ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ଶ୍ରୀଜୀଉଙ୍କ ପଦ୍ମ ମୁଖ ବେଶ ଦର୍ଶନ କରି…
Author: Shree khetra News
ଡ଼.ଦେବେନ୍ଦ୍ର କୁମାର ନାଏକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏ.ଇ.ଏସ୍. କଲେଜରେ ସହକାରୀ ଗ୍ରନ୍ଥାଧ୍ୟକ୍ଷ ଡ଼. ଦେବେନ୍ଦ୍ର କୁମାର ନାଏକଙ୍କ ଉଦ୍ଦେଶ୍ୟରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ…
ପୁରୀ ସଦର ବିଡ଼ିଓ ମାନିଲେନି ଜିଲ୍ଲାପାଳଙ୍କ ନିର୍ଦେଶ,ପଞ୍ଚାୟତବାସୀ କଲେ ବ୍ଲକ ଘେରାଉ
ପୁରୀ (ସମୀର ରଞ୍ଜନ ନାୟକ): ଆଜି ପୁରୀ ସଦରବ୍ଲଜ ଘେରାଉ କରିଛନ୍ତି ଗଙ୍ଗାନାରାୟଣପୁର ପଞ୍ଚାୟତବାସୀ l ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ ଯେ ଗଙ୍ଗାନାରାୟଣପୁର ଗ୍ରାମପଞ୍ଚାୟତ ର ସରପଞ୍ଚଙ୍କ କୌଣସି କାରଣରୁ ପୁରୀ ଜିଲ୍ଲାପାଳ ଅସିଦ୍ଧ ଘୋଷଣା କରି ନାଏବ…
ଠିକା ସରକାରୀ କର୍ମଚାରୀଙ୍କ କଟିବନି ରାସନ କାର୍ଡ: କାର୍ଡ ଫେରାଇଲେଣି ୨୦ହଜାର
ଭୁବନେଶ୍ବର (ସମୀର ରଞ୍ଜନ ନାୟକ): ଠିକାରେ ନିଯୁକ୍ତ ହୋଇଥିବା ସରକାରୀ କର୍ମଚାରୀଙ୍କର କଟିବନି ରାସନ କାର୍ଡ। ଯେଉଁ କର୍ମଚାରୀଙ୍କର ମାସିକ ୧୫ହଜାର ଟଙ୍କାରୁ କମ୍ ଦରମା ପାଉଛନ୍ତି, ସେମାନଙ୍କ ରାସନକାର୍ଡ କଟିବ ନାହିଁ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।…
ରାଜ୍ୟରେ ଖରା ସହ ଅସ୍ୱାଭାବିକ ଗରମର ଅନୁଭୂତି ହେଲାଣି ।
ଭୁବନେଶ୍ବର (ସମୀର ରଞ୍ଜନ ନାୟକ):ରାଜ୍ୟରେ ଖରା ସହ ଅସ୍ୱାଭାବିକ ଗରମର ଅନୁଭୂତି ହେଲାଣି । ଜାନୁଆରୀ ଶେଷରେ ବି ଟାଇଁ ଟାଇଁ ଖରା । କାରଣ ବଢିଲା ଦିନ ସହ ରାତିର ତାପମାତ୍ରା । ସ୍ବାଭାବିକ ଠାରୁ ୪ ରୁ ୬…
ଫେବ୍ରୁଆରି ୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ):ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଫେବୃଆରୀ ଆରମ୍ଭ ହେବ ବୋଲି ସୂଚନା ମିଳିଛି l ଆସନ୍ତା ଫେବୃଆରୀ ୩ରେ ଜନଅଭିଯୋଗ ତେବେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନ୍ୟୁନୀ -5 ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ…
ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ଓଡ଼ିଶାକୁ ଆସୁଛି
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ବର୍ଷର ସବୁଠାରୁ ପ୍ରତୀକ୍ଷିତ ସେଲିବ୍ରିଟି କ୍ରିକେଟ୍ ଇଭେଣ୍ଟ ପାଇଁ ପ୍ରସ୍ତୁତ ହୁଅନ୍ତୁ! ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ଫେବୃଆରୀ ୧୬, ୨୦୨୫ରେ ଓଡ଼ିଶାର କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।ଏହି ସେଲିବ୍ରିଟି କ୍ରିକେଟ୍ ଲିଗରେ…
ମହାପ୍ରଭୂଙ୍କ ଜମି ଦେଖଲ କାରୀଙ୍କୁ ଝଟକା ଜମିରେ ଲାଗିଲା ଶ୍ରୀ ମନ୍ଦିରର ପ୍ରଶାସନ ଫଳକ
ପୁରୀ (ସମୀର ରଞ୍ଜନ ନାୟକ): ଜମି ଜବରଦଖଲକାରୀଙ୍କୁ ଝଟକା ।ମହାପ୍ରଭୁଙ୍କ ଜମିରେ ଲାଗିଲା ଶ୍ରୀମନ୍ଦିର ପ୍ରଶାସନର ସୂଚନା ଫଳକ ।ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ନିଜସ୍ଵ ଭୂସମ୍ପତ୍ତି ବୋଲି ଫଳକ ଲଗାଇ ସ୍ପଷ୍ଟ କଲା ଶ୍ରୀମନ୍ଦିର ପ୍ରଶାସନ । ଅନଧିକାର ପ୍ରବେଶ…
ସୁବଳୟା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ…
ରଘୁନାଥ ହାଇସ୍କୁଲ ମୁର୍ଷୁଣ୍ଢୀ ର ବାର୍ଷିକ ଉତ୍ସବ ପାଳିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳିଆ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ…
