ନଳିନୀ ପଣ୍ଡା ପୁଣିଥରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଜଣାଶୁଣା ନାରୀନେତ୍ରୀ ନଳିନୀ ପଣ୍ଡାଙ୍କୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଲଗାତାର ଚତୁର୍ଥଥରପାଇଁ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଭାବେ ମନୋନୀତ କରାଯାଇଛି।…

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଜଳାନ୍ତକ ନିରାକରଣ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୁବର୍ଣ୍ଣପୁର ଠାରେ ଜଳାତଙ୍କ ରୋଗର ଆଶୁ ଚିକିତ୍ସା କେନ୍ଦ୍ର ଜିଲ୍ଲାପାଳ ଡ଼.ନୃପରାଜ ସାହୁ ଙ୍କ କରକମଳରେ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ସେ ସମସ୍ତ ଜନ ସାଧାରଣ ସୁବିଧା ରେ…

ସୋନପୁର ବ୍ଳକ ପକ୍ଷରୁ ଭୀମ ଭୋଇ ଖଲିଆପାଲି ଠାରେ ସ୍ବଚ୍ଛତା ଅଭିଯାନ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡ଼ିଶା ସରକାର ଙ୍କ ଓଡ଼ିଆ ପକ୍ଷ ପାଳନ ଅବସରରେ ଷଷ୍ଠ ଦିନରେ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକର ସ୍ବଚ୍ଛତା ଅଭିଯାନ ଅନୁଷ୍ଟିତ ହୋଇଥିବା ବେଳେ ସୋନପୁର ବ୍ଲକ ପକ୍ଷରୁ ଭୀମଭୋଇ ଙ୍କ ସମାଧି ପୀଠ…

କୁମାରକେଳି ସ୍କୁଲରେ ପରିବେଶ ସୁରକ୍ଷା କାର୍ଯକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକ୍‌ ଅନ୍ତର୍ଗତ କୁମାରକେଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ “ପରିବେଶ ସୁରକ୍ଷା କାର୍ଯକ୍ରମ” ଅନୁଷ୍ଠିତ ହୋଇଯାଇଛି। ‘ଦୟା ସରାବନି ଯୋଗ ଟ୍ରଷ୍ଟ’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ…

ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଓଡ଼ିଆ ପକ୍ଷ -୨୦୨୬ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗ, ସୁବର୍ଣ୍ଣପୁରର ମିଳିତ ଆନୁକୂଲ୍ୟରେ ସୋନପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସର ଠାରୁ ଏକ “ଓଡ଼ିଆ ଭାଷାରେ ନାମଫଳକ ଲେଖା ଅଭିଯାନ…

ବିଶ୍ୱ ନାଟ୍ୟ ଦିବସ ପାଳିତ ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ରଚିତ ନାଟକ “ବୃତ୍ତି” ପରିବେଷିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ବିଶ୍ୱ ନାଟକ ଦିବସ ଅବସରରେ ଗତ କାଲି ସୋନପୁର ସାହାରା ଟ୍ରଷ୍ଟ ହାଇସ୍କୁଲ ଠାରେ ନାଟ୍ୟ ଚକ୍ର ଅନୁଷ୍ଠାନ ପକ୍ଷରୁ ନାଟକ “ବୃତ୍ତି” ପରିବେଷଣ କରା ଯାଇଥିଲା l ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପ ରାଜ…

ଢେଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ “ଶିଶୁ ଝରନ୍” ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଜିଲ୍ଲା ଉଲୁଣ୍ଡା ବ୍ଲକ ଅଧୀନସ୍ଥ ଢେଲେଇ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବ “ଶିଶୁ ଝରନ୍” ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନ ଶିକ୍ଷକ ଡ. ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଉଲୁଣ୍ଡା ବ୍ଲକ ଅତିରିକ୍ତ…

ଜିଲ୍ଲା ମତ୍ସ୍ୟ ଵିଭାଗ ପକ୍ଷରୁ ଦୁଇ ଦିନିଆ ତାଲିମ୍ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ,ପିଡି ମୃତ୍ତିକା ସଂରକ୍ଷଣ ବିଭାଗ ର କିଶୋର ଚନ୍ଦ୍ର ବେହେରା,…

ବୀରମହାରାଜପୁର ନବମ ଲୋକ ମହୋତ୍ସବ ମାଲେଶ୍ରୀ-୨୦୨୬ ର ଦ୍ଵିତୀୟ ସଂଧ୍ୟା

ସୁବର୍ଣ୍ଣପୁର ( ଶାନ୍ତନୁ କୁମାର କର୍ଣ୍ଣ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସ୍ତରୀୟ ନବମ ଲୋକ ମହୋତ୍ସବର ଶନିବାର ଦ୍ବିତୀୟ ସଂଧ୍ୟାରେ ପହଞ୍ଚିଛି l ବୀରମହାରାଜପୁର ଉପଜିଲ୍ଲାପାଳ ତଥା ଲୋକ ମହୋତ୍ସବ କମିଟିର ଅଧ୍ୟକ୍ଷ ସୁରେନ୍ଦ୍ର ମେହେର ଙ୍କ ସଭାପତିତ୍ବ…

ପରିବେଶ ପ୍ରେମୀ ଡ଼. ଯୁଧିଷ୍ଠିର ଖମାରୀ ଙ୍କ ଦ୍ୱାରା ପକ୍ଷୀ ଶାବକ ଉଦ୍ଧାର

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ)ବର୍ତମାନ ସମୟରେ ପଶୁ ପକ୍ଷୀ ଙ୍କର ପ୍ରାକୃତିକ ପରିବେଶ ନଷ୍ଟ ହେବାକୁ ବସିଲାଣି । ସେମାନେ ନିଜର ବାସ ହରାଉଛନ୍ତି ଦିନକୁ ଦିନ । କେବେ ବସାରୁ ଅଣ୍ଡା ଖସି ଯାଉଛି ତ କେବେ ଉପଯୁକ୍ତ ପରିବେଶ ନ…

error: Content is protected !!
Powered by Joinchat