ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ବିକାଶ ମେଳା ଉଦଘାଟିତ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଅର୍ବାନ ହାଟ ପରିସରରେ ଆଜି ବିକାଶ ମେଳାକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଊଦଘାଟନ କରିଛନ୍ତି।ଏହି ମେଳା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।ମେଳା ମାଧ୍ୟମରେ ହସ୍ତଶିଳ୍ପୀ କାରିଗର,…

ନୂଆ ସରକାର ଗଠନର ୧୦୦ ଦିନ ପୂର୍ତ୍ତି ଅବସରରେ ପୁରୀରେ ରାଜ୍ୟସ୍ତରୀୟ ଉତ୍ସବ

ଭୁବନେଶ୍ବର (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

କୋଶଳ ଉଚ୍ଚ ବିଦ୍ୟାଳୟ ସୋନପୁର ର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ.

ସୁବର୍ଣ୍ଣପୁର(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ): ଜିଲ୍ଲାର ପଟାଭାଡ଼ି ଠାରେ ଗଢି ଉଠିଥିବା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ କୋଶଳ ଉଚ୍ଚ ବିଦ୍ୟାଳୟରେ ୫ମ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି | ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ…

ନବାଗତ ଛାତ୍ରୀ ଙ୍କ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

କରଞ୍ଜିଆ (ରିପୋର୍ଟ – ଜିତେନ୍ଦ୍ର ରାଜ ) : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମ୍ମିଳନୀ କକ୍ଷ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ସମୟ…

ଜିଲ୍ଲାର ସମସ୍ତ ୬ଟି ବ୍ଲକରେ ଅନୁଷ୍ଠିତ ହେଲା ସୁଭଦ୍ରା ଯୋଜନା ଲୋକାର୍ପଣ ସମାବେଶ

ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ): ମହିଳାଙ୍କୁ ଆର୍ଥିକ ସଶକ୍ତ ଓ ସେମାନଙ୍କ ବିକାଶ ନିମନ୍ତେ ରାଜ୍ୟରେ ପ୍ରଣୟନ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା କୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଜନତା ମଇଦାନରେ ଶୁଭ ଲୋକାର୍ପଣ କରିଛନ୍ତି ।…

ରାଜ୍ୟସ୍ତରୀୟ ଖୋ ଖୋ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ପୁରୀ (ରିପୋର୍ଟ -ସମୀର ରଞ୍ଜନ ନାୟକ ):ଜିଲ୍ଲା ସ୍କୁଲ୍ ଠାରେ ରାଜ୍ୟ ବିଦ୍ୟାଳୟ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆସନ୍ତା ତା- ୨୨-୯-୨୪ ରିଖ ଠାରୁ ଆରମ୍ଭ ହେଉଛି । ଏହା ଦୀର୍ଘ ପାଞ୍ଚ ଦିନ ଧରି ପରିଚାଳିତ ହେବ ।…

ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ଆଜିଠାରୁ ଆରମ୍ଭ ହୋଇଛି ସ୍ୱଛତା ହିଁ ସେବା ପକ୍ଷ ର କାର୍ଯ୍ୟକ୍ରମ।ଏହା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପରାମର୍ଶରେ ପୁରୀ ପୌର…

ସୀତାରାମ ୟେଚୁରୀ ଶୋଷିତ ମଣିଷର ସଂଗ୍ରାମ ଓ ଉଚ୍ଚ ମୂଲ୍ୟବୋଧ ରାଜନୀତିର ସ୍ୱର ଓ ସ୍ୱାକ୍ଷର

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ):ପ୍ରବୀଣ ବାମପନ୍ଥୀ ନେତା ସୀତାରାମ ୟେଚୁରୀଙ୍କ ସମଗ୍ର ଜୀବନ ଶୋଷିତ ମଣିଷର ସଂଗ୍ରାମରେ ଉତ୍ସର୍ଗୀକୃତ ଥିଲା ଓ ସେ ଉଚ୍ଚ ମୂଲ୍ୟବୋଧ ରାଜନୀତିର ଅଗ୍ରଣୀ ସ୍ୱର ଓ ସ୍ୱାକ୍ଷର ଥିଲେ ବୋଲି ଏସ…

ପୁରୀ ରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ।

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ରେ ଆଜି ପୂର୍ବାହ୍ନରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।ଏହି ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା…

ଜିଲ୍ଲାପାଳଙ୍କ ଜନସେବା କେନ୍ଦ୍ର ପରିଦର୍ଶନ

ପୁରୀ (ରିପୋର୍ଟ – ସମୀର ରଞ୍ଜନ ନାୟକ ): ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଆଜି ଅପରାହ୍ନ ରେ ବିଭିନ୍ନ ଜନ ସେବା ଓ ମୋ ସେବା କେନ୍ଦ୍ର ପରିଦର୍ଶନ କରିବା ସହ ସୁଭଦ୍ରା ଯୋଜନା ପଞ୍ଜିକରଣ ସମ୍ପର୍କରେ ସମୀକ୍ଷା…

error: Content is protected !!
Powered by Joinchat