ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦୀର ର ୨୧ତମ ବାର୍ଷିକ କ୍ରୀଡା ମହୋତ୍ସବ ପାଳନ।

ରାୟଗଡ଼ (ଗୋପୀନାଥ ଗୌଡ଼) : ରାୟଗଡ଼ ସହର ରିଙ୍ଗ ରୋଡ ସ୍ଥିତ ସ୍ଵାମୀ ବିବେକାନନ୍ଦ ବିଦ୍ୟା ମନ୍ଦୀର ର ବାର୍ଷିକ କ୍ରୀଡା ମହୋତ୍ସବ ଅନୁଷ୍ଟିତ ହୋଇ ଯାଇଛି। ସ୍ଥାନୀୟ ଫାୟର ଷ୍ଟେସନ ପାଖ ଖେଳ ପଡିଆ ଠାରେ ୨୧ତମ ବାର୍ଷିକ କ୍ରୀଡ଼ା…

ପଲ୍ଲିଶ୍ରୀ ଖାଦ୍ୟ ମେଳା ରେ ବିଶେଷ ଆକର୍ଷଣ “କଂସ ଥାଳି”, “କୃଷ୍ଣ ଥାଳି” ଏବଂ “ଯଶୋଦା ଥାଳି”

ବରଗଡ (ମୁକୁନ୍ଦ ଦାସ): ୭୭ତମ ବିଶ୍ୱପ୍ରସିଦ୍ଧ ପବିତ୍ର ଧନୁଯାତ୍ରା ମହୋତ୍ସବ ଅବସରରେ ଓରମାସ ଏବଂ ଜିଲ୍ଲା ପ୍ରଶାସନ, ବରଗଡ଼ ର ମିଳିତ ପ୍ରଚେଷ୍ଟାରେ ଉତଘାଟିତ ହେଇଥିବା ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଚଳିତ ବର୍ଷ ଖାଦ୍ୟ ଷ୍ଟଲ ର ବେଶ ଚାହିଦା…

ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ଵର (ସମୀର ରଞ୍ଜନ ନାୟକ) : ରାଜ୍ୟସ୍ତରୀୟ ଡଃ ମନମୋହନ ସିଂହ ସ୍ମୃତି କମିଟି ପକ୍ଷରୁ ଆଦାହକ ଶ୍ରୀ ମାନସ ଚୌଧୁରୀଙ୍କ ପୌରହିତ୍ୟରେ ମଙ୍ଗଳବାର ଜୟଦେବ ଭଦନ (ଭୁବନେଶ୍ଵରଠାରେ) ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନଙ୍କ ପାଇଁ ରାଜ୍ୟସ୍ତରୀୟ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା…

ବିଜେପି ସାଙ୍ଗଠନିକ ନିର୍ବାଚନ,ମଣ୍ଡଳସଭାପତି ଭାବେ ଯୁବ ନେତୃତ୍ୱ ଙ୍କୁ ଦାୟିତ୍ୱ

ମୟୁରଭଞ୍ଜ/କରଞ୍ଜିଆ (ଜିତେନ୍ଦ୍ର ରାଜ): ଭାରତୀୟ ଜନତା ପାର୍ଟି ପଶ୍ଚିମ ମୟୁରଭଞ୍ଜ(ରାଇରଙ୍ଗପୁର)ସାଙ୍ଗଠନିକ ଜିଲ୍ଲା ର ମଣ୍ଡଳ ସଭାପତି ନିର୍ବାଚନ ଶେଷ ହେବା ପରେ ପ୍ରଥମ ପର୍ଯ୍ୟାୟ ରେ ୧୭ ଟି ମଣ୍ଡଳ ସଭାପତି ଙ୍କ ନାମ ଘୋଷଣା କରାଯାଇଛିଚଳିତ ଥରର ସାଙ୍ଗଠନିକ ନିର୍ବାଚନ…

ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ।

ରାୟଗଡ(ଗୋପୀନାଥ ଗୌଡ଼) : ରାୟଗଡ ଜିଲ୍ଲାପ୍ରଶାସନ ଓ କୃଷି ବିଭାଗ ତରଫରୁ ସ୍ଥାନୀୟ ଜି.ଆଇ.ସି.ଆର ପଡିଆ ଠାରେ ଚଳିତ ମାସ ତା ୭ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ଚାଲିବ । ଅନୁଷ୍ଟିତ ହେବାକୁ ଥିବା ଏହି ଜିଲ୍ଲାସ୍ତରୀୟ…

ପ୍ରେମିକା ପାଇଁ ପ୍ରେମିକର ବୈତରଣୀ ନଦୀ ପୋଲ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

କେନ୍ଦୁଝର(ଦଶରଥ ବାରିକ): କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ନଦୀ ପୋଲ ଉପରୁ ଜଣେ କଲେଜ ଛାତ୍ର ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।କଲେଜ ଛାତ୍ର ଜଣଙ୍କ ହେଲେ ପାଟଣା ଥାନା ରାରିଡିହା ପଞ୍ଚାୟତ ଅନ୍ତର୍ଗତ ଶିଆଳି ଯୋଡ଼ା ଗ୍ରାମର ଦୁଷ୍ମନ୍ତ କୁମାର ମାହାନ୍ତ…

ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲା ପ୍ରଶାସନ।

ପୁରୀ (ସମୀର ରଞ୍ଜନ ନାୟକ):ଓଡିଶା ଆୟୋଜନ କରୁଛି ୧୮ତମ ପ୍ରବାସୀ ଭାରତୀୟ ଦିବସ।ଭୁବନେଶ୍ୱର ଠାରେ ଏହା ଆରମ୍ଭ ହେବ ଚଳିତ ମାସ ୮ ର ୧୦ ତାରିଖ ପର୍ଯ୍ୟନ୍ତ।ତେବେ ମହାପ୍ରଭୁଙ୍କ ଦର୍ଶନ ସହ ଓ ପୁରୀ ଜିଲ୍ଲାର ଅପରୂପ ପର୍ଯ୍ୟଟନ ସ୍ଥଳ…

ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ

କେନ୍ଦୁଝର (ଶାନ୍ତନୁ କୁମାର କର୍ଣ୍ଣ) : ଚମ୍ପୁଆ ଉପଖଣ୍ଡରେ ରହିଥିବା ଉପଖଣ୍ଡ ଚିକିତ୍ସାଳୟରେ ଆଜି ମାନବ ପ୍ରେମୀ ସେବା ଟ୍ରଷ୍ଟ୍ ଓ ଚିକିତ୍ସାଳୟର ମିଳିତ ଉଦ୍ୟମରେ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଚିକିତ୍ସାଳୟ ପରିସରରେ ରହିଥିବା ମଇଳା, ଆବର୍ଜନା, ଲଟା…

ଆଜିଠାରୁ ଆରମ୍ଭ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ:ବିଶାଳ ସାଂସ୍କୃତିକ ଓ ମଶାଲ ଶୋଭାଯାତ୍ରା

ସୁବର୍ଣ୍ଣପୁର (ଶାନ୍ତନୁ କୁମାର କର୍ଣ୍ଣ): ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୁବର୍ଣ୍ଣ ଲୋକ ମହୋତ୍ସବ ପାଇଁ ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କୁ ଆବାହନ କରି ମହୋତ୍ସବ ପଡ଼ିଆ ରେ ମା ଙ୍କୁ ସ୍ଥାପନା କରାଯାଇ ମଞ୍ଚ ପୂଜା କରାଯାଇଛି l…

ବୁଗୁଡ଼ାରେ ବେଧଡକ ଚାଲିଛି ପାଣି ବେପାର, ସିଲ୍ କିମ୍ବା ଅବଧି ରହୁନି ପାଣି ଜାରରେ

ଗଞ୍ଜାମ/ବୁଗୁଡ଼ା (ସୋରେନ କୁମାର ପ୍ରଧାନ): ବୁଗୁଡା ସହରବାସୀଙ୍କୁ ପାଇପ୍‌ ଲାଇନ୍ ଯୋଗେ ପାନୀୟ ଜଳ ଯୋଗାଣ ହେବା ସତ୍ତ୍ବେ ପ୍ଲାଷ୍ଟିକ୍ ଜାରରେ ପାଣି ବିକ୍ରି ଜୋର୍ ଧରିଛି । ପ୍ରତିଦିନ ହଜାର ହଜାର ଲିଟର ପାଣି ଜାର୍ ବିକ୍ରି ହେଉଥିବା ବେଳେ…

error: Content is protected !!