ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ଚଢେଇଭୋଳ ଆଜାଦ ସ୍ପୋର୍ଟ ଏବଂ କଲଚରାଲ କ୍ଲବ ଆନୁକୂଲ୍ୟରେ ସର୍ବଭାରତୀୟ ଆଜାଦ କପ ଫୁଟବଲ ଟୁର୍ନାମେଣ୍ଟ ଚଢେଇଭୋଳ ଷ୍ଟାଡିଅମ ଠାରେ ଆଜି ଉଦଘାଟିତ ହୋଇଯାଇଛି ଏହି ଟୁର୍ନାମେଣ୍ଟ ରେ…
Category: ଜିଲ୍ଲା
ପବିତ୍ର ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ରକ୍ତ ଦାନ ଶିବିର ୫୧ ୟୁନିଟ ରକ୍ତ ସଂଗୃହୀତ
ବରଗଡ (ରିପୋର୍ଟ – ମୁକୁନ୍ଦ ଦାସ ):ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ ଓ ଗଣେଶ ପୂଜା ଅବସରରେ ବରଗଡ଼ ଜିଲ୍ଲା ପଦମପୁର ଅନ୍ତର୍ଗତ ସର୍ଗିବାହାଲ ଗ୍ରାମର ଆଦିବାସୀ ଉଚ୍ଚ ବିଦ୍ୟାଳୟ ଠାରେ ବିର୍ସା ଏଥେଲେଟିକ ଆସୋସିଏସନ୍…
ଅଜଣା ଟ୍ରକକୁ ଧକ୍କା ଦେଲା ସ୍କୁଟି ଘଟଣାସ୍ଥଳ ରେ ଯୁବକଙ୍କ ମୃତ୍ୟୁ।
କରଞ୍ଜିଆ (ରିପୋର୍ଟ – ଜିତେନ୍ଦ୍ର ରାଜ ):ରାଞ୍ଚି ବିଜୟୱାଡ଼ା ୨୨୦ ନମ୍ବର ଜାତୀୟ ରାଜପଥ ଯଶିପୁର ରୁ କରଞ୍ଜିଆ ରାସ୍ତା ର କୁରୁଳିଆ ନିକଟସ୍ଥ ବଳା ଛକ ଓ କାଳିକାପୁର ଛକ ନିକଟରେ ଏକ ଅଜଣା ଟ୍ରକ ରାଇରଙ୍ଗପୁର ଯାଉଥିବା ବେଳେ…
ସିଏମ କିଷାନ ସହାୟତାର ଶୁଭାରମ୍ଭ|
ଖୋର୍ଦ୍ଧା (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ପବିତ୍ର ନୂଆଖାଇ ଅବସର ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝିଙ୍କ ସିଏମ କିଷାନ ସହାୟତା ର ଶୁଭାରମ୍ଭ ହୋଇଛି ।ମାନ୍ୟବର ମୁଖ୍ୟମନ୍ତ୍ରୀ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର…
ସିଏମ କିଶାନ ଯୋଜନାରେ ୨୦୬୧୪୬ ଚାଷୀ ଙ୍କୁ ସହାୟତା ପ୍ରଦାନ କରାଗଲା।
ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ପବିତ୍ର ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଏମ କିଶାନ ଅର୍ଥ ସହାୟତା ପ୍ରଦାନ କରିଛନ୍ତି।ପୁରୀ ଜିଲ୍ଲାର ୨୦୬୧୪୬ ଚାଷୀ ଙ୍କୁ ୪୭ କୋଟି ୧୪ ଲକ୍ଷ ୩୫…
ଚିତ୍ରକଳା ପ୍ରଦର୍ଶନୀ ଉଦଯାପିତ।
ପୁରୀ(ସମୀର ରଞ୍ଜନ ନାୟକ ): ପୁରୀ ସଂସ୍କୃତି ଭବନ ସ୍ଥିତ ରେଜିଓନାଲ ଆର୍ଟ ଗ୍ୟାଲେରୀ ରେ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଚିତ୍ରକଳା ପ୍ରଦର୍ଶନୀ ଆଜି ଉଦଯାପିତ ହୋଇ ଯାଇଛି।ଆୟୁଷ ଆର୍ଟ ଫାଉଣ୍ଡେସନ ର ଆୟୋଜକ ତଥା ଶିଳ୍ପୀ ଆୟୁଷ…
ସୁଭଦ୍ରା ଯୋଜନାର ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପୁରୀ(ସମୀର ରଞ୍ଜନ ନାୟକ): ଆଜି ଓସୱାନ ସମ୍ମିଳନୀ କକ୍ଷରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା ର ସମୀକ୍ଷା କରିଛନ୍ତି।ଆଭାସୀ ମାଧ୍ୟମରେ ସମସ୍ତ ବିଡ଼ିଓ,ପୌରପାଳିକା ଓ ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ ସହ ସମୀକ୍ଷା…
ସୁବର୍ଣ୍ଣପୁର ଜିଲ୍ଲାରେ ଗଡ଼ିଲା ସୁଭଦ୍ରା ରଥ, ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ ): ସରକାରଙ୍କ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା ର ସଚେତନତା ନିମନ୍ତେ ଜିଲ୍ଲାରେ ୩ ଗୋଟି ସୁଭଦ୍ରା ରଥ କୁ ମାନ୍ୟବର ମନ୍ତୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ଓଡିଶା ଡ.…
ଗଣେଶ ପୂଜା ଅବସରରେ ଗାଁ ଠୁ ସହର ଉତ୍ସବମୁଖର
ଭୁବନେଶ୍ବର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଭାରତୀୟ ସଂସ୍କୃତିର ଆରାଧ୍ୟ ପଞ୍ଚ ଦେବତା ମଧ୍ୟରେ ବୁଦ୍ଧିଦାତା ଶ୍ରୀଗଣେଶ ଅନ୍ୟତମ। ସେ ଅଗ୍ରପୂଜ୍ୟ। ବିଘ୍ନ ବିନାଶକ ହୋଇଥିବାରୁ ଯେ କୌଣସି ଶୁଭକର୍ମ ପାଇଁ ପୂଜା କରିିବା ପୂର୍ବରୁ ପ୍ରଥମେ ଗଣେଶଙ୍କୁ ବନ୍ଦନା…
ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ
ଭୁବନେଶ୍ୱର (ରିପୋର୍ଟ – ସମୀର ରଞ୍ଜନ ନାୟକ ):ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ,ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରୁ ସକାଳ ୧୧ ଘଟିକା ସମୟରେ ୩ ଗୋଟି ସୁଭଦ୍ରା ସଚେତନତା ରଥର…
