ରାୟଗଡ଼ (ଗୋପୀନାଥ ଗୌଡ଼):କୁମୂତାଲ ପେଟା ପଂଚାୟତ ଅନ୍ତର୍ଗତ ଉଗ୍ରତାରା ନଗର ସ୍ଥିତ ଶ୍ରୀ ଜଗନ୍ନାଥ ଦାସ ଭାଗବତ ସତସଙ୍ଗ ମନ୍ଦିରରେ ଅତ୍ୟନ୍ତ ଭକ୍ତି ଓ ଶ୍ରଦ୍ଧା ସହ ଗିରି ଗୋବର୍ଦ୍ଧନ ପୁଜା ଓ ହୋମ ଯଜ୍ଞ ଅଖଣ୍ଡ ନାମ ସଂକୀର୍ତ୍ତନ ସହ…
Category: ରାୟଗଡା
ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ।
ରାୟଗଡ଼(ଗୋପୀନାଥ ଗୌଡ଼): ସାମାଜିକ ସୁରକ୍ଷା ଆଇନ ବଳରେ ଅନେକ ଭିନ୍ନକ୍ଷମ ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ, ରାୟଗଡା ଜିଲ୍ଲାରେ କିଛି ଭିନ୍ନକ୍ଷମ ସରକାରୀ ଯୋଜନା ପାଇବାରୁ ବଞ୍ଚିତ ହେଉଥିବା ନଜିରକୁ ଆସିଛି ।…
ନିୟମଗିରିରୁ “ଦୁଆରେ ପ୍ରଶାସନ” କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ରାୟଗଡା ଜିଲ୍ଲାପାଳ
ରାୟଗଡ଼/ଵିଷମକଟକ (ଗୋପୀନାଥ ଗୌଡ଼): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ତଥା ଲୋକାଭିମୁଖୀ ଯୋଜନା ‘ପିଏମ ଜନମନ’ ଲକ୍ଷ୍ୟ ସହ ସମ୍ୱନ୍ୱିତ ଏକ ଅନନ୍ୟ ପ୍ରୟୋଗ ଭାବେ ରାୟଗଡା ଜିଲ୍ଲା ପ୍ରଶାସନ, ଓଡ଼ିଶାର ପ୍ରଥମ କରି (ପିଭିଟିଜି), ବିଶେଷ ଭାବେ ପ୍ରଭାବିତ ଜନଜାତିଙ୍କ…
ବିଶ୍ଵ ହାତଧୁଆ ଦିବସ ପାଳିତ
ରାୟଗଡ଼(ଗୋପୀନାଥ ଗୌଡ଼): ରାୟଗଡ଼ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ପ୍ରତି ବିଦ୍ୟାଳୟରେ ବୁଧବାର ଦିନ ବିଶ୍ବ ହାତଧୁଆ ଦିବସ ପାଳିତ ହୋଇଛି । ଏହି ପରିପ୍ରେକ୍ଷୀରେ ଇନ୍ଦିରାନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଏହି ଦିବସ ପାଳନ ନିମନ୍ତେ…
ରାୟଗଡ଼ାରେ ଓରମାସ ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟିତ l
ରାୟଗଡ଼(ଗୋପୀନାଥ ଗୌଡ଼):ରାୟଗଡ଼ାର ସିଡିଓ -କମ-ଇଓ, ଜିଲ୍ଲା ପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ ଆଜି ପୂର୍ବାହ୍ନ ୧୧:୦୦ ଘଟିକାରେ ରାୟଗଡ଼ାର ଜନଜାତି ସେବା ଜଗତ କାର୍ଯ୍ୟାଳୟ ପରିସର, ଟ୍ରାଇବାଲ୍ ୱାର୍ଲ୍ଡ ସମ୍ମୁଖରେ ଓରମାସ, ଦୀପାବଳି ଉତ୍ସବ ଷ୍ଟଲର ଉଦଘାଟନ କରିଛନ୍ତି। ଏହି…
ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୁବ ରେଡକ୍ରସ୍, ଆଇ.ସି. ସି., ଓମେନସ୍ ସେଲ୍ ଓ ଛାତ୍ରୀନିବାସ ଦ୍ଵାରା “ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ” ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ସଭାପତିତ୍ବ କରିବା ସହ…
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ ଅନୁଷ୍ଠିତ
ରାୟଗଡା (ଗୋପୀନାଥ ଗୌଡ଼): ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍.ଏସ୍. ଗୋପାଳନ (ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ.…
ମୁନୁସ ପଦର ଗ୍ରାମ ପୁଣି ଚର୍ଚ୍ଚାରେ , କାଛୁ କୁଣ୍ଡିଆ ଭଳି ରୋଗରେ ଅନେକ ଶିଶୁ ଆକ୍ରାନ୍ତ।
ରାୟଗଡା (ଗୋପୀନାଥ ଗୌଡ଼): ପୁଣି ମୁନୁସ ପଦର ଗ୍ରାମର ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା କୁ ନେଇ ଚର୍ଚ୍ଚା କୁ ଆସିଛି। ଗତ ଏକ ଵର୍ଷ ପୂର୍ବେ ଏଠାରେ ଡ଼ିପଥେରିଆରେ ରୋଗରେ ଆକ୍ରାନ୍ତ ହୋଇଛି ୫ ଜଣ ଶିଶୁ ମୃତ୍ୟୁ ଵରଣ…
ସିଆର୍ପି.ସିଏମ୍ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ଦାବିପତ୍ର
ରାୟଗଡ଼ା(ଗୋପୀନାଥ ଗୌଡ଼): ଅଲ୍ ଓଡ଼ିଶା ସିଆର୍ପି.ସିଏମ୍. ଆସୋସିଏସନ ରାୟଗଡ଼ା ଜିଲ୍ଲା ଶାଖା ସଭାନେତ୍ରୀ ଭାରତୀ ନାୟକ ଏବଂ ଜିଲ୍ଲା ସମ୍ପାଦିକା ହିରା ଦେବୀ ପ୍ରଧାନଙ୍କ ନେତୃତ୍ବରେ ରାୟଗଡ଼ା ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲାପାଳଙ୍କୁ ଏକ ଦାବୀ…
ମାଁ ମଝିଘରିଆଣୀଙ୍କ ମନ୍ଦିର ନବୀକରଣ ପାଇଁ ଭୂମିପୂଜନ।
ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ଉନ୍ନତି କରଣ ପାଇଁ ତତ୍କାକିନ ବିଜେଡି ସରକାର ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬ କୋଟି ଟଙ୍କା ମଞ୍ଜୁରୀ କରିଥିଲେ। ଆଜି ତାର ଶିଳାନ୍ୟାସ କରାଯାଇଛି। ପ୍ରଥମ…
