ଭୁବନେଶ୍ୱର (ସମୀର ରଞ୍ଜନ ନାୟକ): ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରିଛି ଉଚ୍ଚଶିକ୍ଷା ବିଭାଗ । ତାଗିଦ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ କରି ନ ଥିବାରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଚଳିତ ମାସଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏ ଦରମା…
Category: ଜିଲ୍ଲା
ସଡ଼କ ନିରାପତ୍ତା ସମ୍ପର୍କୀୟ ସଚେତନତା ରାଲି ଆୟୋଜିତ
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ ): ବାଣପୁରରେ ଏକ ସଡ଼କ ନିରାପତ୍ତା ସଚେତନା ରାଲି ଅନୁଷ୍ଠିତ ହୋଇ ଯାଇଛି l ଏହି ରାଲି ରେ ବାଣପୁର ପୋଲିସ, ଗୋଦାବାରୀଶ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ, ଆରଟିଓ ବିଭାଗ ଏବଂ ଏମଭିଆଇ ଅଧୀକାରୀ…
ଗୁରୁ କରୁଣାକର ଦାସ ଙ୍କ ବିୟୋଗରେ ନୃତ୍ୟଶ୍ରୀ ଏକାଡେମୀ ଦ୍ୱାରା ଶୋକସଭା ଅନୁଷ୍ଠିତ।
ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ ): କରଞ୍ଜିଆ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ବିଶିଷ୍ଟ ତବଲା ଗୁରୁ ସ୍ୱର୍ଗତ କରୁଣାକର ଦାସଙ୍କ ପରଲୋକ ରେ ଅଞ୍ଚଳର କଳାଜଗତ ସହ ସହରରେ ଶୋକର ଛାୟା ଖେଳିଯାଇଛି। ଏହି ଅବସରରେ ରାଜ୍ୟ ଜଙ୍ଗଲ ଓ ପରିବେଷ…
ବୀର ସୁରେନ୍ଦ୍ର ସାଏ କ୍ରିକେଟ ଟୂର୍ଣ୍ଣାମେଣ୍ଟ ଉଦଯାପିତ; ବରଗାଁ ଚାମ୍ପିୟନ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ମାଟୁପାଲି ଖେଳ ପଡିଆରେ ଚାଲିଥିବା ବୀର ସୁରେନ୍ଦ୍ର ସାଏ କ୍ଲବ ମାଟୁପାଲି ତରଫରୁ ଆୟୋଜିତ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ବରଗାଁ ଦଳ ଚାମ୍ପିୟନ ହୋଇଛି ।…
ଡୁଙ୍ଗୁରିପାଲି ଥାନା ଜିଲ୍ଲାର ଶ୍ରେଷ୍ଠ ଥାନା ଭାବେ ପୁରସ୍କୃତ
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଜିଲ୍ଲାର ଏକ ନମ୍ବର ଥାନା ଭାବେ ଆଜି ଶେଷ୍ଠ ପୁରସ୍କାର ପାଇଛି। ଥାନା ଅଧିକାରୀ ଓ ତାଙ୍କର ସହକର୍ମୀଙ୍କ ଅକ୍ଲାନ୍ତ ପରିଶ୍ରମର ଫଳ ଆଜି ଏକ ନମ୍ବର ଥାନାରେ ପରିଣତ…
ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଶୀର୍ଷକ ଆଲୋଚନାଚକ୍ର
କଟକ(ଆକାଶ କୁମାର ସ୍ୱାଇଁ): ଶତାବ୍ଦୀ ଭବନରେ ଶ୍ରୀ ଅଭିରାମଙ୍କ ୧୨୨ତମ ଜୟନ୍ତୀ ଉତ୍ସବ ଉପଲକ୍ଷେ ପୌର୍ଣ୍ଣମାସୀ ପାଠାଗାର ଓ ଅଭିରାମ ସାରସ୍ବତ ପରିଷଦର ମିଳିତ ଆନୁକୂଲ୍ୟରେ’ ଆୟୋଜିତ ସନାତନ ଧର୍ମ ଓ ଶ୍ରୀ ଅଭିରାମ ପରମହଂସ ଦେବ ଶୀର୍ଷକୀୟ ଆଲୋଚନା କାର୍ଯ୍ୟକ୍ରମକୁ…
ଅଭିଜିତ ସୃତି ଦେୟମୁକ୍ତ ଚିକିତ୍ସାଳୟରେ ମାଗଣା ଚିକିତ୍ସା ଶିବିର
ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ର ନୂଆଁବଜାର ଠାରେ ରାଜ୍ୟସ୍ତରିୟ ଅଭିଜିତ ପୂଜାହାରୀ ସୃତି କମିଟି ଆନୁକୁଲ୍ୟରେ ମହିଳା ମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଟିତ ହୋଇଯାଇଛି ା ଏହି ଅବସରରେ…
କଲରା ପତରିଆ ବାଘ ମୃତ ଦେହ ଉଦ୍ଧାର
କେନ୍ଦୁଝର (ସୀତାରାମ ଦୀକ୍ଷିତ):କେନ୍ଦୁଝରରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର । ତେଲକୋଇ ରେଞ୍ଜରୁ ଏକ ମଧ୍ୟବୟସ୍କ କଲରାପତରିଆ ବାଘର ମୃତଦେହ ମିଳିଛି । ତେଲକୋଇ ରେଞ୍ଜ ତାଳପଦା ସେକ୍ସନ୍ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ଏହି କଲରାପତରିଆ ବାଘର ମୃତଦେହ ୨୦ଦିନ…
ଆପ୍ରାଇଜ କଲେଜରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ
ବରଗଡ(ମୁକୁନ୍ଦ ଦାସ) :ବରଗଡ଼ ସ୍ଥିତ ଗୋବିନ ପାଲି ଛକ ଠାରେ ଆପ୍ରାଇଜ କଲେଜ ରେ ମହା ଆଡ଼ମ୍ବରରେ ସାଧାରଣ ତନ୍ତ୍ର ଦିବସ ପାଳନ ହୋଇଯାଇଛି, ଏହି ଅବସରରେ କଲେଜର ଅଧକ୍ଷଇ ଜଗଦୀଶ ବେହେରା ପତାକା ଉତ୍ତୋଳନ କରିଥିଲେ,ଭାଇସ ପାରିସିପାଲ ଡଃ ଦୁର୍ଲଭ…
ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର।
ରାୟଗଡା(ଗୋପୀନାଥ ଗୌଡ଼) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ଥିବା ସରକାରୀ ଉନ୍ନତି ଉଚ୍ଚ ବିଦ୍ୟାଳୟ ରେ ଗରମ ଡାଲି ଓ ଅଣ୍ଡା ଝୋଳ ପଡି ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଦେଖିବାକୁ ମିଳିଛି ।ଆଜି ଶନିବାର…
