ରାୟଗଡ(ଗୋପୀନାଥ ଗୌଡ଼): ରାଜ୍ୟ ମୂତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସୁବ୍ରତ କୁମାର ପଣ୍ତା,ଭା.ପ୍ର.ସେ. ରାୟଗଡ ଜିଲ୍ଲାର କାଶିପୁର ବ୍ଲକର ତଳଝିରୀ ଗ୍ରାମ ପଞ୍ଚାୟତ ଗସ୍ତ କରିଥିଲେ । ନିର୍ଦେଶକ ଶ୍ରୀ ପଣ୍ଡା ସହିତ ରାୟଗଡ…
Category: ରାୟଗଡା
ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ।
ରାୟଗଡ଼ (ଗୋପୀନାଥ ଗୌଡ଼): ପଦ୍ମପୁର ଗ୍ରାମର ଜଣାଶୁଣା ଚାଷୀ ତଥା ଧର୍ମ ପରାୟଣ ବ୍ୟକ୍ତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ପରଲୋକ ଘଟିଛି। ଶାରୀରିକ ଅସୁସ୍ଥତା କାରଣରୁ ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସାଧିନ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ…
ଜି ସି ଡ଼ି (ଜିଲ୍ଲା) ହାଇସ୍କୁଲ ରେ ସଂସ୍କୃତ ଦିବସ ପାଳିତ
ରାୟଗଡା (ଗୋପୀନାଥ ଗୌଡ଼): ଜି ସି ଡ଼ି (ଜିଲ୍ଲା) ହାଇସ୍କୁଲରେ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟବକ୍ତା ଭାବେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ମ. ମୁରଲୀ ଯୋଗ ଦେଇ ସଂସ୍କୃତ ଶିକ୍ଷାର ମହତ୍ତ୍ଵ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ…
ଜ୍ଞାନ ପ୍ରକାଶ ଅନୁଷ୍ଠାନ ପକ୍ଷରୁ ରାୟଗଡ଼ାରେ ବର୍ଷା କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ
ରାୟଗଡ଼ା (ଗୋପୀନାଥ ଗୌଡ଼):ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଜ୍ଞାନ ପ୍ରକାଶ ତରଫରୁ, ଶିକ୍ଷା, ସମାଜ, ସଂସ୍କୃତି ଏବଂ ସାହିତ୍ୟର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବେଳେ ରାୟଗଡ଼ାର ସ୍ଥାନୀୟ ବିବେକାନନ୍ଦ ବିଦ୍ୟାମନ୍ଦିର ଠାରେ , ବର୍ଷା କବିତା ଆସର ଅନୁଷ୍ଠିତ ହୋଇଯାଇଛି l…
“ଇମାନୀ ନୃତ୍ୟକଳା କେନ୍ଦ୍ର”ର ଭବ୍ୟ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି
ରାୟଗଡା (ଗୋପୀନାଥ ଗୌଡ଼): ରାୟଗଡା ସହରର ସାହିତ୍ୟ-ସଂସ୍କୃତିକ ଦୃଶ୍ୟପଟରେ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ “ଇମାନୀ ନୃତ୍ୟକଳା କେନ୍ଦ୍ର”ର ଭବ୍ୟ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି ।ଏହି ସଂସ୍ଥାକୁ ଶ୍ରୀମତୀ ଇମାନୀ ଶତପଥୀ ପରିଚାଳନା କରୁଥିବା ବେଳେ, ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବେ ଓଡିଶା ସଙ୍ଗୀତ…
ବାଲୁଙ୍କେଶ୍ବର ମନ୍ଦିରରେ ଦୁଇ କିଲୋ ଚାନ୍ଦିର ପଞ୍ଚମୂଖି ସର୍ପ ସ୍ଥାପନ।
ରାୟଗଡା (ଗୋପୀନାଥ ଗୌଡ଼): ବ୍ରାହ୍ମଣ ସାହିସ୍ଥିତ ପି.ଏଚ.ଡ଼ି ନିକଟରେ ଥିବା ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିରରେ ଦୁଇ କିଲୋ ଓଜନର ସର୍ପ ସ୍ଥାପନ କରଯାଇଛି। ନବ ନିର୍ମିତ ବାଲୁଙ୍କେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଫେବୃୟାରୀ ମାସରେ ଆରମ୍ଭ ହୋଇଥିଲା। କ୍ରମାଗତ ଭାବରେ ମନ୍ଦିର…
ରକ୍ତ ଦାନ ମହତ ଦାନ
ରାୟଗଡ଼ (ଗୋପୀନାଥ ଗୌଡ଼): ରକ୍ତ ଦାନ ମହତ ଦାନ ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ଼ ଜିଲ୍ଲା “ସମ୍ବାଦ” ଖବର କାଗଜ ଜିଲ୍ଲା ପ୍ରତିନିଧି ଶିବ ପ୍ରସାଦ ଦୋରା। ପିଲାବେଳୁ ଅନ୍ୟର ଦୁଃଖ କଷ୍ଟକୁ ଦେଖି ସମ୍ଭାଳି ପାରନ୍ତି ନାହିଁ ଶ୍ରୀ…
ପୋଲ ସାଜିଛି ପାର୍କିଂ ଏରିଆ
ରାୟଗଡ଼ା (ଗୋପୀନାଥ ଗୌଡ଼): ରାୟଗଡ଼ା ସହରରେ ପାର୍କିଂ ବ୍ୟବସ୍ଥା ର ସୁଧାର ଆସି ପାରୁ ନାହିଁ। ବିଶେଷ କରି ପ୍ରମୁଖ ତୀର୍ଥ ସ୍ଥଳ ମା ମାଝୀ ଘରିଆଣୀ ମନ୍ଦିର କୁ ଆସୁ ଥିବା ପର୍ଯ୍ୟଟକ ଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ନାହିଁ।…
ଭକ୍ତି ଏବଂ ଦାନର ଅଭାବ ନାହିଁ, ଭକ୍ତଙ୍କୁ ସେବା ଯୋଗାଉନି ମନ୍ଦିର ପ୍ରଶାସନ
ରାୟଗଡା (ଗୋପୀନାଥ ଗୌଡ଼): ଭକ୍ତିରେ ଡାକିଦେଲେ ରାୟଗଡାର ଅଧିଷ୍ଟ୍ରାତ୍ରୀ ଦେବୀ ମା ମଝିଘରିଆଣୀ ଭକ୍ତର ଡାକ ଶୁଣନ୍ତି ସେଥିପାଇଁ ମାଁଙ୍କ ଉପରେ ଭକ୍ତର ଅଗାଢ଼ ବିଶ୍ବାସ। ଏହି ବିଶ୍ବାସ ପାଇଁ ମାଁଙ୍କ ଦାନ ହୁଣ୍ଡିରେ କୋଟି କୋଟି ଟଙ୍କା ସହ ବହୁ…
ବିୟୁଟିସୀୟାନ ୱେଲଫେର ଏସୋସିଏସନ୍ ପକ୍ଷରୁ ଖାଦ୍ୟ ଓ ବସ୍ତ୍ର ବଣ୍ଟନ।
ରାୟଗଡା (ଗୋପୀନାଥ ଗୌଡ଼): ସେବା ହିଁ ପରମ୍ ଧର୍ମ! ଏହି ମୂଳ ମନ୍ତ୍ରକୁ ଆପଣେଇଛନ୍ତି ରାୟଗଡ ବିୟୁଟିସିୟାନ୍ ୱେଲଫେର ଏସୋସିଏସନ୍ ସଦସ୍ୟ ମାନେ। ଏହି ସଂଘର ସଭାପତି ଶ୍ରୀମତି ଲକ୍ଷ୍ମୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାୟଗଡ଼ ସହର ତୁମ୍ବିଗୁଡ଼ାସ୍ଥିତ ବୃଦ୍ଧାଶ୍ରମରେ ଖାଦ୍ୟ…