ଅନୁଗୋଳ ଛୁରୀ ଦେଖାଇ ଟଙ୍କା ଓ ମୋବାଇଲ ଲୁଟ୍ ଘଟଣାରେ ଦୁଇ ଗିରଫ

ଅନୁଗୋଳ (ଜିତେନ୍ଦ୍ର କୁମାର ସାବୁତ): ନାଲକୋ ଥାନା ଅନ୍ତର୍ଗତ କୁକୁଡାଙ୍ଗ ଗ୍ରାମ ନିକଟରେ ଥିବା ନାଲକୋ ଆସପଣ୍ଡ ନିକଟରେ ଦୁଇ ସାଙ୍ଗ ଫଟୋ ଉଠାଉଥିବା ବେଳେ ଗୋଟିଏ ପଲସର ବାଇକରେ ତିନିଜଣ ଆସି ଛୁରୀ ଦେଖାଇ ଇ ଦୁଇଟି ମୋବାଇଲ୍ ଓ ଟଙ୍କାନାଲକୋ ଆସପଣ୍ଡ ପାଖରେ ଦୁଇ ସାଙ୍ଗ ଫଟୋ ଉଠାଉ ଥିଲେ। ସେହି ସମୟ ବେଳେ ଗୋଟିଏ ପଲସର ବାଇକରେ ତିନିଜଣ ଆସି ବେକରେ ଛୁରୀ ଲଗାଇ କାହା ଏହା ପାଖରେ କଣ ଅଛି କହିଲେ କି ସବୁ ଦିଅ ତେଣୁ ଭୟରେ କାବୁଲଏନେଇ ନେଇ ଫେରାର ହୋଇ ଯାଇଥିଲେ। ଇ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ର୍ଗତ ତାଳବେଡ଼ା ଗ୍ରାମର କାବୁଲ ବେହେରା ଜୁଲାଇ ମାସ ୨୩ ତାରିଖ ସନ୍ଧ୍ୟା ପାଞ୍ଚଟା ସମୟରେ ନାଲକୋ କୋ ଥାନାରେ ଲି ଲିଖୂତ ଅଭିଯୋଗ କରିଥିଲେ ଯେ, ଉକ୍ତ ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ କୁକୁଡାଙ୍ଗ ଗ୍ରାମ ନିକଟରେ ଥିବାବେହେରାଙ୍କ ଠାରୁ ଗୋଟିଏ ମୋବାଇଲ୍ ଏବଂ ବାରଶହ ଟଙ୍କା ଓ ତାଙ୍କ ସାଙ୍ଗ ଠାରୁ ଗୋଟିଏ ଆଇଫୋନ ନେଇ ଉକ୍ତ ତିନିଜଣ ଯୁବକ ଫେରାର ହୋଇଗଲେ। ଏନେଇ କାବୁଲ ବୁଲ ନାଲକୋ ଥାନାରେ ଅଭିଯୋଗ କରି ଥି ଲେ। ଅଭି ଯୋଗକୁ ଭିତ୍ତି କରି ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇଜଣ । ବଅଁରପାଳ ଥାନା ଅନ୍ତର୍ଗତ ତେଣ୍ଟୁଲୋଇ ଗ୍ରାମର ସୁବ୍ର ସୁବ୍ରତ ନାଏକ ଓ ଆଲୋକ ନାଏକ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Powered by Joinchat