୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ

ତାଳଚେର(ଅଜିତ କୁମାର ଭୋଇ): ତାଳଚେର ମହାପ୍ରଭୁ ଶ୍ରୀ ରାମଚନ୍ଦ୍ର ସ୍ଥାନେଶ୍ବରୀ ମା’ ହିଙ୍ଗୁଳାଙ୍କର ଅପାର କରୁଣାରୁ ହାଟତୋଟା ତାଳଚେରସ୍ଥ ଶ୍ରୀ ଶ୍ରୀ ସଙ୍କଟମୋଚନ ରୁଦ୍ରାତ୍ମକ ହନୁମାନ ମୂର୍ତି ମନ୍ଦିରର ୧୯ତମ ଜନ୍ମୋତ୍ସବ ତଥା ଶ୍ରୀରାମଚରିତ ନବାହ୍ନ ପାରାୟଣ ଜ୍ଞାନଯଜ୍ଞ ଓ ପ୍ରବଚନ ଆସନ୍ତା ତା ୧୯.୦୪.୨୦୨୬ ରିଖ (ରବିବାର) ଠାରୁ ତା ୨୭.୦୪.୨୦୨୬ ରିଖ (ସୋମ‌ବାର‌) ପର୍ଯ୍ୟନ୍ତ ଯଥାବିଧି ସୁସଂପନ୍ନ ହେବ ।ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ସକାଳୁ କଳସ ଯାତ୍ରା ଅନୁଷ୍ଠିତ ହୋଇଥୁଲା ରାମଚରିତ ମାନସ ସତସଙ୍ଗ ପ୍ରବଚନ ଆରମ୍ଭ ହୋଇ ୨୭ତାରିଖପର୍ଜନ୍ତ ମନ୍ଦିର ପ୍ରାଙ୍ଗଣରେ ସନ୍ଧ୍ୟା ସମୟରେ ନବାହ୍ନ ପାରାୟଣ ଓଡ଼ିଶାର ଖ୍ୟାତନାମା ପ୍ରବଚକ ମାନେ ଆସି ଶ୍ରୋତାମାନଙ୍କୁ ପ୍ରବକ୍ତା -ପଣ୍ଡିତ ସୂର୍ଯ୍ୟକାନ୍ତ ରଥଶର୍ମା .ପଣ୍ଡିତ ଗୋପାଳକୃଷ୍ଣ ରାଜଗୁରୁ (ନୟାଗଡ଼) .ପଣ୍ଡିତ ଡ଼. ଗଣେଶ୍ୱର ସ୍ୱାଇଁ, ମାନସ ବାଚସ୍ପତି, (ବାଙ୍କି) ପ୍ରତ୍ୟେକଦିନ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ହୋମ ଯଜ୍ଞ କରାଯାଇଆସିନ୍ତା ୨୭ ତାରିଖ ପୂର୍ଣାହୁତି ଓ ପ୍ରସାଦ ସେବନ ହନୁମାନ ମନ୍ଦିରର ପୂଜକ ପୂଜାର୍ଚନାରେ ସହଯୋଗ କରିଥଲେ ।

Leave a Reply

Your email address will not be published. Required fields are marked *

error: Content is protected !!