୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବ ଜିଲ୍ଲା ମହୋତ୍ସବ

ଅନୁଗୋଳ (ଅଜିତ କୁମାର ଭୋଇ): ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନଧରି ଅନୁଗୋଳ ଷ୍ଟାଡିୟମ ଠାରେ ଜିଲ୍ଲା ମହୋତ୍ସବ ଆୟୋଜନ ହେବ। ଜିଲ୍ଲା ମହୋତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ଚଳିତ ମାସ ୨୨ ତାରିଖରେ ଆୟୋଜନ…

ଅଗ୍ନିରୂପାଙ୍କ ଆଗମନରେ ହିଙ୍ଗୁଳା ପୀଠ ଚଳଚଞ୍ଚଳ ଲୋକାରଣ୍ୟ ହିଙ୍ଗୁଳା ପୀଠ

ତାଳଚେର(ଅଜିତ କୁମାର ଭୋଇ):ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୨୧ତମ ଲୋକ ମହୋତ୍ସବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ଆଜିଠାରୁ ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ବର୍ଷ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ ବା ବିଷ୍ଣୁ…

କୁଲାଡ଼ ରେ ୨୭ତମ ମଙ୍ଗଳା ମୋହତ୍ସବ

ଅନୁଗୋଳ/କୁଲାଡ଼(ଅଜିତ କୁମାର ଭୋଇ): କୁଲାଡ଼ର ଅଧିଷ୍ଠାତ୍ରୀ ଦେବି ମା ମଙ୍ଗଳା ଙ୍କର 27ତମ ମୋହତ୍ସବ ଅନୁଷ୍ଠିତ ହୋଇ ଅଛି, ଏଥିରେ କୁଲାଡ଼ ଗ୍ରାମର ସମସ୍ତ ଯୁବ ବର୍ଗ ଙ୍କୁ ନେଇକି ଆୟୋଜନ କରାଯାଇଥଏ, ବହୁ ଦୂର ଦୁରାନ୍ତ ରୁ ଭକ୍ତ ଆସି…

ଜିଲ୍ଲା ପରିଷଦର ୫୯ତମ ସାଧାରଣ ବୈଠକ ଅନୁଷ୍ଠିତ ।

ଅନୁଗୋଳ (ଅଜିତ କୁମାର ଭୋଇ) : ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ୫୯ତମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି…

ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ(ଅଜିତ କୁମାର ଭୋଇ) : ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କିଶୋରନଗର ବ୍ଲକ୍ କାର୍ଯ୍ୟାଳୟ ଠାରେ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜନଶୁଣାଣି ଶିବିରରେ ସମୁଦାୟ ୩୧ଟି ଅଭିଯୋଗ ଗ୍ରହଣ…

“ଓଡ଼ିଆ ପକ୍ଷ” ପାଳନ ଅବସରରେ ଐତିହ ସ୍ଥଳୀ ଓ ଦେବସ୍ଥଳୀରେ ସ୍ୱଚ୍ଛତା ଅଭିଯାନ ଆୟୋଜିତ।

ଅନୁଗୋଳ (ଅଜିତ କୁମାର ଭୋଇ) : ଓଡ଼ିଶାର ସାଂସ୍କୃତିକ ଗୌରବ ଓ ଭାଷାକୁ ସମ୍ମାନ ଦେବା ଲାଗି “ଓଡ଼ିଆ ପକ୍ଷ” ପାଳନ ଅବସରରେ ଆଜି ଷଷ୍ଠ ଦିବସରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପର୍ଯଟନ ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ…

ଅନୁଗୋଳ ଜିଲ୍ଲା ପ୍ରଶାସନ ଦ୍ୱାରା ଓଡିଆ ପକ୍ଷ ପାଳନ

ଅନୁଗୋଳ (ଅଜିତ କୁମାର ଭୋଇ): ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ, ଅନୁଗୋଳ ଏବଂ ଜିଲ୍ଲା ପ୍ରଶାସନ, ଅନୁଗୋଳଙ୍କ ମିଳିତ ସହଯୋଗରେ ଓଡିଆ ପକ୍ଷ ପାଳନ ଅବସରରେ ସମସ୍ତ ଦୋକାନ ବଜାର ଓ ବାଣିଜ୍ୟ ପ୍ରତିଷ୍ଠାନ ମାନଙ୍କର ନାମ ଫଳକ ଓଡିଆ ଭାଷାରେ…

ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ବେଶ ଉତ୍ସାହର ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି

ଅନୁଗୁଳ( ଅଜିତ କୁମାର ଭୋଇ): ଓ.ପି. ଜିନ୍ଦଲ ସ୍କୁଲ ପରିସରରେ ବେଶ ଉତ୍ସାହର ସହ ଉତ୍କଳ ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ସାମୁହିକ ଭାବେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ…

ଜାତୀୟ ରାଜପଥର ବେପରୁଆ ମନୋଭାବ ପାଇଁ ଅଞ୍ଚଳରେ ବାରମ୍ବାର ଘଟିଚାଲିଛି ଦୁର୍ଘଟଣା

ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଦୁଇ ପାର୍ଶ୍ବରେ ନିର୍ମିତ ମୁକୁଳା ଡ୍ରେନରେ ଏକ କାର ଦୁର୍ଘଟଣାର ଶିକାର ହୋଇଛି।ସୋଭାଗ୍ୟବଶତଃ ଜୀବନହାନୀ ରୁ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ସ୍ଵାମୀ ସ୍ତ୍ରୀ।…

ଚମ୍ପୁଆରେ ରାଷ୍ଟ୍ରୀୟ ନବବର୍ଷ ପାଳିତ

ଚମ୍ପୁଆ ( ପ୍ରଦୀପ ମହାନ୍ତ): ଚମ୍ପୁଆ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଚମ୍ପୁଆ ଖଣ୍ଡ ତରଫ ରୁ ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା ତିଥି ରେ ପାଳିତ ହେଉଥିବା ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଅତ୍ୟନ୍ତ…

error: Content is protected !!