ସେବା ପାଇଁ ସମ୍ମାନିତ ଜନ କଲ୍ୟାଣ ସେବା ଟ୍ରଷ୍ଟ

ବରଗଡ଼ :ବରଗଡର ଅଗ୍ରଣୀ ଶିଷ୍ୟ ଅନୁଷ୍ଠାନ ଏସ ସି ଏ ଏକାଡୋମି ର ପ୍ରଥମ ବାର୍ଷିକ ଉତ୍ସବ ବରଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଅନୁଷ୍ଠାନ ସମାରୋହରେ ମହାମାରୀ କରୋନା ସମୟରେ ସେବା ତଥା କୁଷ୍ଠ ରୋଗୀ ମାନଙ୍କ…

ଦିଲ୍ଲୀ ରେ ବମ୍ପର ବିଜୟ ପରେ କେନ୍ଦୁଝର ବିଜେପି ପାଳିଲା ବିଜୟ ଉତ୍ସବ

କେନ୍ଦୁଝର (ସୀତାରାମ ଦୀକ୍ଷିତ): ବିଜେପିର ଦିଲ୍ଲୀ ରେ ଜବରଦସ୍ତ ବିଜୟ ପରେ କେନ୍ଦୁଝର ବିଜେପି ପକ୍ଷରୁ ଆଜି ସନ୍ଧ୍ୟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟ ଉତ୍ସବ ପାଳିତ ହୋଇଛି । ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ଏବଂ ପାଟଣା ବିଧାୟକ…

ଅଟୋ ଓଲଟି ଜଣେ ଗୁରୁତର ଜଣେ ଆହତ

ପାଟଣା(ଦଶରଥ ବାରିକ): ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାରୁ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି।ସୂଚନା ଅନୁସାରେ ଭାଲୁକିପତଳା ଗ୍ରାମର ଅର୍ଜ୍ଜୁନ ଚରଣ ନାଏକ ଓ ଦରିଆ ନାଏକ ଏକ ଅଟୋ ଯୋଗେ ଧାନନେଇ…

୨୦ ତମ ପାତାଳୀ ମହୋତ୍ସବର ଉଦଯାପନୀ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଠାରେ ଚାଲିଥିବା ୨୦ ତମ ପାତାଳୀ ମହୋତ୍ସବରେ ବିଜୟ ମେଣ୍ଡଲି ଓ କେଦାର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାତାଳୀ ସେନା, ଚାଷୀ ବଂନ୍ଧୁ ଏଗ୍ରିକଲଚର ପ୍ରଡୁଶର…

ପାତାଳି ଶ୍ରୀକ୍ଷେତ୍ର ଠାରେ ଚାଲିଥିବା ୨୦ତମ “ପାତାଳୀ ମହୋତ୍ସବ-୨୦୨୫” ଉଦଯାପିତ 

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ସାତ ଦିନ ଧରି ଚାଲିଥିବା…

ଚମ୍ପୁଆ ବନାଞ୍ଚଳ ପକ୍ଷରୁ ଜଙ୍ଗଲ ନିଆଁ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ କୁମାର ମହାନ୍ତ): ଚମ୍ପୁଆ ସ୍ଥିତ ଧରଣୀଧର ନଗର ଭବନ ଠାରେ ଚମ୍ପୁଆ ବନାଞ୍ଚଳ ପକ୍ଷରୁ ନିଆଁ ଦାଉରୁ କିପରି ଜଙ୍ଗଲକୁ ସୁରକ୍ଷା ଦିଆଯାଇ ପାରିବ ସେ ସମ୍ପର୍କରେ ଜଙ୍ଗଲ ନିଆଁ ନିୟନ୍ତ୍ରଣ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ଓଡ଼ିଆ ସିନେମାର କିମ୍ବଦନ୍ତୀ ଉତ୍ତମ ମହାନ୍ତି ଗୁରୁତର

ଭୁବନେଶ୍ୱର : ଓଲିଉଡ୍‌ର ଭେଟରାନ୍ ଅଭିନେତା ଉତ୍ତମ ମହାନ୍ତି ଗୁରୁତର ହୋଇଛନ୍ତି। ୩ ଦିନ ତଳୁ କିମ୍ସରେ ଆଡ଼ମିଶନ ହୋଇଛନ୍ତି। ଲିଭର ସିରୋସିସରେ ଆକ୍ରାନ୍ତ। ଲିଭର ଫେଲ୍ୟୁର ହୋଇଛି। ଗତକାଲିଠାରୁ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି। ଆଇସିୟୁରେ ତାଙ୍କ ଚିକିତ୍ସା ଜାରି ରହିଛି।…

ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁ ବଳିୟାରଭୁଜଙ୍କୁ ଦର୍ଶନ କଲେ ଭାରତୀୟ କ୍ରିକେଟର

କଟକ : ବାରବାଟୀରେ ଆସନ୍ତା ୯ ତାରିଖରେ ହେବ ଭାରତ-ଇଂଲଣ୍ଡ ଦିବାରାତ୍ର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ। ଚଳିତ ୩ ମ୍ୟାଚ ବିଶିଷ୍ଟ ସିରିଜର ଏହା ହେବ ଦ୍ୱିତୀୟ ମ୍ୟାଚ । ଏହାପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର କ୍ରିକେଟରମାନେ ଶ୍ରୀକ୍ଷେତ୍ର ଯାଇ…

ରାଜ୍ୟର ୧୮ ଲକ୍ଷ ମହିଳାଙ୍କୁ ଆସିବ ‘ସୁଭଦ୍ରା’ ଟଙ୍କା, ବଡ ଅପ୍‌ଡେଟ୍ ଦେଲେ ଉପ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର (ସମୀର ରଞ୍ଜନ ନାୟକ) : ଆସନ୍ତାକାଲି (୮ତାରିଖ) ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ। ଏଥିରେ ୧୮ ଲକ୍ଷରୁ ଊର୍ଦ୍ଧ୍ବ ମହିଳାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯିବ। ଯାଜପୁର ଜିଲ୍ଲା ବ୍ୟାସନଗରର ଚାନ୍ଦମା ପଡ଼ିଆ ଠାରେ…

ଆସନ୍ତା ୧୦ ତାରିଖରୁ ପୁଣି ଟ୍ବିନ୍ ସିଟିରେ କଡ଼ାକଡ଼ି ହେବ ଚେକିଂ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ଗାଡ଼ି ଗୁଡ଼ିକର ଚେକିଂ ହେବ । ବିକଟାଳ ହର୍ଣ୍ଣ, କଳା କାଚ ଆଦି ନଲଗାଇବାକୁ ତାଗିଦ କରାଯାଇଛି ସୂଚନା ଯୋଗ୍ୟ ଯେ l ଦୀର୍ଘ ଦିନର ବ୍ୟବଧାନ ପରେ ଦ୍ବୈତନଗରୀ ଯାନବାହନ ଯାଞ୍ଚ ହେବ। ଭୁବନେଶ୍ବର-କଟକ…

error: Content is protected !!