ଆସୁଛି ପାର୍ବଣ ଋତୁ;ସବୁଠି କାଶତଣ୍ଡୀର ସମ୍ଭାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଆଉ କିଛିଦିନ ପରେ ଦଶହରା। ମା’ ଜଗତଜନନୀ ମହିଷାମର୍ଦ୍ଦିନୀ ଧରାପୃଷ୍ଠକୁ ବିଜେକରି ଅଧର୍ମ ବିନାଶ କରି ଧର୍ମର ସ୍ଥାପନ କରିବେ।ଗଣେଶ ପୂଜା ଓ ନୂଆଁଖାଇ ପରେ ଆରମ୍ଭ ହେବ ପାର୍ବଣର ଋତୁ ଦଶହରା ।ସହରଠୁ ଆରମ୍ଭ କରି…

“ଘୁମୁସର ର ସ୍ବର” ପକ୍ଷରୁ ୧୫୩ତମ ସାହିତ୍ୟ ଆଲୋଚନା ଚକ୍ର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପବିତ୍ର ଭାଦ୍ରବମାସ ଈନ୍ଦୁପୁର୍ଣ୍ଣିମା ଓ ଭାଗବତ ଜନ୍ମ ତିଥି ଅବସରରେ ଓଡ଼ିଆ, ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ଗବେଷଣା ପ୍ରତିଷ୍ଠାନ “ଘୁମୁସର ର ସ୍ବର” ବାଲିପଦର ପକ୍ଷରୁ ସ୍ଥାନିୟ ଆଜାଦ୍ କନଫେରେନ୍ସ ହଲ୍ ଠାରେ ଘୁମୁସର…

ବିଜେଡି ଛାଡି ବିଜେପିରେ ଯୋଗଦେଲେ ଡାକରାବାଡ଼ିର ବହୁ ପରିବାର

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ପୋଲସରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୋଟାବାଡି ପଞ୍ଚାୟତର ଡାକରାବାଡି଼ ଗ୍ରାମରେ ୦୭/୦୯/୨୫ ତାରିଖ ରବିବାର ଦିନ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ କ୍ଷୁଦ୍ର…

ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ନବାଗତଙ୍କୁ ସ୍ୱାଗତ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡ଼ା ପିପୁଲ୍ସ କଲେଜର ଉଦ୍ଭିଦ ବିଜ୍ଞାନ ବିଭାଗ, ଏହାର ନବାଗତ +୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ସ୍ୱାଗତ ସମାରୋହ ପାଳନ କରିଛି, ଯାହା ଏକ ପ୍ରେରଣାଦାୟକ କାର୍ଯ୍ୟସୂଚୀ ସହିତ ପାଳନ କରାଯାଇଛି।…

କାକିରିଗୁମା ପୋଲିସ ଦ୍ୱାରା ୩୯୫ କିଲୋ ଗଂଜେଇ ଜବତ ଜଣେ ଗିରଫ

କୋରାପୁଟ/ବନ୍ଧୁଗାଁ (ମଣ୍ଡଳ ମିଣିଆକା):ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ପୋଲିସ କୁ ମିଳିଛି ବଡ଼ ସଫଳତା।ଲକ୍ଷାଧିକ ଟଙ୍କାର ଗଂଜେଇ ସହ ଏକ ବୁଲେରୋ ଓ ଟ୍ରକ ଜବତ କରିଥିବା ବେଳେ ଟ୍ରକ ଡ୍ରାଇଭରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଆଇଆଇସି ଡମ୍ବରୁ ଧର…

ଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ପବିତ୍ର ଗୁରୁ ଦିବସ ପାଳନ

ଅନୁଗୋଳ/ବଅଁରପାଳ (ଅଜିତ କୁମାର ଭୋଇ) : ବଅଁରପାଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ପବିତ୍ର ଗୁରୁ ଦିବସ ପାଳନ ହୋଇଯାଇଅଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୋମନାଥ ଧଳ ମା ଶାରଦା ଙ୍କ…

ଗୁରୁ ଦିବସ ଓ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡା ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ବୁଗୁଡା ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବଳଦେବ ମନ୍ଦିର କଲ୍ଯାଣୀ ମଣ୍ଡପଠାରେ ସଂଘ ସଭାପତି ମନୋରଞ୍ଜନ ଦାଶଙ୍କ…

ବିଜେଡି ତରଫରୁ ବଡ଼ପାଟଣା ସରପଞ୍ଚଙ୍କୁ ସମ୍ବର୍ଦ୍ଧନା

କେନ୍ଦୁଝର/ପାଟଣା(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲାରୁ ଏକମାତ୍ର ସରପଞ୍ଚ ଭାବେ ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ରୁ ପ୍ରଥମ ଥର ପାଇଁ ସରପଞ୍ଚ ହୋଇଥିବା ବିନତି ବାନାରା ଙ୍କୁ ଦିଲ୍ଲୀର ଲାଲକିଲ୍ଲା ଠାରେ ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମ୍ମାନିତ…

ବଅଁରପାଳ ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଅନୁଗୋଳ/ବଅଁରପାଳ(ଅଜିତ କୁମାର ଭୋଇ): ବରିଷ୍ଠ ନାଗରିକ କଲ୍ୟାଣ ସଙ୍ଘ ଆନକୂଲ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କର “ମାଆଙ୍କ ପାଇଁ ଗଛଟିଏ”ଯୋଜନାର ଆହ୍ୱାନ କ୍ରମେ ନୂଆହତା ଶିବ ମନ୍ଦିର ପରିସରରେ ବିଭିନ୍ନ ପ୍ରକାର ଫୁଲ, ଫଳ ଓ ଔଷଧୀୟ ବୃକ୍ଷର ଚାରା ରୋପଣ କରାଯାଇଥିଲା, ଏହି…

ମିଡ଼ିଆ କ୍ଳବ୍ ଓ ବୁଗୁଡ଼ା ଏନଏସି ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ବାୟତ୍ତଶାସନ ଦିବସ ପାଳନ ଅବସରରେ ବୁଗୁଡ଼ା ଏନଏସି ଓ ବୁଗୁଡ଼ା ମିଡ଼ିଆ କ୍ଲବ୍ ମଧ୍ୟରେ ଶନିବାର ଦିନ ବନ୍ଧୁତ୍ଵପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ହାଇସ୍କୁଲ ମିନି ଷ୍ଟାଡିୟମ୍‌ରେ ଆୟୋଜିତ କ୍ରିକେଟ୍ ମ୍ୟାଚ୍ କୁ ଅଧ୍ଯକ୍ଷ ଚିତ୍ରସେନ…

error: Content is protected !!