କୋରାପୁଟ/ବନ୍ଧୁଗାଁ (ମଣ୍ଡଳ ମିଣିଆକା): ପବିତ୍ର ବସନ୍ତ ପଞ୍ଚମୀ ବିଦ୍ୟାଦାତ୍ରୀ ମା ସରସ୍ବତୀ ଙ୍କ ପୂଜା କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ବିଦ୍ୟାଦାତ୍ରୀ ମା ସରସ୍ବତୀଙ୍କ ଆଗମନକୁ ନେଇ ସବୁଟିରେ ଉର୍ସାହ lଚଳଚଞ୍ଚଳ ଭିବିନ୍ନ ଶିକ୍ଷାନୁଷ୍ଠାନ ସଜେଇ ହୋଇଛି ସ୍କୁଲ କଲେଜ ପୁରଫଲ୍ଲୀ ଠାରୁ ଆରମ୍ବକରି ବନ୍ଧୁଗାଁ ବ୍ଲକ ର ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ କାର୍ଯ୍ୟାଳୟରେ ପୂଜା ପାଉଛନ୍ତି ମା ସରସ୍ବତୀ ଙ୍କ ଆଗମନକୁ ନେଇ ଶିକ୍ଷାନୁଷ୍ଠାନରେ ଖୁସିର ଲହରୀ ଦେଖିବାକୁ ମିଳିଛି ଆଜିର ଏହି ପବିତ୍ର ଦିନରେ ବିଦ୍ୟାଦାତ୍ରୀ ମା ସରସ୍ବତୀ ଙ୍କୁ ଆରାଧନା କରୁଛନ୍ତି l
ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ ମା ସାରସ୍ବତୀଙ୍କୁ ବାଗଦେବୀ, ଭଗବତୀ, ସାରଦା, ବୀଣାବଢଣୀ, ରୂପରେ ଓ ଜ୍ଞାନର ଦେଵୀ ବୋଲି ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଛି lଧାର୍ମିକ ବିଶ୍ୱାସ ଅନୁଯାୟୀ କୁହାଯାଏ ଯେ ଏହିଦିନ ଜ୍ଞାନର ଦେବୀ ମା ସରସ୍ବତୀ ଅବତାର ଗ୍ରହଣ କରିଥିଲେ ମାତା ସରସ୍ବତୀଦେବୀ ଶିକ୍ଷା, ସଂଗୀତ, ଜ୍ଞାନ, ଏବଂ କଳାର ଦେବୀ ହୋଇଥିବା ଯୋଗୁଁ ବିଶେଷ କରି ତାଙ୍କୁ ଭିବିନ୍ନ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନରେ ବଡ ଦୁମଦାମ ରେ ପୂଜା କରାଯାଉଛି ଆଜି ଡ଼ୁମାଡ଼ଙ୍ଗର ଗ୍ରାମର ସରକାରୀ ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ବିଭୁତି ଶେଖର ବିଦ୍ୟାପୀଠ ହଇସ୍କୁଲ ଠାରେ ମଧ୍ୟ ପୂଜାର୍ଚନା କରାଯାଇଛି ସକାଳରୁ ମା ଙ୍କ ଆରାଧନା ପାଇଁ ବିଦ୍ୟାଦାତ୍ରୀଙ୍କ ଭିତରେ ଛାତ୍ର ଛାତ୍ରୀ ମାନେ ଭକ୍ତି ଭାବନାର ସହିତ ମା ଙ୍କ ମୃତ୍ତିକୁ ପୂଜାକରି ବିଦ୍ୟା ଏବଂ ଜ୍ଞାନ ଅଧିକାରୀ ହେବାପାଇଁ କାମନା କରିଛନ୍ତି ସକାଳୁ ସକାଳୁ ଯାହା ରୀତିନୀତି ଅନୁସାରେ ପୂଜା ଆରମ୍ଭ କରି ସାସୃତିକ କାର୍ଯ୍ୟକ୍ରମ ଶେଷ କରିଛନ୍ତି l
