ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀ ବ୍ରତ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ପୁରୀ (ସମୀର ରଞ୍ଜନ ନାୟକ) ଚଳିତ ମାସ ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ମାସର ରାଈ ଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ । ମା ମାନେ ଏକମାସ ଧରି ୪ ଗୋଟି ହବିଷ୍ୟାଳୀ ନିବାସ ଯଥା ବୃନ୍ଦାବତୀ ନିବାସ,ଅକ୍ଷୟ…

ପୁରୀ ବୈଷ୍ଣବୀ ଦେବୀ ମନ୍ଦିରରେ ଦଶହରା ପୂଜା ଧୂମଧାମ ର ସହିତ ପାଳନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) :ପୁରୀ ଭିଆଇପି ରୋଡ଼ ସ୍ଥିତ ଶକ୍ତି ଇଣ୍ଟରନେସନାଲ ହୋଟେଲ ସାଇଡ ଗଳିରେ ମା ବୈଷ୍ଣବୀ ଦେବୀଙ୍କ ମନ୍ଦିରରେ ସପ୍ତମୀ, ଅଷ୍ଟମୀ, ନବମୀ ଏବଂ ବିଜୟା ଦଶମୀ ପୂଜା ଧୂମଧାମ ର ସହିତ…

ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ,ପୁରୀ ଆନୁକୂଲ୍ୟରେ ପାଳିତ ହେବ କୁମାର ଉତ୍ସବ

ପୁରୀ (ସମୀର ରଞ୍ଜନ ନାୟକ ):ସାଂସ୍କୃତିକ ତଥା ସାମାଜିକ ଅନୁଷ୍ଠାନ ଶ୍ରୀକ୍ଷେତ୍ର ଯୁବ ସାଂସ୍କୃତିକ ସଂସଦ ପୁରୀ ତାର ୪୫ତମ କୁମାର ଉତ୍ସବ ଆସନ୍ତା ତା ୧୬ ଓ ୧୨ ଅକ୍ଟୋଳର ୨୦୨୪ ଦୁଇଦିନ ଧରି ବେଳାଭୂମି ସ୍ଥିତ ହୋଟେଲ ଫୋର୍ଟ…

କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଟ୍ରଷ୍ଟର “ଯୁଦ୍ଧ ନୁହେଁ,ଶାନ୍ତି ହିଁ ଜୀବନର ମାର୍ଗ” ଆଲୋଚନା ଚକ୍ର

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ) :କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଟ୍ରଷ୍ଟ ତରଫରୁ ବିଶ୍ୱ ବୈଦିକ ଦିବସ ଗୋପବନ୍ଧୁ ଜୟନ୍ତୀ, ଶାରଦୀୟ ପୂଜା ଉପଲକ୍ଷେ ଗାନ୍ଧିଘାଟ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅନୁଷ୍ଠାନ ର ସଭାପତି…

ପୁରୀରେ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପବିତ୍ର ଜନ୍ମ ଜୟନ୍ତୀ ଆଜି ପାଳିତ ହୋଇଥିଲା।ସକାଳ ୭ ଘଟିକା ସମୟରେ ସିଂହଦ୍ୱାର ଠାରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ଜିଲ୍ଲା ପ୍ରଶାସନ,ସୂଚନା ଓ ଲୋକ…

ପୁରୀ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ…

ରାଜକିଶୋର ମହିଳା ସଫ୍ଟବଲ କୋଚଭାବେ ମନୋନୀତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ତାଇୱାନର ତାଇଚୁଙ୍ଗ ତାପେଇ ଠାରେ ଏସିଆନ ୟୁନିଭରସିଟି ମହିଳା ସଫ୍ଟବଲ ଏସିଆ କପ ଅନୁଷ୍ଠିତ ହେବ।ଏହି ପ୍ରତିଯୋଗିତା ଅକ୍ଟୋବର ୧୫ ତାରିଖ ରୁ ଅକ୍ଟୋବର ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ।ଭାରତୀୟ…

ପୁରୀ ଜିଲ୍ଲା କବାଡିରେ ଚମ୍ପିୟାନ

ପୁରୀ (ସମୀର ରଞ୍ଜନ ନାୟକ ): ସୁନ୍ଦରଗଡ ଠାରେ ୧୭ ବର୍ଷ ରୁ କମ୍ ବାଳକ ବର୍ଗର କବାଡି ପ୍ରତିଯୋଗିତାରେ ପୁରୀ ଜିଲ୍ଲା ଚମ୍ପିୟାନ ହୋଇଛି।ବଲାଙ୍ଗୀର ଜିଲ୍ଲା ସହ ଖେଳ ଆରମ୍ଭ କରିଥିବା ପୁରୀ ବାଳକ କବାଡି ଦଳ ସେମିଫାଇନାଲରେ ଢେ଼ଙ୍କାନାଳ…

ପୁରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ “ଯୁବ ରେଡ଼କ୍ରସ ଇଣ୍ଡକସନ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ (ସମୀର ରଞ୍ଜନ ନାୟକ )ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପୁରୀ ଆନୁକୂଲ୍ୟରେ ଅଧକ୍ଷ ଡ଼କ୍ଟର ବିଶ୍ୱନାଥ ବଳିୟାରସିଂଙ୍କ ଅଧକ୍ଷତାରେ ” ଯୁବ ରେଡ଼କ୍ରସ ଇଣ୍ଡକସନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଅଧକ୍ଷ ବିଶ୍ୱନାଥ ବଳିୟାରସିଂହ…

ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତି ବିଜ୍ଞାନର ଅବଦାନ ନେଇ କର୍ମଶାଳା

ପୁରୀ,(ସମୀର ରଞ୍ଜନ ନାୟକ ):.ସୃଜନୀ ବ୍ଲଗିଂ ୱେବସାଇଟ ଆନୁକୁଲ୍ୟରେ ପୁରୀ ସ୍ଥିତ ୟୁଥ୍ ହଷ୍ଟେଲ ସଭା କକ୍ଷରେ ଶନିବାର ସନ୍ଧ୍ୟାରେ ଓଡ଼ିଆ ସାହିତ୍ୟରେ ପ୍ରଯୁକ୍ତି ବିଜ୍ଞାନର ଅବଦାନ ନେଇ କର୍ମଶାଳା ଆୟୋଜିତ ହୋଇଯାଇଛି। “ଓଡ଼ିଶାର ଭାଷା, ସଂସ୍କୃତି ଓ ପରମ୍ପରାରେ ପ୍ରଯୁକ୍ତି…

error: Content is protected !!