ଧରାପଡ଼ିଲା ମୋଟର ସାଇକେଲ ଚୋର ଓ ଜବତ ହେଲା ୩ ଚୋରି ମୋଟର ସାଇକେଲ

ଭୁବନେଶ୍ୱର : ମୋଟର ସାଇକେଲ ଚୋର କୁ ଧରିଲା ପୋଲିସ ଏବଂ ତିନଟି ବାଇକ ଜବତ କରିବାରେ ସଫଳ ହୋଇଛି ପୋଲିସ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଟୁଙ୍ଗାମାଳ ରୁ ମୋଟର ସାଇକେଲ ଚୋରି ହୋଇଥିଲା ଏନେଇ ନାଭାଲ ଫାଣ୍ଡିରେ ଅଭିଯୋଗ ହୋଇଥିଲା ଅଭିଯୋଗ ପାଇ ପୋଲିସ ତଦନ୍ତ ଆରମ୍ଭ କରିଥିଲା l

ପୋଲିସ କୋଣସି ସୂତ୍ରରୁ ଖବର ପାଇ ଗଞ୍ଜାମ ଜିଲ୍ଲା ର ଖୋଲିକୋର୍ଟ ଆଞ୍ଚଳ ର ଦିଲ୍ଲୀପ ସାହୁକୁ ଧରିଥିଲା ଏବଂ ତା ପାଖରୁ ତିନୋଟି ମଟରସାଇକେଲ ଜବତ କରି ଦିଲ୍ଲୀପ କୁ ଗିରଫ କରି କୋର୍ଟ ଚାଲାଣ କରିଛି

ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

Powered by Joinchat