ବୁଗୁଡ଼ାର ଗ୍ରାମାଞ୍ଚଳରେ ଜଣେ ଲେଖାଏଁ ଶିକ୍ଷକରେ ଚାଲିଛି ୩ଟି ପ୍ରାଥମିକ ବିଦ୍ୟାଳୟ

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ସର୍ବଶିକ୍ଷା ଅଭିଯାନରେ “ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ” ନାରା ଦେଇ ଗୁଣାତ୍ମକ ପ୍ରାଥମିକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ସରକାର ଅଜସ୍ର ଅର୍ଥ ବ୍ଯୟ କରୁଥିବା ବେଳେ ବୁଗୁଡା ଗୋଷ୍ଠୀ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ବିଦ୍ଯାଳୟରେ…

ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘ ଓଡିଶା ଶାଖାର ସପ୍ତମ ବାର୍ଷିକ ସମ୍ମିଳନୀ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଅବଦାନ ଅତୁଳନୀୟ।ସାନ୍ତାଳୀ ଭାଷା ତଥା ଅଲ୍‌ଚିକି ଲିପିରେ ଶିକ୍ଷାକୁ ପ୍ରାଧାନ୍ୟ ଦେବା ପାଇଁ ସାନ୍ତାଳୀ ଲେଖକ ମାନଙ୍କୁ ମୁଖ୍ୟମନ୍ତ୍ରୀ…

ଜିନ୍ନତ ପରେ ଶିମିଳିପାଳ ଛାଡ଼ିଲା ଯମୁନା,ମିଶନ ସଫଳ ହେବା ନେଇ ସନ୍ଦେହ

କରଞ୍ଜିଆ (ଜିତେନ୍ଦ୍ର ରାଜ ) : ମୟୂରଭଞ୍ଜ ଜିଲ୍ଲାର ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍‌ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ ଏବେ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଯେଉଁ ଦୁଇ…

କୌଟିଲ୍ୟ ଗ୍ଲୋବାଲ ସ୍କୁଲ ବରଗଡ଼ର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ବରଗଡ (ମୁକୁନ୍ଦ ଦାସ) : କୌଟିଲ୍ୟ ଗ୍ଲୋବାଲ ସ୍କୁଲର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ପ୍ରିନ୍ସିପାଲ୍ ସୁମନ୍ତ ଆଚାର୍ଯ୍ୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କ୍ରୀଡ଼ା ଉତ୍ସବ ଆକର୍ଷଣୀୟ ଓ ଉତ୍ସାହପୂର୍ଣ୍ଣ ଥିଲା। ମୁଖ୍ୟ ଅତିଥି ଶିଶୁ ମଙ୍ଗଳ…

ଗୋନାସିକା କେନ୍ଦୁଝର ମହୋତ୍ସବ ୨୦୨୪ ଉପଲକ୍ଷେ ମିନି ମାରାଥନ ଅନୁଷ୍ଠିତ

କେନ୍ଦୁଝର (ସୀତାରାମ ଦୀକ୍ଷିତ) : ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଥିବା ଗୋନାସିକା କେନ୍ଦୁଝର ମହୋତ୍ସବ-୨୦୨୪ ନିମନ୍ତେ କେନ୍ଦୁଝର ଚଳଚଞ୍ଚଳ ହୋଇ ଉଠିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେବାକୁ ଥିବା ଏହି କଳା ସଂସ୍କୃତିର ମହାକୁମ୍ଭ ଲୋକଙ୍କ ମନୋରଞ୍ଜନ ସହିତ…

ଶୀତରେ ପ୍ରକୋପରେ ଥରୁଛି ଶିମିଳିପାଳ ସମେତ ସମଗ୍ର ମୟୂରଭଞ୍ଜ ଜିଲ୍ଲା

କରଞ୍ଜିଆ:(ଜିତେନ୍ଦ୍ର ରାଜ)ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଉପକୂଳ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ପାରଦ ହ୍ରାସ ପାଇଥିବା ବେଳେ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଶୀତର ପ୍ରକୋପ ବଢ଼ୁଛି । ଶୀତ ପ୍ରକୋପରେ ପ୍ରବଳ ଜାଡ଼ରେ ଥରୁଛି ମୟୂରଭଞ୍ଜ ଜିଲ୍ଲା…

ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ମୟୁରଭଞ୍ଜ (ଜିତେନ୍ଦ୍ର ରାଜ଼) : ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜୁଆଣି ସାପ୍ତାହିକ ହାଟ ରୁ ଯୁବକ ଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଗତକାଲି ସନ୍ଧ୍ୟା ରେ ଯୁବକଙ୍କୁ ହତ୍ୟା ପରେ ହତ୍ୟାକାରୀ ଦୁର୍ବୁର୍ତ୍ତ ପୋଡିବାକୁ ଚେଷ୍ଟା କରିଥିବା ଅନୁମାନ…

ସ୍କାଉଟ ଆଣ୍ଡ ଗାଇଡ ତରଫରୁ ତ୍ରିବାର୍ଷିକ ଅନ୍ତଃରାଷ୍ଟ୍ରୀୟ ତଥା ୮ମ ରାଷ୍ଟ୍ରୀୟ ସମିଳନୀ ଆୟୋଜିତ

ପୁରୀ (ସମୀର ରଞ୍ଜନ ନାୟକ) : ଭାରତ ସ୍କାଉଟ ଓ ଗାଇଡ ସଂଗଠନରେ ଦୀର୍ଘଦିନ ଧରି ନିସ୍ୱାର୍ଥପର ଭାବେ ନିରନ୍ତର ସେବା ପ୍ରଦାନ କରୁଥିବାରୁ ଚଳିତ ମାସ ୧୪ ଓ ୧୫ ରିଖ ୨ଦିନ ଧରି ସ୍କାଉଟ ଆଣ୍ଡ ଗାଇଡ ବିଶ୍ଵ…

ଜାତୀୟ ଯୁବ ଉତ୍ସବ ପ୍ରତିଯୋଗିତା ଅନୁଷ୍ଠିତ।

ପୁରୀ (ସମୀର ରଞ୍ଜନ ନାୟକ) : ଜାତୀୟ ଯୁବ ଉତ୍ସବର ପୁରୀ ଜିଲ୍ଲା ସ୍ତରୀୟ ବିବିଧ ପ୍ରତିଯୋଗିତା ଆଜି ପୂର୍ବାହ୍ନରେ ଭୋଳାନାଥ ବିଦ୍ୟାପୀଠ ଠାରେ ଅନୁଷ୍ଠିତ ହୋଇଥିଲା।ଏଥିରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଚାଷୀଙ୍କ ନିମନ୍ତେ ସଚେତନତା ରଥ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶୁଭାରମ୍ଭ କରିଥିଲେ।

ପୁରୀ (ସମୀର ରଞ୍ଜନ ନାୟକ) : ଚଳିତ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ।କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଅଛି।ଏହା…

error: Content is protected !!