ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ +୩ ଦ୍ବିତୀୟ ବର୍ଷ ଛାତ୍ର ଦାମୋଦର ପାଣିଗ୍ରାହୀ, ଉତ୍ତର ପୂର୍ବ ଜୋନର ବିଶ୍ବବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ସର୍ବଭାରତୀୟ ଭାର ଉତ୍ତୋଳନ ପ୍ରତିଯୋଗିତାରେ…
Author: Shree khetra News
ନିଆରା ଢଙ୍ଗରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳନ କରାଗଲା – ସେବା ଭାରତୀ ଓ ସକ୍ଷମ
ରାୟଗଡା (ଗୋପୀନାଥ ଗୌଡ଼): ଚଳିତ ବର୍ଷ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ରାୟଗଡା ବସଷ୍ଟାଣ୍ଡ ପାଖରେ ସେବା ଭାରତୀ ଓ ସକ୍ଷମର ମିଳିତ ପ୍ରୟାସରେ ୫୦ ରୁ ଅଧିକ ଦିବ୍ୟାଙ୍ଗ ମାନଙ୍କୁ କମ୍ବଳ ଓ ଫଳ ବଣ୍ଟନ କରାଯାଇଛି | ଦିବ୍ୟାଙ୍ଗ…
ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ
ରାୟଗଡ (ଗୋପୀନାଥ ଗୌଡ଼): ସ୍ଥାନୀୟ ହୋଟେଲ ସାଇ ଇଣ୍ଟେରନାସିନlଲ, ରାୟଗଡ ଠାରେ ଜିଲ୍ଲାର ଦୁଇ ବରିଷ୍ଠ ଅଧିକାରୀଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା l ଶ୍ରୀ ଭାସ୍କର ରଇତ, ଅତିରକ୍ତ ଜିଲ୍ଲାପାଳ ରାୟଗଡ, ଓ ଡ଼ଃ ଦୟାନିଧି ବାଗ,…
ଧର୍ମପରାୟଣ ବ୍ୟକ୍ତି ଶୁକ ମୁଣ୍ଡାଙ୍କ ପରଲୋକରେ ଶୋକ ଛାୟା ଖେଳିଯାଇଛି
କେନ୍ଦୁଝର(ସୀତାରାମ ଦୀକ୍ଷିତ): ଯୋଡ଼ା ବ୍ଲକ ଭଦ୍ରାସାହି ପଞ୍ଚାୟତ ଟଣ୍ଟୋ ଅଞ୍ଚଳର ବିଶିଷ୍ଟ ସମାଜସେବୀ ଓ ଧର୍ମପରାୟଣ ବ୍ୟକ୍ତି ଶୁକମୁଣ୍ଡା (୭୬) ହୃତଖାତ ରେ ଶନିବାର ରାତିରେ ନିଜସ୍ବ ବାସଭବନରେ ପରଲୋକ ଗମନ କରିଛନ୍ତି। ସ୍ବର୍ଗତ ଶୁକ ମୁଣ୍ଡା ସ୍ଥାନୀୟ ଅଞ୍ଚଳରେ ଜଣେ…
ରାୟଗଡ଼ା ରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ସଭା ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର…
ଶିଶୁ ମନ୍ଦିରରେ ଶିଶୁ ଶିବିର ଓ ବିବେକାନନ୍ଦ ଜୟନ୍ତୀ ପାଳିତ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସ୍ବପରିସରରେ ବିବେକାନନ୍ଦ ଜୟନ୍ତୀ ପାଳନ ସାଙ୍ଗକୁ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୁରୁଜୀ ଓ…
ବ୍ରହ୍ମା କୁମାରୀ ବଡବିଲ ଶାଖା ଏହାର ୧୭ତମ ବାର୍ଷିକ ଦିବସ ପାଳନର ଆୟୋଜନ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଆଜି ଜାତୀୟ ଯୁବ ଦିବସରେ, ଜାନୁଆରୀ ୧୨ ତାରିଖରେ, ବ୍ରହ୍ମା କୁମାରୀ ବଡବିଲ ଶାଖା ଏହାର ୧୭ତମ ବାର୍ଷିକ ଦିବସ ପାଳନର ଆୟୋଜନ କରିଥିଲା ଏବଂ ଏହି ଅବସରରେ ସଂଗଠନ ଦ୍ୱାରା ଏକ ସୁନ୍ଦର ଆଧ୍ୟାତ୍ମିକ…
ସେରେଣ୍ଡା ମନ୍ଦିର ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପ୍ରଥମବର୍ଷ ଉପଲକ୍ଷେ ଯଜ୍ଞ ଅନୁଷ୍ଠିତ
କେନ୍ଦୁଝର (ସୀତାରାମ ଦୀକ୍ଷିତ): ଅଯୋଧ୍ୟା ଠାରେ ବହୁ ପ୍ରତୀକ୍ଷିତ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ସହ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପ୍ରଥମବର୍ଷ ଉପଲକ୍ଷେ କେନ୍ଦୁଝର ଜିଲ୍ଲା ସେରେଣ୍ଡା ତାରିଣୀ ମନ୍ଦିର ବିଜେପି କର୍ମୀ ମାନଙ୍କ ପକ୍ଷରୁ ଶ୍ରୀରାମ ମନ୍ଦିର…
