ବରଗଡ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ସ୍ଥିତ ମାଁ ରାମଚଣ୍ଡୀ ମନ୍ଦିର ପରିସରରେ ଅପ୍ରାଇଜ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁଟ, ବରଗଡ଼ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ନିର୍ମାଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।…
Category: ଜିଲ୍ଲା
ଡେଙ୍ଗୁମଶା କୁ ଆମନ୍ତ୍ରଣ କରୁଛି ଯୋଡ଼ା ବ୍ଲକ
ଯୋଡ଼ା (ସୀତାରାମ ଦୀକ୍ଷିତ ) :କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ପଛ ପାଣି କୁଣ୍ଡ ପାଳିଟିଛି ମଶା ମାନଙ୍କର ଗନ୍ତାଘର।ମାନିନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆହ୍ବାନ କ୍ରମେ ସାରା ଭାରତ ସମେତ ରାଜ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଚାଲୁଥିବା ବେଳେ…
ମୁଖ୍ଯ ସଡକ କଡରୁ ମାଛ ବେପାରୀଙ୍କୁ ହଟାଇଲା ଏନ୍ଏସି ପ୍ରଶାସନ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ସ୍ଥାନୀୟ ମଦନ ମୋହନ ଛକ ନିକଟସ୍ଥ ବିରଞ୍ଚି ନାରାୟଣ ମାର୍କେଟ କମ୍ପ୍ଲେକ୍ସ-୧ ସମ୍ମୁଖ ରାସ୍ତା କଡରେ ଦୀର୍ଘ ଦିନ ଧରି ବସି ଆସୁଥିବା ମାଛ ବେପାରୀଙ୍କୁ ଆଜି ପ୍ରଶାସନ ହଟାଇଛି । ସଂପୃକ୍ତ ମାଛ ବେପାରୀମାନେ…
ପାଟଣାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
କେନ୍ଦୁଝର (ଦଶରଥ ବାରିକ) : ପ୍ରତିବର୍ଷ ଭଳି ଚଳିତ ବର୍ଷ ପାଟଣା ମୁଖ୍ୟାଳୟ ମିନି ଷ୍ଟାଡିୟମ ଠାରେ 76 ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଆଜି ପାଟଣା ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ମାନସ କୁମାର ଦଣ୍ଡପାଟ ଙ୍କ ଅଧ୍ୟକ୍ଷତାରେ…
ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ
ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ନଦୀରେ ବୁଡ଼ି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବ୍ୟକ୍ତି ହେଲେ ବୁଗୁଡ଼ା ନିକଟ ବିରିପୁର ଗ୍ରାମର ରମେଶ ପରିଛା(୬୨)।ରମେଶ ଆଜି ମଧ୍ୟାହ୍ନ ସାଢେ଼ ୧୨ଟା ସମୟରେ ଗାଧୋଇବାପାଇଁ ବିରିପୁର- କଣିଆପଲ୍ଲୀ ମଧ୍ୟରେ ଥିବା…
୭୬ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ।
ରାୟଗଡା (ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲାସ୍ତରୀୟ ୭୬ତମ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତା କରିଥିଲେ । ଉକ୍ତ…
TPSODL କାର୍ଯ୍ୟାଳୟ ସମ୍ମୁଖରେ ବୈଦ୍ୟୁତିକ ଇଞ୍ଜିନିୟରମାନଙ୍କ ମହମବତୀ ଶୋଭାଯାତ୍ରା
ରାୟଗଡ଼ା (ଗୋପୀନାଥ ଗୌଡ଼): ଗୁରୁବାର ସନ୍ଧ୍ୟାରେ ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିଗମ ଇଞ୍ଜିନିୟର ସଂଘ ଦ୍ୱାରା ଏକ ମହମବତୀ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏହି ଶୋଭାଯାତ୍ରା ସମୟରେ, ସଂଘର ସଦସ୍ୟମାନେ ସେମାନଙ୍କର ବିଭିନ୍ନ ଦାବି ଉଠାଇଥିଲେ। ଟାଟାପାୱାର ପରିଚାଳନା ଅନୈତିକ, ପ୍ରତିଶୋଧପର…
ସଟ ସର୍କିଟ ଯୋଗୁଁ ଦୋକାନ ରେ ଲାଗିଲା ନିଆଁ,ଏକ କୋଟି ଟଙ୍କାର ସମ୍ପତି ପୋଡି ନଷ୍ଟ।
ରାୟଗଡ଼ (ଗୋପୀନାଥ ଗୌଡ଼) : ସର୍ଟ ସର୍କିଟ ଯୋଗୁଁ ରାୟଗଡା ସ୍ଥିତ ରାଣୀଗୁଡା ଫାର୍ମ ମେନ ରୋଡରେ ଥିବା କପଡା ଦୋକାନରେ ଲାଗିଲା ନିଆଁ। ଚାରି ମହଲା ବିଶିଷ୍ଠ ଏହି ବିରାଟ କାୟ ଦୋକାନର ତଳ ମହଲାର ପ୍ରାୟ କପଡା ଜଳି…
ଅବକାରୀ ଚଢ଼ାଉ ଦେଶୀ ଓ ବିଦେଶୀ ମଦ ଜବତ ୨ ଜଣ ପୁରୁଷ ୨ ଜଣ ମହିଳା ଗିରଫ
ମୟୁରଭଞ୍ଜ/କରଞ୍ଜିଆ:(ଜିତେନ୍ଦ୍ର ରାଜ): କରଞ୍ଜିଆ ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬.୨୮୮ ଲିଟର ବିଦେଶୀ ମଦ ଓ ୩୪ ଲିଟର ଦେଶୀ ମଦ ଜବତ କରିବା ସହିତ ୨ ଜଣ ପୁରୁଷ ୨ ଜଣ ମହିଳା ଙ୍କୁ ଗିରଫ…
ସିଟିଜି ଫାଉଣ୍ଡେସନ’ର ବାର୍ଷିକୋତ୍ସବସମୟଶ୍ରୀଙ୍କୁ ସିଟିଜି ପ୍ରତିଭା ଓ ଶୁଭମଙ୍କୁ ସିଟିଜି ରତ୍ନ ସମ୍ମାନ
କେନ୍ଦୁଝର(ସୀତାରାମ ଦୀକ୍ଷିତ) : କେନ୍ଦୁଝର ଭଳି ଆଦିବାସୀ ଅଧ୍ଯୁଷିତ ପଛୁଆ ଜିଲାରେ ଶିକ୍ଷାକ୍ଷେତ୍ରରେ ରେ ସିଟିଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। କେନ୍ଦୁଝର ସହର ଉପକଣ୍ଠ ନଇଗାଁସ୍ଥିତ ଶିକ୍ଷା ନିକେତନ ଠାରେ ଗୁରୁବାର ଘରୋଇ ଶିକ୍ଷାନୁଷ୍ଠାନ ସିଟିଜି ଫାଉଣ୍ଡେସନ’ର ୨୪ତମ ବାର୍ଷିକୋତ୍ସବରେ…
