ଭୁବନେଶ୍ୱର : ଡି.ଆର୍.ଡି.ଓ. ସଫଳତାର ସହ ସ୍ୱଦେଶୀ ବାଲାସ୍ଟିକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ଓଡ଼ିଶାର ବାଲେଶ୍ୱରର ଚାନ୍ଦିପୁରସ୍ଥିତ ଏକ ପରୀକ୍ଷଣ ସ୍ଥଳରୁ ପୃଥ୍ୱୀ-2 କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା ଏବଂ ଅବଦୁଲ କଲାମ ଦ୍ୱୀପରୁ ନିକ୍ଷେପ କରାଯାଇଥିବା ଏକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ର…
Author: Shree khetra News
ହାର୍ଦ୍ଦିକଙ୍କ ଅଧିନାୟକତ୍ୱକୁ ଏକ,ଦୁଇ ନୁହେଁ ସମସ୍ତ ସାଥି ଖେଳାଳି ବିରୋଧ କରିଥିଲେ
ମୁମ୍ବାଇ :ଟି-20 ବିଶ୍ୱକପ୍ ପରଠାରୁ, ଯେତେବେଳେ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟି-20 କ୍ରିକେଟରୁ ଅବସର ଘୋଷଣା କରିଥିଲେ। ଦଳର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅଧିନାୟକ ହେବାର ଦୌଡ଼ରେ ଆଗରେ ଥିଲା। ଶ୍ରୀଲଙ୍କା ଗସ୍ତ ପାଇଁ ହାର୍ଦ୍ଦିକ…
‘ସମ୍ବିଧାନ ହତ୍ୟା ଦିବସ’ କେତେ ସାମ୍ବିଧାନିକ, କେନ୍ଦ୍ର ସରକାରକୁ ନୋଟିସ ଜାରି କଲେ କୋର୍ଟ
ଆହ୍ଲାବାଦ:ଜୁନ୍ ୨୫ କୁ ‘ସମ୍ବିଧାନ ହତ୍ୟା ଦିବସ’ ଭାବରେ ଘୋଷଣା କରିଥିବା ଜୁଲାଇ ୧୩ ବିଜ୍ଞପ୍ତିକୁ ଚ୍ୟାଲେଞ କରି ଏକ ଜନସ୍ୱାର୍ଥ ମାମଲା ଉପରେ ଆହ୍ଲାବାଦ ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଠାରୁ ପ୍ରତିକ୍ରିୟା ମାଗିଛନ୍ତି। ୨୫ ଜୁନ୍ ୧୯୭୫ ରେ ତତ୍କାଳୀନ…
NEET ପ୍ରଶ୍ନପତ୍ର ପ୍ରଘଟ ଉପରେ ସୁପ୍ରିମକୋର୍ଟଙ୍କ ରାୟ , ପୁନଃ ପରୀକ୍ଷାକୁ ନା
ନୂଆଦିଲ୍ଲୀ :ଏନ୍.ଇ.ଇ.ଟି. ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି। ସିଜେଆଇଙ୍କ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ ପୁନର୍ବାର ପରୀକ୍ଷା ହେବ ନାହିଁ। ସୁପ୍ରିମକୋର୍ଟ କହିଛନ୍ତି ଯେ ପରୀକ୍ଷାର ପବିତ୍ରତା ଉଲ୍ଲଙ୍ଘନ ହୋଇଛି ବୋଲି ଦର୍ଶାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ନାହିଁ। ପ୍ରଧାନ ବିଚାରପତିଙ୍କ…
ମୋଦୀ @ 3.0 ର ପ୍ରଥମ ବଜେଟରେ ଟିକସଦାତାଙ୍କୁ ବଡ ଉପହାର
Union Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମୋଦୀ 3-ର ପ୍ରଥମ ବଜେଟରେ ଟିକସଦାତାମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ନୂଆ ଟିକସ ବ୍ଯବସ୍ଥାରେ ଆୟକର ସ୍ଲାବରେ ପରିବର୍ତ୍ତନ କରିଛନ୍ତି । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୫୦,୦୦୦ ଟଙ୍କାରୁ ୭୫,୦୦୦ ଟଙ୍କାକୁ ବୃଦ୍ଧି…
ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ସାହୁ ଭାଙ୍ଗିଲେ ବାଚସ୍ପତି ସୁରମା ପାଢୀଙ୍କ ମାଇକ
ଭୁବନେଶ୍ୱର :ରାଜଭବନ ପରିସରରେ ଜୁଲାଇ ୭ ତାରିଖରେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ମାଡ ମାରିଥିଲେ ରାଜ୍ୟପାଳଙ୍କ ପୁଅ ଓ ତାଙ୍କ ସହଯୋଗୀ । ଜଣେ କାର୍ଯ୍ୟରତ ସରକାରୀ ଅଧିକାରୀଙ୍କୁ ମାଡ ମାରିବାର ଅଭିଯୋଗ ହୋଇଛି କିନ୍ତୁ କାର୍ଯ୍ୟାନୁଷ୍ଠାନ କିଛି ହୋଇନି ଏ…
ବଜେଟ ୨୦୨୪: ଅର୍ଥମନ୍ତ୍ରୀ ମାଗଣା ସୌର ବିଜୁଳି ଯୋଗାଇବାର ଘୋଷଣା କଲେ
Union Budget 2024:ଚଳିତ ବର୍ଷର ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ମଧ୍ଯବିତ୍ତ ବର୍ଗଙ୍କୁ ଧ୍ୟାନରେ ରଖି ଅନେକ ଘୋଷଣା କରିଛନ୍ତି। ଏହି ସମୟରେ ସେ ଏକ କୋଟି ଘର ପାଇଁ ପ୍ରଧାନମନ୍ତ୍ରୀ ସୂର୍ଯ୍ଯଘର ମାଗଣା ବିଦ୍ୟୁତ ଯୋଜନାର ଘୋଷଣା କଲେ। ଏହି…
ସୁପ୍ରିମକୋର୍ଟରୁ ଝଟକା ପରେ ଯୋଗୀ ଆଦିତ୍ୟନାଥ ୨୦୨୦ମସିହା ଫର୍ମୁଲା ପ୍ରୟୋଗ କରିବେ କି?
ନୂଆଦିଲ୍ଲୀ :ଯୋଗୀ ସରକାରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଜୁଲାଇ 22 ରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାରଙ୍କ ଦ୍ୱାରା ପାରିତ ନିର୍ଦ୍ଦେଶ ଉପରେ ମଧ୍ଯବର୍ତ୍ତୀକାଳୀନ ସ୍ଥଗିତାଦେଶ ଦେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ ବୋଲବମର ଯାତ୍ରା ମାର୍ଗରେ ଥିବା…
ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ମୋଦୀ ସରକାର ଦ୍ୱାରା ଅଗ୍ରାହ୍ୟ,ନୀତିଶଙ୍କ ଇସ୍ତଫା ଦାବି
ନୂଆଦିଲ୍ଲୀ :ବିହାରରେ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନେଇ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି। ବିରୋଧୀ ଦଳମାନେ ମୁଖ୍ଯମନ୍ତ୍ରୀ ନିତୀଶ କୁମାରଙ୍କ ଇସ୍ତଫା ଦାବି କରୁଛନ୍ତି। ଲୋକସଭାରେ କେନ୍ଦ୍ର ସରକାରଙ୍କ ତରଫରୁ ଉତ୍ତର ଦେଇ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ…
ହିଂସାଗ୍ରସ୍ତ ବାଂଲାଦେଶୀଙ୍କୁ ଶରଣ ଦେବେ ପଶ୍ଚିମବଙ୍ଗ ସରକାର
କୋଲକାତା:ଗତ କିଛିଦିନ ଧରି ବାଂଲାଦେଶରେ ଚାଲିଥିବା ହିଂସାରେ ଅନେକ ଭାରତୀୟ ପ୍ରଭାବିତ ହୋଇଛନ୍ତି। ଅନେକ ଭାରତୀୟ ଛାତ୍ର ଏବଂ ସେଠାରେ କାର୍ଯ୍ଯ କରୁଥିବା ଲୋକମାନେ ହିଂସା ପ୍ରଭାବିତ ବାଂଲାଦେଶରେ ଫସି ରହିଛନ୍ତି। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଏକ…
