ବରଗଡ଼ (ମୁକୁନ୍ଦ ଦାସ) : ଆସନ୍ତା ଜାନୁଆରୀ ୩ ତାରିଖରୁ ବରଗଡ଼ ରେ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା। ଏହି ସମୟରେ ସହର ମଧ୍ୟ ଦେଇ ଦେଇ ଯାଇ ଥିବା ଜୀରା ନଦୀ ପୌରାଣିକ ଯମୁନା ନଦୀ ର…
Author: Shree khetra News
ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅମ୍ଵାଭୋନାର ବାର୍ଷିକ କ୍ରୀଡା ଉତ୍ସବ
ବରଗଡ (ମୁକୁନ୍ଦ ଦାସ) : ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅମ୍ଵାଭୋନାର ବାର୍ଷିକ କ୍ରୀଡା ଉତ୍ସବ ମହାଡମ୍ଵରେ ଉଦଯାପିତ ହୋଇଯାଇଛି। ଉକ୍ତ ସମାରୋହରେ ବରଗଡ଼ ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରହ୍ଲାଦ ସହାୟ ମୀନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆୟୋଜନକୁ ସାଫଲ୍ୟ…
ବ୍ଲକସ୍ତରୀୟ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକଦିବସୀୟ ଦିଗ୍ ଦର୍ଶନ ପାଠ୍ୟକ୍ରମ ଅନୁଷ୍ଠିତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ଶ୍ରୀଗୋପଳଜୀ ଆଞ୍ଚଳିକ ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଆଗାମୀ ହାଇସ୍କୁଲ ବାର୍ଷିକ ସlର୍ଟିପିକେଟ ପରୀକ୍ଷା ୨୦୨୫ ନିମନ୍ତେ ଦଶମ ଶ୍ରେଣୀ ରେ ପଢୁଥିବା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର…
ଡ. ଭିମରାଓ ଆମ୍ବେଦକରଙ୍କ ପ୍ରତି ମନ୍ତବ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ବର (ସମୀର ରଞ୍ଜନ ନାୟକ) : ଗତ ତା. ୧୭/୧୨/୨୦୨୪ ରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଡଃ ଭିମ ରାଓ ଆମ୍ବେଦକରଙ୍କ ପ୍ରତି ଅସମ୍ମାନଜନକ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସ ଏହାର ଦୃଢ଼ ନିନ୍ଦା କରିବା ସହିତ କ୍ଷୋଭ ପ୍ରକାଶ କରିଛି…
ଓଡିଶା ଗସ୍ତରେ ଆସିବେ କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ । ୨୮,୨୯, ୩୦ ତାରିଖ ମଧ୍ୟରେ ଓଡ଼ିଶା ଆସିବେ ଶାହ । ଭୁବନେଶ୍ୱରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ଶାହ ସମ୍ଭଲପୁର…
ଜଣେ ଲେଖାଏଁ ଶିକ୍ଷକ ଥିବା ୩ଟି ବିଦ୍ୟାଳୟରେ ନିଯୁକ୍ତି ପାଇଲେ ୩ ଶିକ୍ଷକ
ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):: ବୁଗୁଡା ବ୍ଲକର ମୋଟାବାଡି ପଞ୍ଚାୟତ ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମସ୍ଥ ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ପାଙ୍ଗିଡି ପଞ୍ଚାୟତ ଅନ୍ତର୍ଗତ କଞ୍ଚୁରୁ ପାଟଣା ଓ ବେଲପଡା ଆଦି ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଗୁଡିକ ଦୀର୍ଘକାଳ ହେଲା ଜଣେ ଲେଖାଏଁ…
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଆନନ୍ଦ ବଜାରରେ ଲାଗୁ ହେବ ନୂଆ ଡ୍ରେସ୍କୋଡ୍
ପୁରୀ (ସମୀର ରଞ୍ଜନ ନାୟକ) :ଆନନ୍ଦବଜାରରେ ଲାଗୁ ହେବ ନୂଆ ଡ୍ରେସ୍କୋଡ୍ । ଏଣିକି ମହାପ୍ରସାଦ ବିକ୍ରି କରୁଥିବା ସୁପକାରଙ୍କ ସହାୟକମାନେ ପିନ୍ଧିବେ ଗେରୁଆ ରଙ୍ଗର ପୋଷାକ । ଶ୍ରୀମନ୍ଦିର ପ୍ରଶାସନର ସ୍ୱୀକୃତି ମିଳିବା ପରେ ସୁଆ ମହାସୁଆର ନିଯୋଗ ଆନନ୍ଦଜାର…
ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ
କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଚମ୍ପୁଆ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳିତ।ରାଜ୍ୟର ଶିକ୍ଷା ପରିବେଶକୁ ସୁଦୃଢ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି, ଜୁନ୍ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୈତରଣୀ ବୃହତ ଜଳ ସେଚନ ପ୍ରକଳ୍ପ,…
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସହ ଓଡିଶା ରାଜସ୍ଵ ଅମଲା ସଂଘର ସୌଜନ୍ୟମୂଳକ ସାକ୍ଷାତ l
କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଙ୍କ କେନ୍ଦୁଝର ସରକାରୀ ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଓଡିଶା ରାଜସ୍ୱ ଅମଲା ସଂଘର ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ…
ଶିମିଳିପାଳକୁ ଜଗିବେ ସଶସ୍ତ୍ର ପୋଲିସ : ଗଠନ ହେବ ୧୩୧ ଜଣିଆ ପୋଲିସ ରିଜର୍ଭ କମ୍ପାନୀ
ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ଼) : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଜଗିବେ ଗୋଟିଏ କମ୍ପାନୀ ସଶସ୍ତ୍ର ପୁଲିସ ବଳ। ତିଆରି ହେବ ୧୩୧ ଜଣିଆ ଏକ ସମର୍ପିତ ସଶସ୍ତ୍ର ବା ଡେଡିକେଟେଡ ଆର୍ମଡ ପୁଲିସ ରିଜର୍ଭ କମ୍ପାନୀ । ଏଥିପାଇଁ ଆକାଉଣ୍ଟ…
