ଡିସେମ୍ବର ୨୮ ରୁ ଜିଲ୍ଲା ଓ ଊପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫

ଅନୁଗୁଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା ଓ ଊପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା -୨୦୨୫ ଆସନ୍ତା ତା.୨୮.୧୨.୨୫ ରିଖ ଠାରୁ ତା.୧.୧.୨୦୨୬ ରିଖ ପର୍ଯ୍ୟନ୍ତ କିଶୋରନଗର ବର ପଡିଆ ଡିଗ୍ରୀ କଲେଜ ଠାରେ ଅନୁଷ୍ଠିତ ହେବ । ଏହି…

ଭାରତୀୟ ଯୋଗ ସଂସ୍ଥାନ ତୁରଙ୍ଗ କେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ଭାରତୀୟ ଯୋଗ ସଂସ୍ଥାନ ଅନୁଗୁଳ ଜିଲ୍ଲାର ତୁରଙ୍ଗ ଯୋଗ କେନ୍ଦ୍ରର ବାର୍ଷିକ ଉତ୍ସବ ସ୍ଥାନୀୟ ଓଡିଶା ବ୍ରିଗେଡ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇ ଯାଇଛି।ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ସାଧକ, ସାଧିକା, ସମସ୍ତ ଯୋଗ…

୨୬ ଗ୍ରାମ ବ୍ରାଉନ ସୁଗାର ସହ ଜଣେ ଅଭିଯୁକ୍ତ ଗିରଫ

ଅନୁଗୋଳ(ଅଜିତ କୁମାର ଭୋଇ): ସଦର ରେଞ୍ଜ ଅବକାରୀ ବିଭାଗ ପକ୍ଷରୁ ବିଶେଷ ସୂତ୍ରରୁ ଖବର ପାଇ ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଠାରୁ ୨୬ ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଥିଲା। ଉକ୍ତ ବ୍ୟକ୍ତି ଜଣଙ୍କ ବେଆଇନ୍…

ଶିଶୁ ବିବାହ ମୁକ୍ତ ଭାରତ ସ୍ୱପ୍ନ ସାକାର ହେବା ଏଵେ ସମ୍ଭବ

ଅନୁଗୋଳ(ଅଜିତ କୁମାର ଭୋଇ): ଅନୁଗୋଳ, ଢେଙ୍କାନାଳ ଓ ବୌଦ ଜିଲ୍ଲାରେ ସରକାରଙ୍କ ଶହେ -ଦିନିଆ ଅଭିଯାନକୁ ଆଗେଇ ନେଉଛି ବିଶ୍ୱ ଯୁବ କେନ୍ଦ୍ର। ଭାରତ ସରକାର ୨୦୩୦ ସୁଦ୍ଧା ଦେଶକୁ ଶିଶୁ ବିବାହମୁକ୍ତ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ। ଏହି ପ୍ରତିବଦ୍ଧତା…

ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୋଳ (ଅଜିତ କୁମାର ଭୋଇ): ଅନୁଗୋଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୪୦ଟି ଅଭିଯୋଗ ଗ୍ରହଣ କରାଯାଇଥିଲା ସେଥିମଧ୍ୟରୁ ୩୭ଟି ବ୍ୟକ୍ତିଗତ ଓ…

ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳକୁ “ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ”ରେ ସମ୍ମାନୀତ

ଅନୁଗୋଳ(ଅଜିତ କୁମାର ଭୋଇ) : ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସମାଜ ସେବୀ ସଂଗଠନ ଅସହାୟ ବନ୍ଧୁ ଫାଉଣ୍ଡେସନ, ଅନୁଗୋଳକୁ ରବିବାର ଯାଜପୁର ଜିଲ୍ଲାର ଛତିଆରେ ସମ୍ଭବ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ”ରାଜ୍ୟ ସ୍ତରୀୟ ସେବା ରତ୍ନ ସମ୍ମାନ”ରେ ସମ୍ମାନୀତ କରାଯାଇଥିଲା । ଏହି…

ଜିଲ୍ଲା ସ୍ତରୀୟ ପ୍ରଥମ ହରଡ କ୍ରୟ କମିଟି ବୈଠକ

ଅନୁଗୋଳ(ଅଜିତ କୁମାର ଭୋଇ): ଆଜି ଅପରାହ୍ନ ରେ ଜିଲ୍ଲା ସ୍ତରୀୟ ପ୍ରଥମ ହରଡ କ୍ରୟ କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଅବଦାଲ୍ ମୁହମ୍ମ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଅଧିକାରୀ ଶ୍ରୀ ଊମା ଶଙ୍କର ମିଶ୍ର…

ହାତ ତିଆରି ବନ୍ଧୁକ ସହ କାଟ୍ରିଜ୍ ଜବତ କଲା ବନ ବିଭାଗ

ଅନୁଗୋଳ (ଅଜିତ କୁମାର ଭୋଇ): ପ୍ରାୟ ରାତି ୯:୪୫ ସମୟରେ, ବନ୍ତଳା ରେଞ୍ଜର ରେଞ୍ଜ ଅଫିସର ଏବଂ କଞ୍ଜା ସେକ୍ସନ କର୍ମଚାରୀଙ୍କ ଦ୍ୱାରା ରାତ୍ରି ପାଟ୍ରୋଲିଂ ସମୟରେ, ଦଳ କଞ୍ଜା ସେକ୍ସନ ଏବଂ ନୂଆଖେତା ସେକ୍ସନ ମଧ୍ୟରେ ସୀମା ରେଖାରେ ଡ୍ୟୁଟିରେ…

ଅନଲାଇନ ସୁରକ୍ଷା ଓ ସାଇବର ଅପରାଧ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ

ଅନୁଗୋଳ (ଅଜିତ କୁମାର ଭୋଇ): ଆଜି ପୂର୍ବାହ୍ନରେ ବେଟି ବଚାଓ ବେଟି ପଢ଼ାଓ କାର୍ଯ୍ୟକ୍ରମ ଅଧୀନରେ ଏକ କର୍ମଶାଳା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ ମୁଖ୍ୟ ଅତିଥି ଭାବରେ…

ରେଡିଓଲୋଜି ଓ ପରମାଣବିକ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ନିମନ୍ତେ ବୈଠକ

ଅନୁଗୋଳ (ଅଜିତ କୁମାର ଭୋଇ): ସମ୍ଭାବ୍ୟ ରାସାୟନିକ, ଜୈବିକ, ରେଡିଓଲୋଜି ଓପରମାଣବିକ ଦୁର୍ଘଟଣାର ମୁକାବିଲା ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ଟେବୁଲ ଟପ୍ ଅଭ୍ୟାସ ବୈଠକ ତାଳଚେର ଊପଜିଲ୍ଲାପାଳ ଶ୍ରୀ ସମୀର କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଆଜି ପୁର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ…

error: Content is protected !!