ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ଅନୁଗୋଳ ( ଅଜିତ୍ କୁମାର ଭୋଇ) : ଗଡସନ୍ତ୍ରୀସ୍ଥିତ ନେହେରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗଡ଼ସନ୍ତ୍ରୀ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ସୌଦାମିନୀ ବଦୀୟ ଶୁଭାରମ୍ଭ କରିଥିଲେ। ଏହି ଶୋଭାଯାତ୍ରାରେ ବିଦ୍ୟାଳୟର ଅଧ୍ୟାପକ ,ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ସହିତ ସମସ୍ତ ଛାତ୍ର ଛାତ୍ରୀ ପାଞ୍ଚଶହ ଫୁଟ ଲମ୍ବ ତ୍ରିରଙ୍ଗା ପତାକାଧରି ନିକଟସ୍ଥ ଗ୍ରାମ ଗଡସନ୍ତ୍ରୀ ଗ୍ରାମ ପରିକ୍ରମା କରିବା ସହିତ ଘରେଘରେ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ । କ୍ୟାନାଡା ବ୍ୟାଙ୍କ ଅଧିକାରୀମାନେ ଉପସ୍ଥିତ ରହି ଶୋଭାଯାତ୍ରାଟିକୁ ପରିଚାଳନ କରିଥିଲେ

Leave a Reply

Your email address will not be published. Required fields are marked *

error: Content is protected !!