ଦ୍ଵିତୀୟ ସୁବର୍ଣ୍ଣ ସମ୍ବଲ ଦେଉଳଝରୀ ମହୋତ୍ସବ-୨୦୨୪ ଉଦଯାପିତ

ସୁବର୍ଣ୍ଣପୁର(ଶାନ୍ତନୁ କୁମାର କର୍ଣ୍ଣ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପିଠ ଠାରେ ସୁବର୍ଣ୍ଣ ସମ୍ବଲ ମହୋତ୍ସବ ଅବସରରେ ରୁମକୁଝୁମନା ତରଫରୁ ପ୍ରବଚନ ଓ ଭଜନ ଅନୁଷ୍ଠିତ ହୋଇଯାଇଛି । ସଂଗୀତ ନିର୍ଦେଶକ ଶାଶ୍ୱତ କୁମାର ତ୍ରିପାଠୀ…

ମଡେଲ ବସଷ୍ଟାଣ୍ଡ ଶୀଘ୍ର ନିର୍ମାଣ ପାଇଁ ଜିଲ୍ଲାପାଳଙ୍କୁ ଦାବୀପତ୍ର ଦେଲା ଘରୋଇ ବସ ମାଲିକ ସଂଘ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ସଭାପତି ଦୀପକ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ବସ୍ ମାଲିକ ପୁରୁଣା ବସଷ୍ଟାଣ୍ଡରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରିବାକୁ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଏକ ସ୍ମାରକୀ ପତ୍ର ପ୍ରଦାନ…

ସୋନପୁରରେ ଚିତ୍ରଗୁପ୍ତ ପୂଜା ମହା ସମାରୋହରେ ପାଳିତ

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ଆନୁକୁଲ୍ୟରେ କରଣ ସମାଜର ଇଷ୍ଟଦେବ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୁଙ୍କ ପୁଜା ଓ ଜିଲ୍ଲା କରଣ ସମାଜର ବାର୍ଷିକ ଉତ୍ସବ ଗତ କାଲି ମହାସମାରୋହରେ ଚିତ୍ରଗୁପ୍ତ କଲ୍ୟାଣ…

ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୂର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ। ଠାରେ ଜଙ୍ଗଲ ଓ ପରିବେଶ ବିଭାଗ ଆହ୍ୱାନରେ ଇକୋ କ୍ଲବ ତରଫରୁ ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ…

ବୋଲେରୋ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ସୁବର୍ଣ୍ଣପୁର (ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ):ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ‌ ସୁବଳୟା ଥାନା ଅନ୍ତର୍ଗତ ଟେଭାପଦର ବୁଲାଣି ରାସ୍ତାରେ ରବିବାର ସକାଳୁ ଏକ ବୋଲେରୋ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ ଟେଭାପଦର…

ସୁବର୍ଣ୍ଣ ସମ୍ବଳ ମହୋତ୍ସବରେ ବଲାଙ୍ଗୀର ତହଁକ କୁଟୁମ୍‌ର କୋସଲି କବିତା ଆସର

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ ଦେଉଳଝରି ସିଦ୍ଧେଶ୍ଵର ପୀଠ ଠାରେ ସୁବର୍ଣ୍ଣ ସମ୍ବଳ ମହୋତ୍ସବ ଅବସରରେ ତହଁକ କୁଟୁମ୍‌ ତରଫରୁ ଏକ କୋସଲି କବିତା ଆସର ଅନୁଷ୍ଠିତ ହୋଇଯାଇଛି । କବୟତ୍ରୀ…

ଆଲୋକର ପର୍ବ ଦୀପାବଳୀକୁ ଭିନ୍ନ ଢଙ୍ଗରେ ପାଳନ କଲେ ସ୍ବେଛାସେବୀ ସଂଗଠନ

ସୁବର୍ଣ୍ଣପୁର (ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ ): ଆଜି ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳୀ l ଏହି ଆଲୋକର ପର୍ବ ଦୀପାବଳୀକୁ ଦିବ୍ୟାଙ୍ଗ ତଥା ନିସହାୟ ଲୋକ ମାନଙ୍କ ସହ ପାଳନ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର କିଛି ସ୍ବେଛାସେବୀ ସଂଗଠନ…

ସୁବର୍ଣ୍ଣପୁରର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣ ମହାକାଳୀ ପୀଠରେ କାଳୀ ପୂଜା ଓ ଚଣ୍ଡିଯଜ୍ଞ ଅନୁଷ୍ଠିତ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁରାତନ ମା ମହାକାଳୀ ପୀଠରେ ଧୁମଧାମରେ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ସକାଳ ୧୦ ଟା ବେଳେ ଘଣ୍ଟ ବାଦ୍ୟ ସହ ବାଜା…

ଅଦିତି କଲେଜରେ ନିଶା ମୁକ୍ତି ଭାରତ ଅଭିଯାନ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ): ସୁବର୍ଣ୍ଣପୁର ଜିଲ୍ଲା ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ବିଦ୍ୟାଳୟ ଠାରେ ଅଧ୍ୟକ୍ଷା ଶ୍ରୀମତୀ ଲିଖିତା ପଟ୍ଟନାୟକ ଙ୍କ ସଭାପତିତ୍ଵ ରେ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କୁ ନେଇ ନିଶା ମୁକ୍ତି…

ଦୀପାବଳି ଅବସରରେ ଓରମାସ ତରଫରୁ ଖୋଲିଲା ଗ୍ରାମୀଣ ବଜାର ଷ୍ଟଲ

ସୁବର୍ଣ୍ଣପୁର (ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ ):ଚଳିତ ଦୀପାବଳି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ଓରମାସ ତରଫରୁ ଦୀପାବଳି ଉପକରଣ ସମାହାରକୁ ନେଇ ସ୍ଥାନୀୟ ବ୍ଲକ ଛକ ଠାରେ ଗ୍ରାମୀଣ ଉତ୍ପାଦର ଟେରାକୋଟା ଷ୍ଟଲ ଖୋଲାଯାଇଛି। ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା…

error: Content is protected !!