କଟକ (ଆକାଶ କୁମାର ସ୍ୱାଇଁ) : ଅବକାରୀ ଅଧ୍ୟକ୍ଷକ କରୁଣା ଶଙ୍କର ତିୱାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଟକ ଜିଲ୍ଲା ଅବକାରୀ ବିଭାଗ ଏବଂ ନରସିଂହପୁର ତହସିଲଦାର ଏବଂ ଅଲରା ରାଜସ୍ବ ନିରୀକ୍ଷକ ଙ୍କୁ ନେଇ ଗଠିତ 40 ଜଣିଆ ସ୍ବତନ୍ତ୍ର ଟିମ ନରସିଂହପୁର ଥାନା ଅନ୍ତର୍ଗତ ଜୟଦାମୋଦରପୁର (ମୁଣ୍ଡାସାହି) ଠାରେ ଚଢ଼ାଉ କରିଥିଲା । ଉକ୍ତ ଚଢ଼ାଉ ସମୟରେ ଉକ୍ତ ଗ୍ରାମରୁ ପ୍ରାୟ 1 ଏକର ଜାଗାରେ 43,750 ଗୋଟି ଅଫିମ ଗଛ ( ବେଆଇନ ଭାବରେ ର ଚାଷ କରାଯାଇଥିବା । ) ଜବତ କରାଯାଇଥିଲା । NDPS ମାମଲା ରୁଜୁ କରାଯାଇ ଉକ୍ତ ଘଟଣାସ୍ଥଳରେ ଅଫିମ ଗଛକୁ ମୂଳରୁ ଚଢଉରେ ନରସିଂହପୁର ମହାନ୍ତି ଙ୍କ ସମେତ, ଅବ ଅବକାରୀ ନିରୀକ୍ଷକ କମଳ ଲୋଚନ ପ୍ରଧାନ, ଭକ୍ତ ଵଶ୍ଚଳ ବର୍ମା, ଉପନିରୀକ୍ଷକ ତରୁଣ ପାତ୍ର, ଅକ୍ଷୟ କୁମାର ଜେନା, ଲା ।
ଏହି ସଂକ୍ରାନ୍ତରେ 3 ଉକ୍ତ ଗ୍ରାମରୁ 6 ଜଣଙ୍କୁ ଗିରଫ କରାଯାଇଅଛି । ଉପାଡି ପୋଡି ନଷ୍ଟ କରିଦିଆଯାଇଥୁଥିଲା । ଉକ୍ତ ହସିଲଦାର ଅମିତା ସାହୁ, ଅଲରା ରାଜସ୍ୱ ନିରୀକ୍ଷକ ପ୍ରସଂଜିତ ପାଇକରାୟ, ରବିନାରାୟଣ କୁମାର ଅବକାରୀ ସହ ଉପନୀରିକ୍ଷକ ସୌମ୍ୟ ରଞ୍ଜନ ବେହେରା, ବିଷଷ୍ଣୁ ପ୍ରସାଦ ମାଝି, ସରୋଜ କୁମାର ସାହୁ, ରାଜେନ୍ଦ୍ର ଖେସ୍ ସମେତ ଅନ୍ୟ ଅବକାରୀ କର୍ମଚାରୀ ଉପସ୍ଥିତ ଥିଲେ । ଜବତ ଅଫିମ ଗଛର । ଆନୁମାନିକ ମୂଲ୍ୟ ଟ .21,87,50,000/-(ଏକଉଶି କୋଟି ସତାଅଶି ଲକ୍ଷ ପଚାଶ ହଜାର)
(କଟକରୁ ଆକାଶ କୁମାର ସ୍ବାଇଁ କଂ ରିପୋର୍ଟ ଓଡ଼ିଶା ନିଉଜ )
