ଶ୍ରୀମନ୍ଦିରରେ ଆଇପିଏଲ ଟ୍ରଫି ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ) :ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତଙ୍କ ମାଧ୍ୟମରେ ପୂଜାର୍ଚ୍ଚନା କରାଯାଇଛି । ବିଭିନ୍ନ ପ୍ରସିଦ୍ଧ…

ପୁରୀ ପୋଲିସକୁ ବଡ଼ ସଫଳତା

Big Lootera Gang Arrested (ଜିତେନ୍ଦ୍ର କୁମାର ସାବୁତ) : ପୁରୀ ପୋଲିସକୁ ବଡ଼ ସଫଳତା, ନିମାପଡ଼ାରୁ ଡ଼କାୟତ ଗ୍ୟାଙ୍ଗକୁ ଗିରଫ ସହ, ସୁନା ମୁଦି ଓ ଚେନ୍ ଜବତ କଲା ପୋଲିସ, ସିଟି ଡ଼ିଏସପି ପୁରୀ ପୋଲିସ କୁ ଚାରି…

ଆରମ୍ଭ ହୋଇଛି ସତ୍ୟବାଦୀର ଐତିହ୍ୟ ପରମ୍ପରାକୁ ନେଇ ଅଷ୍ଟମ ସତ୍ୟବାଦୀ ମହୋତ୍ସବ

ପୁରୀ/ସାକ୍ଷୀଗୋପାଳ (ଜିତେନ୍ଦ୍ର କୁମାର ସାବୁତ) : ଆରମ୍ଭ ହୋଇଛି ସତ୍ୟବାଦୀ ର ଐତିହ୍ୟ ପରମ୍ପରା କୁ ନେଇ ଅଷ୍ଟମ ସତ୍ୟବାଦୀ ମହୋତ୍ସବ। ମୁଖ୍ୟ ଆକର୍ଷଣ ପଞ୍ଚ ମହାପୁରୁଷ ଙ୍କ ଜ୍ୟୋତି ଯାତ୍ରା ରେ ପ୍ରବଳ ଜନ ସମାଗମ। ସଜେଇ ହୋଇଛି ମୁକ୍ତକାଶ…

ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଅଦ୍ଵୈତ ବେଦାନ୍ତ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ଚର୍ଚ୍ଚା ଉଦଯାପିତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଅଦ୍ଵୈତ ବେଦାନ୍ତ ବିଭାଗ ପକ୍ଷରୁ ଦିନ ଦ୍ୱୟ ବ୍ୟାପି ରାଷ୍ଟ୍ରୀୟ ଚର୍ଚ୍ଚା ସତ୍ର ଉଦଯାପିତ ହୋଇଯାଇଛି | ଏହିସଂଗୋଷ୍ଠୀରେ ସମୁଦ୍ଧଘାଟକ ରୂପରେ ଯୋଗଦେଇ ବିଶ୍ଵବିଦ୍ୟାଳୟ ର ମାନନୀୟ କୁଳପତି ପ୍ରଫେସର…

ଶ୍ରୀରାମ ମନ୍ଦିର ନିକଟରେ ଶ୍ରୀ ରାମ ଚରିତ କଥାମୃତ ପାରାୟଣ ଓ ପ୍ରବଚନ ମହୋତ୍ସବ ଅନୁଷ୍ଠିତ

ପୁରୀ (ଜିତେନ୍ଦ୍ର କୁମାର ସାବୁତ) ଚନ୍ଦନପୁର ବଡ ବଜ଼ାର ୪ତା ୧୪/୨/୨୫ ରିଖ ଶୁକ୍ରବାର ଠାରୁ ତା୨୩/୦୨/୨୫ ରିଖ ରବିବାର ପଯ୍ୟନ୍ତ ଦଶଦିନ ବ୍ୟାପି ଚନ୍ଦନପୁର ବଜ଼ାର ଶ୍ରୀରାମ ମନ୍ଦିର ନିକଟରେ ଶ୍ରୀ ରାମ ଚରିତ କଥାମୃତ ପାରାୟଣ ଓ ପ୍ରବଚନ…

ଶ୍ରୀକ୍ଷେତ୍ରର ବିଭିନ୍ନ ଥାନା ଅଧିନରେ ଚାଲିଛି ମୋଟର ଭେଇକିଲ ଚେକିଙ୍ଗ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ସହରର ବିଭିନ୍ନ ଥାନା ଅଧିନରେ ଚାଲିଛି ମୋଟର ଭେଇକିଲ ଚେକିଙ୍ଗ। ସହରର ବିଭିନ୍ନ ଛକ ଜାଗା ମୁଣ୍ଡରେ ଚେକ ପୋଷ୍ଟ କରି ଜଗିରହିଛନ୍ତି ଆରକ୍ଷୀ ଅଧିକାରୀ ବୃନ୍ଦ କିନ୍ତୁ ନାହାନ୍ତି ମୋଟର ଭେଇକିଲ ଅଧିକ୍ଷକ ବା…

ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ହେବ ସେବାୟତ ପ୍ରିମିଅର୍ ଲିଗ୍ କ୍ରିକେଟ।

ପୁରୀ (ଜିତେନ୍ଦ୍ର କୁମାର ସାବୁତ): ଆସନ୍ତା ଫେବୃଆରୀ ୧୫ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥ କ୍ରିକେଟ ଷ୍ଟାଡିୟମ ଠାରେ ଆୟୋଜିତ ହେବ ସେବାୟତ ପ୍ରିମିଅର୍ ଲିଗ୍ କ୍ରିକେଟ। ଶ୍ରୀମନ୍ଦିର ଟ୍ରଫି ନାମରେ ଆୟୋଜିତ ଏହି କ୍ରିଡାରେ ୧୪ ଟି ଟିମ୍…

ଚନ୍ଦ୍ରଭାଗାରେ ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ,

ପୁରୀ (ସମୀର ରଞ୍ଜନ ନାୟକ):ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ଦାୟିତ୍ବରେ ମୁତୟନ ହେବେ ୩୩ ପ୍ଲାଟୁନ ପୋଲିସ ଫୋର୍ସ…

ଡ଼.ଦେବେନ୍ଦ୍ର କୁମାର ନାଏକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ତରଭା ଏ.ଇ.ଏସ୍. କଲେଜରେ ସହକାରୀ ଗ୍ରନ୍ଥାଧ୍ୟକ୍ଷ ଡ଼. ଦେବେନ୍ଦ୍ର କୁମାର ନାଏକଙ୍କ ଉଦ୍ଦେଶ୍ୟରେ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ମିଶ୍ର ସଭାପତିତ୍ବରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ…

ପୁରୀ ସଦର ବିଡ଼ିଓ ମାନିଲେନି ଜିଲ୍ଲାପାଳଙ୍କ ନିର୍ଦେଶ,ପଞ୍ଚାୟତବାସୀ କଲେ ବ୍ଲକ ଘେରାଉ

ପୁରୀ (ସମୀର ରଞ୍ଜନ ନାୟକ): ଆଜି ପୁରୀ ସଦରବ୍ଲଜ ଘେରାଉ କରିଛନ୍ତି ଗଙ୍ଗାନାରାୟଣପୁର ପଞ୍ଚାୟତବାସୀ l ଏଠାରେ ଆମେ ସୂଚାଇ ଦେବାକୁ ଚାହୁଁଛୁ ଯେ ଗଙ୍ଗାନାରାୟଣପୁର ଗ୍ରାମପଞ୍ଚାୟତ ର ସରପଞ୍ଚଙ୍କ କୌଣସି କାରଣରୁ ପୁରୀ ଜିଲ୍ଲାପାଳ ଅସିଦ୍ଧ ଘୋଷଣା କରି ନାଏବ…

error: Content is protected !!
Powered by Joinchat