ଶ୍ରୀ ଜଗନ୍ନାଥ ମହୋତ୍ସବ ର ଷଷ୍ଠ ସନ୍ଧ୍ୟା : ସହର ଉତ୍ସବ ମୁଖର

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁରର ସ୍ୱର୍ଣ୍ଣ ପ୍ରୟାଗ ରାମେଶ୍ୱର ଠାରେ ଚାଲିଥିବା ଜଗନ୍ନାଥ ମହୋତ୍ସବର ଷଷ୍ଠ ଦିନର ଅନ୍ତିମ ସନ୍ଧ୍ୟାରେ ମହୋତ୍ସବ କ୍ଷେତ୍ର ଜନ ସମୁଦ୍ର ପାଲଟିଛି l ବାବା ଆର୍ତ୍ତତ୍ରାଣ ଙ୍କ ସ୍ପର୍ଶ ଚିକିତ୍ସା କାର୍ଯ୍ୟକ୍ରମରେ ହଜାର…

ବରଡିପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅନ୍ତର୍ଗତ ବରଡିପଲ୍ଲୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଏବଂ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ମାର୍ଚ୍ଚ ୨୪ ତାରିଖ ଦିନ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ…

ଅଭାବି ପରିବାର କୁ ସହଯୋଗ ର ହାତ ବଢାଇଲେ ସମାଜ ସେବୀ ଶ୍ରୀମନ୍ତ ତ୍ରିପାଠୀ !

କେନ୍ଦୁଝର/ଚମ୍ପୁଆ (ପ୍ରଦୀପ ମହାନ୍ତ):ଚମ୍ପୁଆ ବ୍ଲକ ସରେଇ ପଞ୍ଚାୟତ ଅନ୍ତର୍ଗତ ସରେଇ ଗ୍ରାମରେ ଏହି ନିକଟରେ ଏକ ବହୁ ଦୁଃଖଦାରୁଣୀୟ ଘଟଣା ସମସ୍ତ ଅଞ୍ଚଳ ବାସୀଙ୍କୁ ଦୁଃଖ ମୟ କରିଛି l ଗ୍ରାମର ଏକ ପରିବାର ମୁଖ୍ୟ ସ୍ୱର୍ଗତ ସଂଜିତ ନାଏକ କିଡ୍ନୀ…

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ ):: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ । ପାଣି ନେଲା ବେଳେ ପଡିଗଲେ ଆପଟ ସେବକ, ପଡିଯିବା ପରେ ଭିତରକାଠରେ ରକ୍ତ ଛିଟା ପଡ଼ିଥିବାରୁ ହୋଇଛି ମହାସ୍ନାନ । ଯାହାଫଳରେ କିଛି ସମୟ ପାଇଁ ସର୍ବସାଧାରଣ…

ତରଭା ବ୍ଲକରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ ମହୋତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ସୁବର୍ଣ୍ଣପୁର ପକ୍ଷରୁ ତରଭା ବ୍ଳକ୍ ର ବଘିଆ ଗ୍ରାମ ପଞ୍ଚାୟତ ର ସରଧା ପାଲି ଓ ଚାରଭଟା ପଞ୍ଚାୟତ ର କୁଲଥିଆ ପଦର ଗ୍ରାମ ରେ ଜଳ…

ବୁଗୁଡ଼ା ବନାଞ୍ଚଳ ପକ୍ଷରୁ ବିଶ୍ଵ ବନ ଦିବସ ପାଳନ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ):ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ କାର୍ଯ୍ୟାଳୟ ପକ୍ଷରୁ ମାର୍ଚ୍ଚ ୨୧ ତାରିଖ ଦିନ ବିଶ୍ବ ବନ ଦିବସ ପାଳନ ହୋଇଯାଇଛି। ବିଶ୍ବ ବନ ଦିବସ ଉପଲକ୍ଷେ ବୁଗୁଡା ବନାଞ୍ଚଳ ପରିସରରେ ଏକ…

ପୁରୀରେ ବିପୁଳ ପରିମାଣର ବାଣ ଜବତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) : ନବକଳେବର ରୋଡ ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ପୁରୀ ପୋଲିସ। ବିପୁଳ ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି! ଅବସରପ୍ରାପ୍ତ ପୋଲିସ ଡିଏସପି ଚକ୍ରଧର ମହାପାତ୍ରଙ୍କ ପୁଅ ସନ୍ତୋଷ…

ପାପୁଡିଆ ମଠ ଠାରେ ରାଷ୍ଟ୍ର ସେବା ଟ୍ରଷ୍ଟ ସେବା ସମର୍ପଣ ଦ୍ୱାରା ପଖାଳ ଦିବସ ଆୟୋଜିତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ବିଶ୍ଵ ପଖାଳ ଦିବସ ଅବସରରେ ପାପୁଡିଆ ମଠ ଠାରେ ରାଷ୍ଟ୍ର ସେବା ଟ୍ରଷ୍ଟ ସେବା ସମର୍ପଣ ଦ୍ୱାରା ଆୟୋଜିତ ପଖାଳ ଦିବସ ରେ ସାଧୁ ସନ୍ଥ ମାନେ ମିଶି ପଖାଳ ଦିବସ ପାଳନ କଲେ |ପୁରୀ…

ଲକ୍ଷ୍ମୀ ବସ୍ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ଅଭିଯୋଗ, ୨ ଗିରଫ

ଗଞ୍ଜାମ/ବୁଗୁଡା(ସୋରେନ କୁମାର ପ୍ରଧାନ): ବୁଗୁଡ଼ାରୁ ଭାୟା ଅନ୍ତରପଡା ଦେଇ ଅରଖପୁର ଗାଁକୁ ଯାଉଥିବା ସରକାରୀ ଲକ୍ଷ୍ମୀ ବସର କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ ମାରିବା ଅଭିଯୋଗରେ ଗିରଫ ୨ ଜଣ କୋର୍ଟ ଚାଲାଣ ହୋଇଥିବା ଜଣାଯାଇଛି। ଗିରଫ ୨ ଜଣ ହେଲେ ମହୁଲପଲ୍ଲୀ…

ବରିଷ୍ଠ ନାଗରିକଙ୍କ ପରଲୋକ

କେନ୍ଦୁଝର/ପାଟଣା(ଦଶରଥ ବାରିକ୍) ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ୱାମ ଶାସନର ନିତ୍ୟାନନ୍ଦ ଦାଶ(୮୨)ଙ୍କ ଆଜି ସକାଳେ ହୃତଘାତରେ ମୃତ୍ୟୁ ହୋଇ ଯାଇଛି। ଖବର ମିଳିଛି କି ଆଜି ସକାଳୁ ସେ ଘରେ ଖବର କାଗଜ ପଢ଼ୁଥିବା ବେଳେ ହୃତଘାତର ଶିକାର ହୋଇଥିଲେ।…

error: Content is protected !!