କାର୍ଯ୍ୟରତ ନିର୍ବାଚନ ଅଧିକାରୀଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ

ନବରଙ୍ଗପୁର ଜିଲ୍ଲାର ଏକ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୂପେ କାର୍ଯ୍ୟରତ ଶ୍ରୀ ଅଲେଖ ରନ୍ଧାରୀ ନାମକ ଜଣେ କର୍ତ୍ତବ୍ୟରତ ପଞ୍ଚମ ପୋଲିଂ ଅଧିକାରୀଙ୍କର ଦୁର୍ଘଟଣାରେ ଦୁଃଖଦ ବିୟୋଗ ହୋଇଛି ।ସେ ଉମରକୋଟ ନିକଟରେ ଏକ ମର୍ମାନ୍ତୁତ ଦୁର୍ଘଟଣାର ସମ୍ମୁଖୀନ…

ଶ୍ରୀ କ୍ଷେତ୍ରରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି

ଅକ୍ଷୟ ତୃତୀୟା ରେ ଆଜ୍ଞାମାଳ ମିଳିବା ପର ଠାରୁ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି । ଆଜି ତୃତୀୟ ଦିନରେ ରଥ ଚକର ତୁମ୍ବ କାମ ଆରମ୍ଭ ହେଉଛି । ମୁଖ୍ୟ ମହାରଣା ସେବକ ଚି଼ହ୍ନ ଦେବା ପରେ…

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନିଜ ଭିଡ଼ିଓ ବାର୍ତା ରେ ଓଡିଆ ଅସ୍ମିତା ଓ ଅନ୍ୟାନ୍ୟ ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ଗତକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିବା ପରେ ବିଜେପି ପକ୍ଷରୁ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, ‘୨୦୨୦ର ଏକ ନ୍ୟାୟିକ ଘଟଣାକୁ…

ମେ’ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ

ଭୁବନେଶ୍ୱର: ୪ର୍ଥ ପର୍ଯ୍ୟାୟରେ ଓଡ଼ିଶାର ଚାରିଗୋଟି ସଂସଦୀୟ କ୍ଷେତ୍ର ଯଥା କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହିସବୁ କ୍ଷେତ୍ର ଅନ୍ତର୍ଗତ ୨୮ ଗୋଟି ବିଧାନସଭା ଆସନ ନିମନ୍ତେ ଚଳିତ ମାସ ୧୩ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ।…

ଜାତୀୟ ପତାକାକୁ ଅସମ୍ମାନ ଦେଖାଇଥିବା ପୁରୀ ରେଳବାଇ କର୍ମଚାରୀଙ୍କ ନାଁ ରେ ମକଦ୍ଦମା

ପୁରୀ:ଖବରରୁ ପ୍ରକାଶ ଯେ ଜାତୀୟ ପତାକାକୁ ଅସମ୍ମାନ ଅଭିଯୋଗରେ ରେଳ ବିଭାଗର ୬ ଜଣ ଅଧିକାରୀଙ୍କ ବିରୁଦ୍ଧରେ ଶୁକ୍ରବାର ମୋକଦ୍ଧମା ରୁଜୁ କରିଛି ରେଳବାଇ ପୁଲିସ। ସେମାନଙ୍କ ଉପରେ ଭାରତୀୟ ଦଣ୍ଡବିଧି ଆଇନର ଦଫା ୨୧୭ ସମେତ ଜାତୀୟ ସମ୍ମାନ ଆଇନର…

ନବୀନ ସରକାର ନ ଆସିଲେ ମୁଁ ରାଜନୀତିରୁ ସନ୍ୟାସ ନେଇଯିବି – ପାଣ୍ଡିଆନ

ପୂର୍ବଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ଚ୍ୟାଲେଞ୍ଜ କରି ଶ୍ରୀ ପାଣ୍ଡିଆନ କହିଥିଲେ ଯେ, ‘କେନ୍ଦ୍ରମନ୍ତ୍ରୀ ବହୁତ ବଡ଼ ବଡ଼ କଥା କହୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଛନ୍ତି । ୧୦ ବର୍ଷ ମଧ୍ୟରେ ସାମାନ୍ୟ ଗୋଟେ…

ବାଣ ପ୍ରସ୍ତୁତି ସମୟରେ ବିସ୍ଫୋରଣ

ଖୋର୍ଦ୍ଧା : ବାଣ ପ୍ରସ୍ତୁତି ସମୟ ରେ ବିସ୍ଫୋରଣ ଏମିତି ଏକ ଖବର ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନା ଆଞ୍ଚଳର ଲେଖନପୁର ଗାଁ ରେ ।ଘଟଣାରୁ ପ୍ରକାଶ ଗୌରାଙ୍ଗ ଚରଣ ପଟ୍ଟନାୟକ ଘରେ ବାଣ ଭିଡୁଥିବା ସମୟ ବିସ୍ଫୋରଣ ହୋଇଥିଲା…

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସହିତ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ବୈଠକ

ଭୁବନେଶ୍ୱର :ଖୋର୍ଦ୍ଧା ଜିଲ୍ଲାରେ ପୁର୍ବାନ୍ହ 11.00 ଘଟିକା ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧ୍ୟକ୍ଷତା ରେ ଏବଂ ପର୍ଯ୍ୟବେକ୍ଷକ ମାନଙ୍କ ଉପସ୍ଥିତିରେ ନିର୍ବାଚନ ସଂକ୍ରାନ୍ତିୟ ଏକ ବୈଠକ ଅନୁଷ୍ଠିତହୋଇଯାଇଛି। ପର୍ଯ୍ୟବେକ୍ଷକମାନେ ନିର୍ବାଚନ ସଂକ୍ରାନ୍ତିୟ ବିଭିନ୍ନ ଵିଷୟରେ ଯଥା ପୋଲିଂ ବୁଥ…

କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ବସ୍ତି , ମିଳିଲା ଜାମିନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି ।ଆଜି ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ ପ୍ରଚାର ପାଇଁ…

ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ଓ ଏହାର ଇତିହାସ

ଶ୍ରୀ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ୧୨ ମାସରେ ୧୩ ପର୍ବ ପାଳିତ ହୋଇଥାଏ। ସମସ୍ତ ପର୍ବ ମଧ୍ୟରେ ଚନ୍ଦଣାଯାତ୍ରା ର ସ୍ଥାନ ଅନନ୍ୟ।ପ୍ରଭୁପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ରୁ ରକ୍ଷା ପାଇବାପାଇଁ ଏହି ଯାତ୍ରା କରିଥାନ୍ତି।ଶ୍ରୀ ମନ୍ଦିରରେ ପାଳିତ ହେଉଥିବା ଦ୍ୱାଦଶ ପର୍ବ…

error: Content is protected !!