା ତଥା କେନ୍ଦୁଝରର ବିଧାୟକ ମୋହନ ମାଝୀ ସେ ଆସନ୍ତାକାଲି ଅପରାହ୍ନ ୪.୪୫ଟାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ…
ହତ୍ୟା ମାମଲାରେ ବନ୍ଧା ହେଲେ ଲୋକପ୍ରିୟ କନ୍ନଡ ଅଭିନେତା ଦର୍ଶନ
ବେଙ୍ଗାଲୁରୁ:ଏକ ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କୁ ଗିରଫ କଲା ପୁଲିସ। ଜୁନ୍ ୯ରେ କନ୍ନଡ ଅଭିନେତା ଦର୍ଶନଙ୍କ ବିରୋଧରେ ଏକ ହତ୍ୟା ମାମଲା ପଞ୍ଜୀକୃତ ହୋଇଥିବା ବେଳେ ଏବେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଛି। ତାଙ୍କୁ ତାଙ୍କ ମହୀସୁରର…
ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଏବେବି ସସ୍ପେନ୍ସ ଜାରି
ଭୁବନେଶ୍ୱର:ଏପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରାଯାଇନାହିଁ । ଏନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବୁଧବାର ୧୨ ଜୁନରେ ଜଣାପଡିବ କିଏ ହେବ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରିବାର ସମୟ ସୀମା ବର୍ତ୍ତମାନ ଧାର୍ଯ୍ୟ…
ମୋଦୀ ୩.0 ସରକାରରେ ମିଳିବ କାହାକୁ କେଉଁ ମନ୍ତ୍ରଣାଳୟ
ଶପଥ ନେବାର ପ୍ରାୟ ୨୪ ଘଣ୍ଟା ପରେ ମୋଦି ୩.୦ ସରକାର କାହାକୁ କେଉଁ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି, ତା’ର ତାଲିକା ଜାରି କରିଛନ୍ତି। ବିଜେପିର ଚାଣକ୍ୟ ଅମିତ ଶାହ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ପୁଣି ପାଇଛନ୍ତି। ବରିଷ୍ଠ ନେତା ନୀତୀନ…
ଖୋଲିବ ଶ୍ରୀ ମନ୍ଦିରର ଚାରିଦ୍ୱାର
ପୁରୀ :ନିର୍ବାଚନରେ ମହାପ୍ରଭୁଙ୍କ ଚାରିଦ୍ୱାର ଯେମିତି ବିଜେପି ପାଇଁ ଏକପ୍ରମୁଖ ଅସ୍ତ୍ର ହୋଇଯାଇଥିଲା। ଏବେ ୪ ଦ୍ୱାର ଖୋଲିବା ନେଇ ଏକ ବଡ଼ ଖବର ଆସୁଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ଗତକାଲି…
ଟି-20 ବିଶ୍ୱକପରେ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ପରାଜୟ ବରଣ କଲା ପାକିସ୍ତାନ
ପାକିସ୍ତାନର ହୃଦୟ ବିଦାରକ ପୁରୁଷ ଟି-20 କ୍ରିକେଟ୍ ବିଶ୍ୱକପ ରେ ପରାଜୟ ର ଧାରା ଜାରି ରଖିଛି।କାରଣ ସପ୍ତାହ ଆରମ୍ଭରେ ଆମେରିକାଠାରୁ ଆଶ୍ଚର୍ଯ୍ଯ଼ଜନକ ପରାଜୟ ପରେ ରବିବାର ଦିନ ଚିରପ୍ରତିଦ୍ବନ୍ଦ୍ବୀ ଭାରତ ବିପକ୍ଷରେ ନାଟକୀୟ ଛଅ ରନରେ ପରାସ୍ତ ହୋଇଛି ।…
କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ମୋଦୀ
ନୂଆଦିଲ୍ଲୀ :ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଶପଥ ପାଠ ଉତ୍ସବରେ ତାଙ୍କୁ ଶପଥ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆୟୋଜିତ ଏହି ଉତ୍ସବରେ ପଡୋଶୀ ରାଷ୍ଟ୍ରର…
ବିଶ୍ୱଶାନ୍ତି ଚଣ୍ଡୀ ମହାଯାଜ୍ଞ ଅନୁଷ୍ଠିତ
ଭୁବନେଶ୍ୱର : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଅଧିନସ୍ଥ ଗମ୍ଭାରୀମୁଣ୍ଡା ନିକଟସ୍ଥ ପଙ୍କାଳ ଗ୍ରାମ ର ମା ଖିଲାମୁଣ୍ଡାଙ୍କ ପୀଠ ରେ ବିଶ୍ୱଶାନ୍ତି ଚଣ୍ଡୀ ମହାଯାଜ୍ଞ ଓ ନବଦୁର୍ଗା ମହାମିଳନ ଅନୁଷ୍ଠିତ ହୋଇଯାଇଛି l ଏହି ମହାମିଳନରେ ଏହି ଅଞ୍ଚଳର…