ଜିଲ୍ଲାର ଯୋଗ ଶିକ୍ଷକ ମାନକୁ ନେଇ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ):ସୁବର୍ଣ୍ଣପୁର ଜିଲ୍ଲାର ସଦର ସ୍ମାର୍ଟ ପାର୍କ ରେ ପତଞ୍ଜଳି ଯୋଗ ପୀଠ ହରିଦ୍ଵାର ର ନିର୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଯୋଗ ଶିକ୍ଷକଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଟିତ ହୋଇ ଯାଇଛି । ଏହି ଶିବିର କୁ…

୨୦ ତମ ପାତାଳୀ ମହୋତ୍ସବର ଉଦଯାପନୀ ଦିବସ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲାଏ ଠାରେ ଚାଲିଥିବା ୨୦ ତମ ପାତାଳୀ ମହୋତ୍ସବରେ ବିଜୟ ମେଣ୍ଡଲି ଓ କେଦାର ଦାସ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାତାଳୀ ସେନା, ଚାଷୀ ବଂନ୍ଧୁ ଏଗ୍ରିକଲଚର ପ୍ରଡୁଶର…

ପାତାଳି ଶ୍ରୀକ୍ଷେତ୍ର ଠାରେ ଚାଲିଥିବା ୨୦ତମ “ପାତାଳୀ ମହୋତ୍ସବ-୨୦୨୫” ଉଦଯାପିତ 

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ର ଆଜି ଉଦଯାପିତ ହୋଇଯାଇଛି । ଦୀର୍ଘ ସାତ ଦିନ ଧରି ଚାଲିଥିବା…

ଜୟପୁରରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ଜୟପୁରରେ ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ଅବସରରେ ମଙ୍ଗଳବାର ସକାଳୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଅଷ୍ଟପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଥିଲା l…

ଅଲ୍ ଇଣ୍ଡିଆ ରାମଧୁନ କପ ଫୁଟବଲ୍ ପାଇଁ ଫ୍ରାଞ୍ଚାଇଜ୍ ମିଟ୍

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ) :ସ୍ଥାନୀୟ ହୋଟେଲ ମୁନ ଠାରେ ସୋନପୁର ରମଧୁନ କ୍ଲବ୍ ପକ୍ଷ ରୁ ୧୬ତମ ସର୍ବଭାରତୀୟ ରାମଧୁନ କପ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଏକ ଫ୍ରାଞ୍ଚାଇଜ୍ ମିଟ ଅନୁଷ୍ଟିତ ହୋଇଯାଇଅଛି l ଆଠ ଗୋଟି ଫ୍ରାଞ୍ଚାଇଜ ମାନଙ୍କୁ…

ସର୍ବଭାରତୀୟ ପୋଲିସ ଜୋନାଲ୍ କ୍ରିକେଟ ଓଡ଼ିଶା ଟିମରେ ସୁବର୍ଣ୍ଣପୁରର ପୁରୁଷୋତ୍ତମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆସନ୍ତା ୪ ତାରିଖରେ ଆସାମ ରାଜ୍ୟର ଗୌହାଟି ଠାରେ ହେବାକୁ ଥିବା ଭାରତୀୟ ପୋଲିସ ଜୋନାଲ କ୍ରିକେଟ ଟୁର୍ନାମେଣ୍ଟ ରେ ଓଡିଶା ରାଜ୍ୟ ପୋଲିସ ଦଳରେ ସୁବର୍ଣ୍ଣପୁର ଜିଲ୍ଲା ପୋଲିସର ବି. ପୁରୁଷୋତ୍ତମ ପାତ୍ର (ପୁରୁ…

ପାତାଳୀ ମହୋତ୍ସବ-୨୦୨୫ର ଆଜି ତୃତୀୟ ଦିନ : ପଦ୍ମ ମୁଖ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଶ୍ରୀ ପାତାଳୀ କ୍ଷେତ୍ର କୋଟସମଲାଇ ରେ ଚାଲିଥିବା ୨୦ତମ ପାତାଳୀ ମହୋତ୍ସବ ଆଜି ତୃତୀୟ ଦିନରେ ପହଞ୍ଚିଛି। ଆଜି ଶ୍ରୀଜୀଉଙ୍କ ପଦ୍ମ ମୁଖ ବେଶ ଦର୍ଶନ କରି…

ସୁବଳୟା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସ୍ଵର୍ଣ୍ଣଲତା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ…

ରଘୁନାଥ ହାଇସ୍କୁଲ ମୁର୍ଷୁଣ୍ଢୀ ର ବାର୍ଷିକ ଉତ୍ସବ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ମୁର୍ଷୁଣ୍ଢୀ ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ କାଳିଆ କର୍ମୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ…

ଖୁଣ୍ଟୁଲାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ କ୍ଲଷ୍ଟରର ଖୁଣ୍ଟୁଲାପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପ୍ରଧାନ ଶିକ୍ଷୟତ୍ରୀ ଇନ୍ଦିରା ସମର୍ଥ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ସରପଞ୍ଚ…

error: Content is protected !!
Powered by Joinchat