ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି

ପୁରୀ (ସମୀର ରଞ୍ଜନ ନାୟକ) : ରାଜ୍ୟ ସରକାରଙ୍କ ତାଗିଦ୍‌ ସତ୍ତ୍ୱେ ସୁଧୁରୁନାହାନ୍ତି ଶ୍ରୀମନ୍ଦିର ସେବାୟତ। ଆଜି ପୁଣି ଲାଗିଛନ୍ତି ପିଟାପିଟି। ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ପିଟାପିଟି ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର…

ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ରକ୍ତଦାନ ଶିବିର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାରୱାଡି ଯୁବା ମଞ୍ଚ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଅଲ ଓଡିଶା ମାରୱାଡି ଯୁବା ମଞ୍ଚର ଆହ୍ବାନ କ୍ରମେ ୧୫ ଡିସେମ୍ବରରୁ ୨୨ ଡିସେମ୍ବର…

ଲରମ୍ଭା ଉଚ୍ଚ ବିଦ୍ୟାଳୟ ,୧୯୯୦ ମାଟ୍ରିକ ବ୍ୟାଚ ବନ୍ଧୁମିଳନ

ବରଗଡ (ମୁକୁନ୍ଦ ଦାସ) : ଲରମ୍ଭା ଉଚ୍ଚ ବିଦ୍ୟାଳୟ ଲରମ୍ଭା,୧୯୯୦ ମାଟ୍ରିକ ବ୍ୟାଚ ବନ୍ଧୁମିଳନ, ତାରିଖ ୧୫/୧୨/୨୦୨୪ ରବିବାର ଲରମ୍ଭାଉଚ୍ଚ ବିଦ୍ୟାଳୟ ଲରମ୍ଭା ୧୯୯୦ ମସିହା ଛାତ୍ରୀ /ଛାତ୍ର ମାନଙ୍କ ବନ୍ଧୁମିଳନ ଉତ୍ସବ ମହାସମାରୋହରେ ହୋଇଯାଇଛି l ବନ୍ଧୁମିଳନ ଉତ୍ସବରେ ସେସମୟର…

ନବନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦକ୍ଷତା ବୃଦ୍ଧି ସଂକଳ୍ପ ପ୍ରଶିକ୍ଷଣ କର୍ମଶାଳା ଆୟୋଜିତ

ବରଗଡ଼(ମୁକୁନ୍ଦ ଦାସ) : ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ହାଇସ୍କୁଲ ବରଗଡ଼ରେ ନବ ନିଯୁକ୍ତ ମାଧ୍ୟମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିକ୍ଷଣ ଦକ୍ଷତା, କୌଶଳ ସମ୍ବନ୍ଧୀୟ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ପଞ୍ଚଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ “ସଂକଳ୍ପ “ଉଦଯାପିତ ହୋଇଯାଇଛି।ଉଦଯାପନୀ…

ରତ୍ନଭଣ୍ଡାର ମରାମତି ସରିବା ପରେ ହେବ ରତ୍ନର ଗଣତି ମଣତି : ଆଇନ ମନ୍ତ୍ରୀ

ଭୁବନେଶ୍ୱର/ପୁରୀ(ସମୀର ରଞ୍ଜନ ନାୟକ ): ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ କହିଛନ୍ତି, ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ । ମରାମତି ସରିବା ପରେ ହେବ…

ପରକୀୟା ପ୍ରୀତିର ପ୍ରତିଶୋଧ, ପତ୍ନୀର ପ୍ରେମିକକୁ ରାସ୍ତାରୁ ହଟାଇ ଦେଲା ସ୍ବାମୀ

କରଞ୍ଜିଆ ( ଜିତେନ୍ଦ୍ର ରାଜ) : ସ୍ୱାମୀ ସହିପାରିଲେନି ପତ୍ନୀର ପରକୀୟା ପ୍ରୀତି । ପ୍ରତିଶୋଧ ନିଆଁରେ ଜଳି ଶେଷରେ ସନ୍ଦେହରେ ଯୁବକଙ୍କୁ ରାସ୍ତାରୁ ହଟାଇ ଦେଲେ ସ୍ବାମୀ । ଗତ ସୋମବାର ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଧୋବାଧୋବଣୀ ଗାଁରୁ…

୨୧ ତମ ସବ-ଜୁନିୟର ବାଳକ ବାଳିକା ହ୍ୟାଣ୍ଡବଲ ଚମ୍ପିଆନସିପ ଅନୁଷ୍ଠିତ ହେବ।

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଚଳିତ ବର୍ଷ କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମ ରେ ୧୭ ଓ ୧୮ ତାରିଖରେ ରେ ଅନୁଷ୍ଠିତ ହେବେ ୨୧ ତମ ସବ – ଜୁନିୟର ବାଳକ ବାଳିକା ଚମ୍ପିଆନସିପ । ଏହି ଖେଳରେ ୧୫ଟି ଜିଲ୍ଲାର…

ଔଷଧ ଦୋକାନୀ ଇଞ୍ଜେକ୍ସନ ଦେଇ ମଣିଷ ମାରିଲା,ପୋଲିସ ମାମଲା ରୁଜ୍ଜୁ କଲା।

କେନ୍ଦୁଝର (ଦଶରଥ ବାରିକ) : ଔଷଧ ଦୋକାନୀ କାହା ଲାଇସେନ୍ସ ନେଇ ଦୋକାନ ଖୋଲିଥିବ ହେଲେ ନିଜେ ଡାକ୍ତର ହୋଇ ଜଣେ ଛାତ୍ରର ଜୀବନ ନେଇଥିଲା। ଉଲ୍ଲେଖଯୋଗ୍ୟ କି ସାହାରପଡ଼ା ବଜାରରେ ଥିବା ସର୍ବେଶ୍ଵର ଔଷଧ ଦୋକାନ ମାଲିକ ଚର୍ମ ରୋଗ…

ଖସୁଛି ପାରଦ, ଶୀତରେ ଥରିବ ସାରା ଓଡିଶା ! ୨ ଦିନ ଯାଏଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ) :ଖସୁଛି ପାରଦ ବଢୁଛି ଶୀତର ପ୍ରକୋପ । ଥରୁଛି ସାରା ଓଡିଶା । ରାଜ୍ୟରେ ୪୮ ଘଣ୍ଟା ଯାଏ ଶୀତ ଲହରୀ ବା କୋଲ୍ଡ ୱେଭ୍ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆଗାମୀ ୨…

ହାଇ ପରଫରମାନ୍ସ କେନ୍ଦ୍ରରେ ହକି ମ୍ୟାଚ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ) : ପୁରୀ ଜିଲ୍ଲା ସ୍କୁଲ ଠାରେ ହକିର ହାଇଫରମାନ୍ସ ସେଣ୍ଟର ଟାଟା ଓଡିଶା ନାଭାଲ ଟାଟା ହକି ପକ୍ଷରୁ ଖୋଲା ଯାଇଛି।ଗତକାଲି ଆଭାସୀ ମାଧ୍ୟମରେ ଏହି ସେଣ୍ଟର ର ଉଦଘାଟନ ହୋଇଥିଲା।ତୃଣମୂଳ ସ୍ତରରୁ ଦକ୍ଷତା ସମ୍ପର୍ଣ୍ଣ…

error: Content is protected !!
Powered by Joinchat