ବୁଗୁଡ଼ା ଥାନାରେ ନୂତନ ଆଇଆଇସିଙ୍କ ଯୋଗଦାନ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ଥାନାରେ ନୂତନ ଆଇଆଇସି ଭାବେ ସୀତାଂଶୁ ଶେଖର ମାନ୍ଧାତା ଆଜି ଯୋଗ ଦେଇଛନ୍ତି l ପୂର୍ବରୁ ୨୦୧୯ ମସିହାରେ ଶ୍ରୀ ମାନ୍ଧାତା ବୁଗୁଡ଼ା ଥାନା ଅଧିକାରୀ ଭାବେ ୯ ମାସ ପାଇଁ ଦାୟିତ୍ୱ ତୁଲାଇ ଥିବା…

ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ସ୍ଥାନୀୟ ପିପୁଲ୍ସ କଲେଜ ସ୍ପୋର୍ଟସ ଆସୋସିଏସନ ପକ୍ଷରୁ ଆୟୋଜିତ ଜୋନାଲ ସ୍ତରୀୟ ଆନ୍ତଃ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି । ଓଡିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପ୍ରାୟୋଜିତ ଉକ୍ତ…

ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ – ଶିକ୍ଷକ ସଂଘ ସମ୍ମିଳନୀ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ପିପୁଲ୍ସ କଲେଜ୍ ର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଅଭିଭାବକ ଶିକ୍ଷକ ସଂଘ ସମ୍ମିଳନୀ ନଭେମ୍ବର ୨୦ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀ ରେ କଲେଜ ର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିବା…

କାନସୁକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ଓ ଜୋତା ବଣ୍ଟନ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କାନସୁକା ଗ୍ରାମର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ନଭେମ୍ବର ୨୦ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବେହେରା ଅଧ୍ୟକ୍ଷତା…

ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଂଘର ଅଷ୍ଟମ ବାର୍ଷିକ ଜାତୀୟ ସମ୍ମିଳନୀ

ବୁଗୁଡ଼ା/ଗଞ୍ଜାମ (ସୋରେନ କୁମାର ପ୍ରଧାନ) :ବୁଗୁଡା ପିପୁଲ୍ସ କଲେଜର ସମ୍ମିଳନୀ କକ୍ଷରେ ଦକ୍ଷିଣ ଓଡ଼ିଶା ଅର୍ଥନୀତି ସଙ୍ଘର ଅଷ୍ଟମ ବାର୍ଷିକ ଜାତୀୟ ସମ୍ମିଳନୀ ନଭେମ୍ବର ୧୭ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ଆୟୋଜିତ ଉକ୍ତ…

୧୮ ବର୍ଷ ହେଲା ଶୌଚାଳୟରେ ପଡ଼ିଛି ତାଲା ଓ ରାଜପଥରେ ରାଜୁତି କରୁଛି ଅନ୍ଧାର

ଖଲ୍ଲିକୋଟ/ଗଞ୍ଜାମ(ଅଶ୍ଵିନୀ କୁମାର ମହାନ୍ତି):ଖଲ୍ଲିକୋଟ ଥାନା ଅଧୀନରେ ଥିବା ଶ୍ରୀକୃଷ୍ଣପୁର ପଂଚାୟତର ଜନ ଗହଳି ପୂର୍ଣ୍ଣ କେଶପୁର ଛକ ମୌଳିକ ସୁବିଧା ରୁ ବଞ୍ଚିତ ହେଉଥିବାର ଦେଖିବାକୁ ମିଳିଛି।କେଶପୁର ଛକ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ହେଉ ବା ରେଲୱେ…

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଶୋକସଭା

ଗଞ୍ଜାମ/ବୁଗୁଡା (ସୋରେନ କୁମାର ପ୍ରଧାନ): ବୁଗୁଡା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଗୌଡଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ଟ୍ରଷ୍ଟ ସଭାପତି…

ବୁଗୁଡ଼ା ମିଡିଆ କ୍ଲବ୍ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ) : ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ମିଡିଆ କ୍ଲବ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ମିଡିଆ କ୍ଲବ ସଭାପତି ଅନିଲ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ଅବସରରେ କୋଷାଧକ୍ଷ ବିଶ୍ବମୋହନ…

ସର୍ବ ଭାରତୀୟ ବକ୍ସିଂ ପ୍ରତିଯୋଗିତା ପାଇଁ ବୁଗୁଡ଼ାର ୩ଜଣ ମନୋନୀତ

ବୁଗୁଡ଼ା (ସୋରେନ କୁମାର ପ୍ରଧାନ):ଡିସେମ୍ବର ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ପଞ୍ଜାବର ଗୁରୁକାଶୀ ବିଶ୍ଵବିଦ୍ୟାଳୟରେ ହେବାକୁଥିବା ସର୍ବ ଭାରତୀୟ ଅନ୍ତଃ ବିଶ୍ଵବିଦ୍ୟାଳୟ ବକ୍ସିଂ ପ୍ରତିଯୋଗିତାରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତରଫରୁ ଖେଳିବା ପାଇଁ ୭ ଜଣ ପ୍ରତିଯୋଗୀ ମନୋନୀତ ହୋଇଥିବା ବେଳେ…

ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରରୁ ଖସିଲା ପଥର, ରକ୍ଷଣାବେକ୍ଷଣକୁ ନେଇ ବଢୁଛି ଚିନ୍ତା

ଗଞ୍ଜାମ/ଖଲ୍ଲିକୋଟ(ଅଶ୍ୱିନୀକୁମାର ମହାନ୍ତି): ଖଲ୍ଲିକୋଟ ରାଜବଂଶର ଅବଦାନ ମଧ୍ୟରୁ ଖଲ୍ଲିକୋଟ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ । ତିନି ଶହ ବର୍ଷତଳେ ଲୋକାର୍ପିତ ହୋଇଥିବା ଏହି ଦ୍ୱିତୀୟ ଉଚ୍ଚତମ ମନ୍ଦିର ବର୍ତ୍ତମାନ ଧ୍ଵଂସ ହେବାକୁ ବସିଛି। ଲଗାଣ ବର୍ଷା ହେଲେ ରେଖା ମନ୍ଦିର…

error: Content is protected !!