କେନ୍ଦୁଝର (ସୀତାରାମ ଦୀକ୍ଷିତ) ଆନନ୍ଦପୁର ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଆସନ୍ତା ମାର୍ଚ୍ଚ ୯ ତାରିଖ (ରବିବାର) ଦିନ ୧୦ ଘଟିକା ସମୟରେ ମହାସମାରୋହରେ ଅନୁଷ୍ଠିତ ହେବ। ଏହି ଉତ୍ସବ ରେ ଓଡିଶା ର ଲୋକପ୍ରିୟ ଯଶସ୍ୱୀ ମୁଖ୍ୟମନ୍ତ୍ରୀ ଶ୍ରୀମାନ ମୋହନ…
Author: Shree khetra News
ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ବୁଦ୍ଧିଜିବୀ।
ରାୟଗଡ଼ (ଗୋପୀନାଥ ଗୌଡ଼): ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକଙ୍କୁ ଆକ୍ରମଣ ଘଟଣା ତୀବ୍ର ନିନ୍ଦା କରିଛନ୍ତି ବୁଦ୍ଧିଜିବି। ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଡ଼ଃ ଦୟାନିଧି ରାଉତଙ୍କୁ ମଙ୍ଗଳବାର ଦିନ ସନ୍ଧ୍ୟାରେ ଦୁଇଜଣ ଅଜଣା ଦୃବୁର୍ତ୍ତ ମାଡ଼ ମାରିଥିବା ନେଇ ରାୟଗଡ଼…
ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ସୁଭଦ୍ରା ସଚେତନତା ଶୋଭାଯାତ୍ରା
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ସପ୍ତାହ ପାଳନ ଅବସରରେ ଆଜି ପଞ୍ଚମ ଦିବସରେ ପୌର ପରିଷଦ ସ୍ତରୀୟ ମହିଳା ଦିବସ ପାଳନ ହୋଇଯାଇଛି l ଏହି…
ବୁଥ ସ୍ତରୀୟ ନୂତନ କର୍ମକର୍ତ୍ତା ଚୟନ ଓ ସାଙ୍ଗଠନିକ ବୈଠକ
ଗଞ୍ଜାମ/ବୁଗୁଡ଼ା(ସୋରେନ କୁମାର ପ୍ରଧାନ):ବୁଗୁଡ଼ା ସଙ୍ଗମ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ୦୫ ତାରିଖ ଦିନ ବୁଥ୍ ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଙ୍କୁ ମୁଖ୍ୟ ଅତିଥି ଭାବେ…
ଦୋଳ ଉତ୍ସବ ନୀତି ନିର୍ଘଣ୍ଟ ପାଇଁ ଆଜି ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ
ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ଆସନ୍ତା ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମେଣ୍ଢା ପୋଡି ଓ ଦୋଳ ଉତ୍ସବ ନୀତି ନିର୍ଘଣ୍ଟ ନେଇ ହେବ ଆଲୋଚନା…
ବିନା ପଞ୍ଜିକରଣରେ ଚାଲୁଥିବା ମୋଟରଯାନ ସୋରୁମ ଗୁଡିକୁ ଫାଇନ
ପୁରୀ (ଜିତେନ୍ଦ୍ର କୁମାର ସାବୁତ) :ଆଞ୍ଚଳିକ ପରିବହନ ବିଭାଗ ତରଫରୁ ତଥା ଆରଟିଓ ଏବଂ ତାଙ୍କ ଟିମଙ୍କ ଦ୍ଵାରା ଏକ ଅଚାନକ ଚଢାଉ କରାଯାଇଛି। ବିନା ପଞ୍ଜିକରଣରେ ଚାଲୁଥିବା ମୋଟର ଯାନ ସୋରୁମ ଗୁଡିକୁ ଫାଇନ କରାଯାଇଛି। ଏଥିରେ ୧୦ ଗୋଟି…
ଶଙ୍କରପୁର ଗ୍ରାମର ଭକ୍ତ ଚରଣ ଜେନାଙ୍କ ହତ୍ୟାର ଦୁଇ ହତ୍ୟାକାରୀଙ୍କୁ ଆଜୀବନ ସଜ୍ଜା
ଜଗତସିଂହପୁର/ବିରିଡ଼ି (ଦୀପକ୍ କୁମାର ଭୋଇ) : ଏକ ହତ୍ୟା ମାମଲାର ବିଚାର କରି ଜଗତସିଂହପୁର ଜିଲ୍ଲା ଦୌରାଜଜ ଶ୍ରୀନିବାସ ପ୍ରତିହାରୀ ବିରିଡ଼ି ବ୍ଲକ ଶଙ୍କରପୁର ଗ୍ରାମର ସୁନୀଲ କୁମାର ସ୍ୱାଇଁ ଓରଫ (ମିଟୁ ) ଓ ନୃସିଂହ ଚରଣ ବେହେରା ଓରଫ…
ବିଜୁ ବାବୁଙ୍କ ୧୦୯ତମ ଜନ୍ମ ଦିବସ ପାଳନ କରିଲେ ବିଜୁ ଜନତା ଦଳ।
ରାୟଗଡ଼ (ଗୋପୀନାଥ ଗୌଡ଼): ରାୟଗଡ଼ ନୁଆ ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ବିଜୁ ବାବୁଙ୍କ ଓଡ଼ିଶା ବାସୀଙ୍କ ପ୍ରତି ଥିବା ଅବଦାନର ସ୍ମୃତିଚାରଣ କରିଛନ୍ତି ରାୟଗଡ଼ ବିଜୁ ଜନତା ଦଳ। ଆଜି…
ଆଜି ବନକଲାଗି ନୀତି ଉପଲକ୍ଷେ ଶ୍ରୀ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ଆଜି ଫାଲଗୁନ କୃଷ୍ଣ ଷଷ୍ଠୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ବନକଲାଗି ନୀତି ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ନୀତି ଶେଷ ହେବାପରେ ଏହି ଗୁପ୍ତନୀତି ଅନୁଷ୍ଠିତ ହେବ।…
ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ନିଯୁକ୍ତି ମେଳା ୭ ତାରିଖରେ ଅନୁଷ୍ଠିତ ହେବ।
ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ଚଳିତ ମାସ ୭ ତାରିଖରେ ତାଳବଣିଆ ଆଇଟିଆଇ ଖେଳ ପଡିଆ ଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠିତ ହେବ…
