ନବଦାସ ହତ୍ୟାକାଣ୍ଡ ମାମଲାରେ ନୂଆ ଟ୍ଵିଷ୍ଟ,କାହିଁକି ପୋଡିଦେଲା ରକ୍ତଭିଜା ସାର୍ଟ ଉଠିଲା ପ୍ରଶ୍ନ?

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ବର୍ତ୍ତମାନ ଓଡିଶା ରାଜନୀତିରେ ପୁଣି ଥରେ ନବ ଦାସ ହତ୍ୟାକାଣ୍ଡର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏହି ହତ୍ୟାକାଣ୍ଡରେ ଗୋପାଳ ଦାସ ନୁହଁ ଅନ୍ୟ ବଡ ବଡ ମୁଣ୍ଡ ରହିଛି ବୋଲି କହି ଆସୁଛି। ବିଜେଡି ସରକାର…

ଅଭିଭାବକଙ୍କ ଏକ ଦିବସୀୟ ତାଲିମ ଶିବିର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ସରକାରୀ ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୁଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିଭାବକଙ୍କ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ତାଲିମ ଶିବିରରେ ମୁଖ୍ଯ ଅତିଥି ଭାବେ ବିଇଓ…

ଧନୁଯାତ୍ରାରୁ ନିଖୋଜ ଯୁବତୀ ଜଙ୍ଗଲରୁ ଉଦ୍ଧାର ଘଟଣା: ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବରଗଡ଼ (ମୁକୁନ୍ଦ ଦାସ) : ଧନୁଯାତ୍ରା ଦେଖିବାକୁ ଆସି ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ମାମଲା ସାରାରାଜ୍ୟରେ ହଇଚଇ ସୃଷ୍ଟି କରିଛି। ପୀଡ଼ିତା ଏବେ ମଧ୍ୟ ଭୀମସାର୍‌, ବୁର୍ଲାରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାରେ ସୋମବାର…

ବୀରସୁରେନ୍ଦ୍ର ସାଏ ସ୍ମାରକୀ ପୀଠରେ ଯୁବ ସମ୍ମେଳନ*

ବରଗଡ (ମୁକୁନ୍ଦ ଦାସ): ଅମ୍ବାଭୋନା ବ୍ଲକ ଅନ୍ତର୍ଗତ କର୍ଲା ଗ୍ରାମ ନିକଟବର୍ତ୍ତୀ ବୀର ସୁରେନ୍ଦ୍ର ସାଏ ସ୍ମାରକୀ ପୀଠରେ ଜାତୀୟ ଯୁବ ସପ୍ତାହ ପାଳନ ଅବସରରେ ଯୁବ ସମ୍ମେଳନ ଅନୁଷ୍ଠିତ ହୋଇଯାଇଛି।ଅତାବିରା ଓ ବେଲପାହାଡ ବିବେକାନନ୍ଦ ଯୁବ ମହାମଣ୍ଡଳ ଆନୁକୂଲ୍ୟରେ ଆୟୋଜିତ…

ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଓଡ଼ିଶା ପ୍ରଶାସନିକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ଠାରେ ଆଜି ଓଡ଼ିଶା ପ୍ରଶାସନିକ ଅଧିକାରୀଶିକ୍ଷାନବିଶ(ପ୍ରୋବେସନର)ଙ୍କ ପାଇଁ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ‘ଉଦଯାପନ ସମାରୋହ’ ଅନୁଷ୍ଠିତ ହୋଇଯାଇଛି | ଗତ କିଛି ମାସ ଧରି ଏକାଡେମୀରେ ୧୧୨ ଜଣ ଓଏଏସ ଅଫିସର…

ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା,ଏକ ଘଣ୍ଟା ଧରି ଚିଲିକା ମଝିରେ ଫସି ରହିଛି ଡଙ୍ଗା

ଭୁବନେଶ୍ୱର(ସମୀର ରଞ୍ଜନ ନାୟକ :ଚିଲିକା ମଝିରେ ଆଜି ଏକ ଯାତ୍ରୀବାହୀ ଡଙ୍ଗାଟି ଫଶି ରହିଥିବା ଘଟଣା ସାମ୍ନାକୁ ଆସିଛି । ଡଙ୍ଗାଟିରେ ୫୦ ଜଣ ଯାତ୍ରୀ ଥିଲେ । ଯାନ୍ତ୍ରୀକ ତୃଟି କାରଣରୁ ଡଙ୍ଗାଟି ବହୁ ସମୟ ଧରି ଅଟକି ରହିଥିଲା…

ଖଣ୍ଡଗିରି ମାଘ ମେଳା ପାଇଁ ବିଏମ୍ ସି ର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ) : ମେଳାରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ସାଙ୍ଗକୁ 7ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଓ ସାଇନ୍ ଟିମ୍ ,ଏଥିରେ ଅଛନ୍ତି ଅବସର ପ୍ରାପ୍ତ ସେନା କର୍ମଚାରୀ •ଲାଗିବ ଅଧିକ ସିସିଟିଭି…

ଓଡ଼ିଶା ଡ୍ରାଇଭର ମହାସଂଘ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ।

ରାୟଗଡ଼ (ଗୋପୀନାଥ ଗୌଡ଼): ଓଡ଼ିଶା ଡ୍ରାଇଭର ମହସଂଘର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ ସାଙ୍କେସ ମନ୍ଦିର ତଳଗୁମ୍ମା ଠାରେ ଶହ ଶହ ସଂଖ୍ୟାରେ ଏକତ୍ରିତ ହୋଇଥିଲେ ଡ୍ରାଇଭର। ଦିନକ ପାଇଁ ନିଜର ବୃତ୍ତି ଡ୍ରାଇଭର କାର୍ଯ୍ୟକୁ ବିରାମ ଦେଇ…

ସିଂଘିଯୁବା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସ୍ଥାନୀୟ ଆଂଚଳିକ ଉଚ୍ଚ ବିଦ୍ୟାଳୟ, ସିଂଘିଯୁବା ପ୍ରାଙ୍ଗଣରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପୂର୍ବତନ ପ୍ପ୍ରଧାନଶିକ୍ଷକ ପ୍ରମୋଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ…

ଆଗାମୀ ୧୫ତମ ମତଦାନ ଦିବସର ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜାନୁୟାରୀ ୨୫ରେ ଆୟୋଜିତ ହେବ ଜିଲ୍ଲାସ୍ତରୀୟ ୧୫ତମ ମତଦାନ ଦିବସ। ଦିବସର ବିଭିନ୍ନ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ବ୍ୟବସ୍ଥିତ ପାଳନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ପ୍ରସ୍ତୁତି…

error: Content is protected !!
Powered by Joinchat