ଅନୁଗୋଳ (ଅଜିତ କୁମାର ଭୋଇ) : ସର୍କିଟ ହାଉସ ସଭା କକ୍ଷରେ ଅନୁଗୋଳ ମହୋତ୍ସବ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରିତିମୟ ଯୋଗ ଦେଇ ମହୋତ୍ସବର ବିଭିନ୍ନ ପ୍ରସ୍ତୁତି…
Category: ଅନୁଗୁଳ
ଉଦଘାଟନୀ ଉତ୍ସବରେ ମୂଖ୍ୟଅତିଥି ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ
ଅନଗୁଳ (ଅଜିତ କୁମାର ଭୋଇ) ଆଗାମୀ ଏପ୍ରିଲ୍ ୨୬ ତାରିଖ ରେ ଅନୁଗୁଳ ମହୋତ୍ସବ ର ଉଦଘାଟନୀ ଉତ୍ସବ ରେ ମୂଖ୍ୟଅତିଥି ଭାବେ ଯୋଗଦେବାକୁ ନେଇ ଓଡ଼ିଶାର ମାନ୍ଯବର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଭୁବନେଶ୍ବର ଲୋକସେବା ଭବନରେ…
ଅନୁଗୁଳ ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ମଶାଲ ଶୋଭାଯାତ୍ର
ଅନୁଗୋଳ (ଅଜିତ କୁମାର ଭୋଇ) :ଚଳିତ ମାସ ୨୬ ତାରିଖରୁ ୨୮ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଜିଲ୍ଲା ମହୋତ୍ସବ ଆୟୋଜନ ହେବାକୁ ଥିବା ବେଳେ ଆଜି ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସଂସ୍କୃତି ପରିଷଦର ପୌରହିତ ରେ ମହୋତ୍ସବ…
ତାଳଚେର ରାଜା ସାହେବ ଶ୍ରୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେଵଙ୍କ ପରଲୋକ
ଅନୁଗୋଳ (ଅଜିତ କୁମାର ଭୋଇ) : ମା ହିଙ୍ଗୁଳାଙ୍କ ଆଦ୍ୟ ସେବକ ଓ ତାଳଚେର ରାଜା ତଥା ସମାଜସେବୀ ରାଜେନ୍ଦ୍ର ଚନ୍ଦ୍ର ବୀରବର ହରିଚନ୍ଦନ ଦେବଙ୍କ ସୋମବାର ଅପରାହ୍ଣରେ ପରଲୋକ ହୋଇଯାଇଛି। ରାୟପୁରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ…
ଅନୁଗୋଳ ଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ-ଖୋର ଶୁଭ ଉନ୍ମୋଚନ
ଅନୁଗୋଳ (ଅଜିତ କୁମାର ଭୋଇ) : ପିଏମ ଶ୍ରୀ ଅନୁଗୋଳ ସରକାରୀ ଉଚ୍ଚ ବିଦ୍ୟାଳୟ ଅନୁଗୋଳ ଠାରେ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋ-ଖୋ ର ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୂରଜ ଙ୍କ ଦ୍ଵାରା ଶୁଭ ଉନ୍ମୋଚନ ଜିଲ୍ଲା କାର୍ଯ୍ୟାଳୟ ଠାରେ…
ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ
ଅନୁଗୋଳ(ଅଜିତ କୁମାର ଭୋଇ) : ବିଧାନସଭା ସ୍ତରୀୟ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଅନୁଗୁଳର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଯଯାତି ପଟ୍ଟନାୟକ, ବିଜେପି ନେତା ଶ୍ରୀଯୁକ୍ତ ଦିଲୀପ ପ୍ରଧାନ ଓ ଅନ୍ୟ…
ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଅନୁଗୋଳ ଜିଲ୍ଲା ମହୋତ୍ସବ
ଅନୁଗୋଳ (ଅଜିତ କୁମାର ଭୋଇ) : ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ କରାଯିବ। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ତାରିଖରେ…
ବୃଦ୍ଧଙ୍କୁ ଦଳିଦେଲା ଦନ୍ତା ହାତୀ
ଅନୁଗୋଳ (ଅଜିତ କୁମାର ଭୋଇ ): ବିଗତ ସମୟରେ ଅନୁଗୋଳ, ମୟୁରଭଞ୍ଜ, କେନ୍ଦୁଝର ଭଳି ଅନେକ ଜିଲ୍ଲାରେ ହାତୀ ଙ୍କ ପ୍ରାଦୁର୍ଭାବ ବଢ଼ି ଯାଇଛି। ନିଧଡ଼କ ଜଙ୍ଗଲ କଟା ଏହାର ମୁଖ୍ୟ କାରଣ। ଅନେକ ଧନ ଜୀବନ ନଷ୍ଠ ହେଲାଣି। ଖଞ୍ଜା…
ନିରୁପାୟ ହୋଇ ବେସରକାରୀ ଚିକିତ୍ସାଳୟ ମୁହାଁ ହେଉଛନ୍ତି ରୋଗୀ
ଅନୁଗୋଳ (ଅଜିତ କୁମାର ଭୋଇ): ନୂତନ ସରକାର ଆସିବା ପରେ ରାଜ୍ୟ ରାଜ୍ୟ ରେ ଉନ୍ନତ ଚିକିତ୍ସା ପାଇଁ ଯୋଜନା ହେଉଥିବା ବେଳେ ସରକାରୀ ଚିକିତ୍ସାଳୟ କର୍ମଚାରୀଙ୍କ ଅତ୍ୟାଚାର ବଢିଚାଲିଛିଏଭଲି ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଅନେକ…
ନାରୀ ନିର୍ଯାତନା ବିରୋଧରେ ଅନୁଗୋଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ
ଅନୁଗୋଳ (ଅଜିତ କୁମାର ଭୋଇ ): ରାଜ୍ୟରେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିଶେଷ କରି ଗଣଧର୍ଷଣ, ହତ୍ୟା, ଅପହରଣ, ନାବାଳିକା ମାତୃତ୍ବ ଆଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିପଳ ହୋଇଥିବା ବିଜେପିର ମୋହନ ମାଝି ସରକାରଙ୍କ ବିରୋଧରେ ଗତ କାଲି…
