ଦିଦିଙ୍କ ପୂର୍ବୋତ୍ତର ରାଜ୍ୟକୁ ଜଳେଇବା ଧମକ , କଡା ଟିପ୍ପଣୀ ଦେଲେ ସମ୍ପୃକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ

କୋଲକାତା : ପଶ୍ଚିମବଙ୍ଗ ଡାକ୍ତର ବଳାତ୍କାର ଏବଂ ହତ୍ୟା ମାମଲା ଦେଶରେ ହେଡଲାଇନରେ ରହିଛି।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ ଧମକ ଦେଇ କହିଛନ୍ତି ଯେ “ପ୍ରଧାନମନ୍ତ୍ରୀ ମୋଦୀ, ଆପଣ ନିଜ ଲୋକଙ୍କ ମାଧ୍ୟମରେ ବଙ୍ଗଳାରେ ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା…

“ମୋ ଘରେ ବି ଝିଅ, ଭଉଣୀ ଅଛନ୍ତି..”ଦିଦିଙ୍କ ଦମନକାରୀ ଶକ୍ତିଙ୍କ ଆଗରେ ଦୃଢ ତ୍ରିରଙ୍ଗାଧାରୀ

କୋଲକାତା: ପଶ୍ଚିମବଙ୍ଗର ଆର.ଜି.କର ମେଡ଼ିକାଲ କଲେଜ ଓ ହସ୍ପିଟାଲର ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲା ପଶ୍ଚିମବଙ୍ଗର ରାଜରାସ୍ତାରେ ହଇଚଇ ସୃଷ୍ଟି କରିଛି। ପଶ୍ଚିମବଙ୍ଗ ଛାତ୍ର ପରିଷଦର ଆହ୍ୱାନରେ ମଙ୍ଗଳବାର ଦିନ କୋଲକାତାର ରାଜରାସ୍ତାକୁ ଏକ ବଡ଼ ଭିଡ଼…

ଗୋଟିଏ ଗଛ କୋଟିଏ ଜୀବନ କାର୍ଯ୍ୟକ୍ରମ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ): ପୁରୀ ଜିଲ୍ଲା ସ୍ବେଛାସେବୀ ସଂଗଠନ ସାମୁଖ୍ୟ ଦି ବେଲ୍ ଓ ଷ୍ଟେଟ ବ୍ୟାଙ୍କ୍ ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଯାଇଛି ଗୋଟିଏ ଗଛ କୋଟିଏ ଜୀବନ କାର୍ଯ୍ୟକ୍ରମ ।ପୁରୀ ବାଙ୍ଗର୍ ଠାରେ ଠାରେ ଥିବା…

ଇ- କେୱାଇସି ସମ୍ବେଦନଶୀଳ ପ୍ରସଙ୍ଗ, ଅପଡେଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।

ଭୁବନେଶ୍ୱର (ରିପୋର୍ଟ -ସମୀର ରଞ୍ଜନ ନାୟକ ): ରାଜ୍ୟରେ ରାସନ କାର୍ଡ ନେଇ କିଛି ଦିନ ହେବ ରାଜ୍ୟରେ ଅନେକ ଚର୍ଚ୍ଚା ଚାଲିଥିବା ଶୁଣିବାକୁ ମିଳୁଥିଲା ସୂଚନା ଯୋଗ୍ୟ ଯେ E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ…

ଚାଷୀ ହେବେ ଲାଭବାନ, ଆରମ୍ଭ ହେବ ସିଏମ୍ କିଷାନ ଯୋଜନା।

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ୍ କିଷାନ୍ ଯୋଜନା ।ଆଉ ଏହି ଯୋଜନାରେ ଲାଭବାନ ହେଇପାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର । ଏନେଇ ଆଜି…

ବିଧାନସଭାକୁ ମୋବାଇଲ୍ ମନା, ପାଣି ବୋତଲ ଉପରେ ବି ଲାଗିଲା କଟକଣା ।

ଭୁବନେଶ୍ୱର (ରିପୋର୍ଟ -ସମୀର ରଞ୍ଜନ ନାୟକ ): ବିଧାନସଭାକୁ ମୋବାଇଲ୍ ମନା, ପାଣି ବୋତଲ ଉପରେ ବି ଲାଗିଲା କଟକଣା । ଗୃହରେ ବିଧାୟକ ମାନେ ଫୋନରେ ଫୋଟୋ ଉଠାଉଥିବାରୁ କଟକଣା ଲଗାଇଲେ ବାଚସ୍ପତି ସୁରମା ପାଢୀ । ସୂଚନା ମୁତାବକ…

ମଣିଷ ଦେହରେ ବାର୍ଡ ଫ୍ଲୁ, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ

ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ )ବାର୍ଡ ଫ୍ଲୁ ଆକ୍ରାନ୍ତ ଥିବା ସନ୍ଦେହ ହେବା ପରେ ରକ୍ତ ନମୁନା RMRCକୁ ପଠାଯାଇଛି । ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ କି ନୁହେଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ…

ଆକ୍ସନ ମୋଡ଼ରେ କରଞ୍ଜିଆ ଏନଏସି ଅଧକ୍ଷା , ଅଭିଯୋଗ ପରେ ସ୍ଥିତି ଅନୁଧ୍ୟାନ କଲେ

ମୟୁରଭଞ୍ଜ : କରଞ୍ଜିଆ ଏନଏସି ଅଧକ୍ଷା ପପି ପୃଷ୍ଟି ଙ୍କୁ ୱାର୍ଡ ନଂ ୮ ଗୁଡିସାହି ର ବସ୍ତି ବାସିନ୍ଦା ଙ୍କ ଯିବା ଆସିବା ରାସ୍ତା ଟି ଅତ୍ୟନ୍ତ ଶୋଚନୀୟ ହୋଇଥିବା ଓ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟା ସମାଧାନ…

ଭାରତୀୟ ଜନତା ପାର୍ଟିର ମଣ୍ଡଳ ସ୍ତରୀୟ ସଦସ୍ୟତା ସଂଗ୍ରହ କର୍ମଶାଳା ଅନୁଷ୍ଠିତ

ମୟୁରଭଞ୍ଜ(ରିପୋର୍ଟ -ଜିତେନ୍ଦ୍ର ରାଜ) : ଭାରତୀୟ ଜନତା ପାର୍ଟି ର ମଣ୍ଡଳ ସ୍ତରୀୟ ସଦସ୍ୟ ସଂଗ୍ରହ କର୍ମଶାଳା କରଞ୍ଜିଆ ସ୍ଥିତ ଆଦିବାସୀ ସାଂସ୍କୃତିକ କେନ୍ଦ୍ର ଠାରେ ତାଟୋ ମଣ୍ଡଳ ସଭାପତି ସଞ୍ଜୀବ ପାଣିଗ୍ରାହୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି କର୍ମଶାଳା…

କଂଗ୍ରେସର ଆଲୋକ ଶର୍ମାଙ୍କ ବୟାନ ମରାଠୀ ଲୋକ ଧର୍ଷଣକାରୀ..ଉଦ୍ଧବ, ସଞ୍ଜୟ ରାଉତ ଚୁପ

ମୁମ୍ବାଇ : ମହାରାଷ୍ଟ୍ରର ବଦଲାପୁରରେ ଦୁଇ ଜଣ ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି। ଏହାକୁ ନେଇ ରାଜ୍ୟରେ ବିକ୍ଷୋଭ ଜାରି ରହିଛି। ଏହି ଘଟଣାକୁ ନେଇ ରାଜନୀତି ଚାଲିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ…

error: Content is protected !!