ଅନୁଗୋଳ(ଅଜିତ୍ କୁମାର ଭୋଇ) :ଆଜି ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ ଅଖତର ଅଧ୍ୟକ୍ଷତାରେ ପାଳଲହଡା ବ୍ଳକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଆରକ୍ଷୀ ଅଧୀକ୍ଷକ ରାହୁଳ ଜୈନ ଯୋଗ ଦେଇଥିଲେ…
Category: ଅନୁଗୁଳ
ଜିଲ୍ଲାସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ, ଅନୁଗୁଳରେ ଉତ୍ସାହଜନକ ଭାବେ ସମାପ୍ତ
ଅନୁଗୁଳ (ଅଜିତ କୁମାର ଭୋଇ) : ଜିଲ୍ଲାର ବିଜୁ ପଟ୍ଟନାୟକ ସ୍ୱିମିଂ କମ୍ପ୍ଲେକ୍ସରେ ଏକ ଉତ୍ସାହପୂର୍ଣ୍ଣ ଜିଲ୍ଲା ସ୍ତରୀୟ ସ୍ୱିମିଂ ପ୍ରତିଯୋଗିତା ଅନୁଷ୍ଠିତ ହେଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ADM) ମି. ଉଦୟ କୁମାର ମହାପାତ୍ର…
ଆଜି ବି ମନରୁ ଲିଭିନି ସେଦିନର ସେହି କାଳ ରାତ୍ରୀର କରାଳ ରୂପ
ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ବି ମନରୁ ଲିଭିନି ସେଦିନର ସେହି କାଳ ରାତ୍ରୀ କରାଳ ରୂପ,ବାହାନଗା ଟ୍ରେନ ଟ୍ରାଜେଡି କୁ ବିତିଲା ଦୁଇ ବର୍ଷ।ସେହି ନିରୀହ ନିଷ୍ପାପ ଯାତ୍ରୀ ମାନଙ୍କ ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ମନେ ଆଜି ସେଦିନର ସେହି…
ଜିଲ୍ଲା ଏଡସ୍ ନିୟନ୍ତ୍ରଣ କମିଟି ବୈଠକ ଅନୁଷ୍ଠିତ
ଅନୁଗୋଳ (ଅଜିତ କୁମାର ଭୋଇ) : ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ଜିଲ୍ଲା ଏଡସ୍ ନିୟନ୍ତ୍ରଣ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମଦ୍ ଅଖତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାରେ ଏଚ୍ ଆଇ ଭି…
ସାବିତ୍ରୀ ଓଷାରେ ଫଳବଜାର ସହ ପୂଜାସାମଗ୍ରୀ ଦୋକାନରେ ଖଚାଖଚ୍ ଭିଡ଼
ଅନୁଗୋଳ/ତାଳଚେର(ଅଜିତ କୁମାର ଭୋଇ) : ଆଜି ସବିତ୍ରୀ ଅମାବାସ୍ୟା, ଏହି ଦିନରେ ସ୍ତ୍ରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳକାମନା ପାଇଁ ସାବିତ୍ରୀଙ୍କ ଉପବାସ । ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଫଳମୂଳରେ ମା’ଙ୍କର ପୂଜା କରାଯିବ । ସତ୍ୟବାନ୍ଙ୍କ ଠାରୁ ସାବିତ୍ରୀ ସମସ୍ତେ…
୧୩ତମ ଜିଲ୍ଲାସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ
ଅନୁଗୋଳ/ତାଳଚେର (ଅଜିତ କୁମାର ଭୋଇ): ତାଳଚେର ବ୍ଲକ ବିକ୍ରମପୁର ଭଞ୍ଜମଣ୍ଡପ ପରିସରରେ ଚାଲିଥିବା ୧୩ତମ ଅନୁଗୁଳ ଜିଲ୍ଲା କିରୋଗି ଓ ଷଷ୍ଠ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଅଛି । ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନଙ୍କ…
ପାଣି କିଣି ପିଉଛୁ,ସରକାରଙ୍କୁ ସମାଧାନ କରିବାକୁ ନିବେଦନ କଲେ ଗଡ଼ସନ୍ତ୍ରୀ ଗ୍ରାମବାସୀ
ଅନୁଗୁଳ (ଅଜିତ କୁମାର ଭୋଇ) : ପ୍ରଚଣ୍ଡ ରୌଦ୍ର ତାପରେ ଆଉଟୁ ପାଉଟୁ ହେଉଛନ୍ତି ଲୋକ। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପାଣି ସମସ୍ୟା ଉତ୍କଟ ହେବାରେ ଲାଗିଛି। କୁଆ ପୁଖରେ ଓ କୁଅ ପାଣି ଶୁଖି ପାନୀୟ ଜଳ ସଙ୍କଟ…
ତାଳଚେରରେ ‘ପରାକ୍ରମ ଶୋଭାଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ତାଳଚେର (ଅଜିତ କୁମାର ଭୋଇ ) : ‘ପରାକ୍ରମ ଶୋଭାଯାତ୍ରା’ ଦେଶପ୍ରୀତିର ନିଚ୍ଛକ ନିଦର୍ଶନ ବୋଲି ଶୁକ୍ରବାର ତାଳଚେରରେ ଆୟୋଜିତ ଏହି ଶୋଭାଯାତ୍ରା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ନାଗରିକ…
ଆଜି ତାଳଚେର ରେ କେନ୍ଦ୍ରମନ୍ତ୍ରି ଧର୍ମେନ୍ଦ୍ର ଙ୍କୁ ବିପୁଳ ସମ୍ବର୍ଦ୍ଧନା
ଅନୁଗୋଳ (ଅଜିତ କୁମାର ଭୋଇ): ତାଳଚେର ପୌରପରିଷଦ ପକ୍ଷରୁ ଆଜି କେନ୍ଦ୍ର ଶିକ୍ଷ୍ୟା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ଜଣାଇବା ସହିତ ସ୍ଵାଗତ କରାଯାଇଛି । ତାଳଚେର ପୌର ପରିଷଦ ର ଅଧକ୍ଷ ପବିତ୍ର ଭୂତିଆଙ୍କ…
ପ୍ରଥମ ସ୍ବତ ସ୍ବତନ୍ତ୍ର କମିଟି ବୈଠକ
ଅନୁଗୋଳ (ଅଜିତ କୁମାର ଭୋଇ): ସ୍ଥାନୀୟ ସର୍କିଟ ହାଉସ ସମ୍ମିଳନୀ କକ୍ଷଠାରେ ମହାନଦୀ କୋଇଲା ଖଣି ସଂସ୍ଥା (ଏମ୍. ଏମ୍.ସି.ଏଲ୍) ର ୧୪ ତମ ଥଇଥାନ ଓ ପାରିପାର୍ଶ୍ଵକ ଉନ୍ନୟନ ପରାମର୍ଶଦାତା କମିଟି (ଆରପିଡିଏସି)ର ଅନୁମୋଦନ କ୍ରମେ ପ୍ରଥମ ସ୍ବତନ୍ତ୍ର କମିଟି…
