ମୟୁରଭଞ୍ଜ (ରିପୋର୍ଟ – ଜିତେନ୍ଦ୍ର ରାଜ ) : ଯଶିପୁର ଠାରେ ଥିବା କନକ ରେସିଡେନସି ଠାରେ ବିଜେପି ର ରାଇରଙ୍ଗପୁର ସାଙ୍ଗଠନିକ ଜିଲ୍ଲା ର ଜିଲ୍ଲାସ୍ତରୀୟ ସଦସ୍ୟତା କର୍ମଶାଳା ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ ଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି…
Category: ରାଜ୍ୟ
ମହାପ୍ରଭୂଙ୍କ ରତ୍ନଭଣ୍ଡାର ଅଳଙ୍କାର ହେବ ଗଣନ୍ତି
ପୁରୀ :ଖୋଲିଛି ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଏବେ ତାକୁ ଗଣତି ନେଇ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଏହାରି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବଡ କଥା କହିଛନ୍ତି ।ରତ୍ନ ଭଣ୍ଡାରରେ ଥିବା ସମସ୍ତ ରତ୍ନ, ଅଳଙ୍କାରର ହେବ…
ଦୀର୍ଘ ଦିନ ଧରି ଗାଁ ରାସ୍ତା ମରାମତି ହେଉନି ମଶା ମାଛିଙ୍କ ପାଦୃର୍ଭାବ ବୃଦ୍ଧି ପାଉଛି
ଭୁବନେଶ୍ୱର : ଏବେ ରାଜ୍ୟ କିଛି ସହର ଓ ଗ୍ରାମାଅଞ୍ଚଳରେ ଡେଙ୍ଗୁ ବ୍ୟାପୁଛି। ରାଜ୍ୟ ସ୍ୱାସ୍ଥ୍ୟ ଵୀଭାଗ ପକ୍ଷରୁ ବିଭିନ୍ନ ସହର ଓ ଗ୍ରାମାଞ୍ଚଳ ଯେମିତି ଡେଙ୍ଗୁ ଜରରେ କେହି ଆକ୍ରାନ୍ତ ନ ହୁଅନ୍ତୁ ସେଥିପାଇଁ ଅନେକ ପଦକ୍ଷେପ ଓ ସଚେତନା…
ବିଶ୍ବମ୍ଭର ବିଦ୍ୟାପୀଠ ମଧ୍ୟରେ ପ୍ରସ୍ତାବିତ ସ୍ୱରେଜ ପାଇପକୁ ବିରୋଧ କଲେ ଅଭିଭାବକ l
ପୁରୀ : ଚିତ୍ରକାର ସାହିରେ ଥିବା ବିଶ୍ବମ୍ଭର ବିଦ୍ୟାପୀଠରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ମାନେ ଆଜି ଏକ ଜରୁରୀ ବୈଠକରେ ଏକତ୍ରୀତ ହୋଇ ସ୍ୱରେଜ ବୋର୍ଡ ଦ୍ଵାରା ପ୍ରସ୍ତାବିତ ବିଦ୍ୟାଳୟ ପଛପାଖରେ ଥିବା ସାହି ଓ ବସ୍ତିର ଆବର୍ଜନା ନାଳକୁ ସାହିର…
ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀ ମନ୍ଦିର ପ୍ରଶାସକଙ୍କ ଚିଠି ଏ.ଏସ.ଆଇ ଡ଼ିଜିଙ୍କୁ
ପୁରୀ : ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏ.ଏସ.ଆଇ ଡିଜିଙ୍କୁ ଚିଠି ଲେଖି ଥିବା ଜଣା ପଡ଼ିଛି ସୂଚନା ଯୋଗ୍ୟ ଯେ l ଗତ କାଲି ଖୋଲିଥିଲା ମହାପ୍ରଭୁଙ୍କ ରତ୍ନ ଭଣ୍ଡାର। ଭିତର ଜିନିଷ…
ଡିଏମଏଫ ଦ୍ୱାରା ଅନୁଦାନ ପ୍ରାପ୍ତ ବିଜୁଲି ବନ୍ଦ ପ୍ରକଳ୍ପକୁ ସ୍ଥଗିତ ରଖାଯାଇଛି କହିଲେ ମୁଖ୍ଯମନ୍ତ୍ରୀ
ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡି.ଏମ୍.ଏଫ୍.) ଠାରୁ ୧ କୋଟି ଟଙ୍କା ବ୍ଯୟରେ ନିଆଯାଇଥିବା ସୁନ୍ଦରଗଡ଼ ସହରରେ ଥିବା ଏକ ବ୍ରିଟିଶ ଯୁଗର ପୁଷ୍କରିଣୀର ନବୀକରଣ ଏବଂ ସୌନ୍ଦର୍ଯ୍ଯକରଣ ପାଇଁ ବିବାଦୀୟ ବିଜୁଲି ବନ୍ଦ ପ୍ରକଳ୍ପକୁ ବର୍ତ୍ତମାନ ସ୍ଥଗିତ…
ସଶକ୍ତ ଓଡିଶା ଗଠନ ସରକାରଙ୍କ ଲକ୍ଷ୍ୟ:ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ପୁରୀ : ସଶକ୍ତ ଓଡିଶା ଗଠନ ରାଜ୍ୟ ସରକାରଙ୍କ ଲକ୍ଷ୍ୟ।ସେଥିପାଇଁ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମ ନିର୍ଭରଶୀଳ କରିବାକୁ ସରକାର ପ୍ରୟାସ କରୁଛନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ।ଆଜି ପୂର୍ବାହ୍ନରେ ନିମାପଡା ଶହୀଦ ସ୍ମୃତି…
ଭାଷା ଗୋଟିଏ ଜାତିର ପରିଚୟ ଓ ଜ୍ଞାନର ମୁଖ୍ୟ ମାଧ୍ୟମ: ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ
ପୁରୀ : ଆଜି ପୂର୍ବାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ମୁନିନ୍ଦା ସ୍ଥିତ କବି ପ୍ରସନ୍ନ ପାଟଶାଣୀ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜାତୀୟ ସ୍ତରର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି।ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟର ବୈଜ୍ଞାନିକ ଓ…
୨୦୩୬ ସୁଦ୍ଧା ବିକଶିତ ଓଡ଼ିଶାର ଲକ୍ଷ୍ଯ ହାସଲ ପାଇଁ ଭିଜନ ଡକ୍ୟୁ୍ମେଣ୍ଟ ପ୍ରସ୍ତୁତ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର : ରାଜ୍ଯ ସରକାର ୨୦୪୭ ମସିହା ସୁଦ୍ଧା ‘ବିକାଶିତ ଭାରତ ର ବ୍ୟାପକ ଜାତୀୟ ଆକାଂକ୍ଷା ସହିତ ମେଳ ଖାଇ ୨୦୩୬ ମସିହା ସୁଦ୍ଧା ‘ମିଶନ ବିକାଶିତ ଓଡ଼ିଶା’କୁ ବାସ୍ତବ ରୂପ ଦେବା ପାଇଁ ରଣନୀତି ସହିତ ଏକ ବ୍ୟାପକ…
ଓଡ଼ିଶା ବିଧାନସଭାରେ ବିଭିନ୍ନ ପ୍ରସଙ୍ଗରେ ବିଜେଡ଼ି-କଂଗ୍ରେସ ଦ୍ୱାରା ହଟ୍ଟଗୋଳ, ଗୃହ କାର୍ଯ୍ୟ ସ୍ଥଗିତ
ଭୁବନେଶ୍ୱର : ବିରୋଧୀ ବିଜେଡ଼ି ଏବଂ କଂଗ୍ରେସ କ୍ରମାଗତ ତୃତୀଯ଼ ଦିନ ପାଇଁ ଗୁରୁବାର ଦିନ ଓଡ଼ିଶା ବିଧାନସଭାରେ କୋଳାହଳ ସୃଷ୍ଟି କରିଥିଲେ, ଯାହା ବାଚସ୍ପତିଙ୍କୁ ଦୁଇଥର ଗୃହକୁ ସ୍ଥଗିତ ରଖିବାକୁ ବାଧ୍ଯ କରିଥିଲା। ପ୍ରଶ୍ନକାଳ ପାଇଁ ଗୃହ ଏକତ୍ର ହେବା…
