୫ବର୍ଷରେ ଓଡିଶାକୁ ୧ନଂ ରେ ପହଞ୍ଚାଇବୁ – ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରହ୍ମପୁର ଠାରେ କହିଛନ୍ତି ଯେ ୪ ଜୁନ ବିଜେଡି ସରକାରର ଶେଷ ଦିବସ ଯେଉଁଦିନ କି ନିର୍ବାଚନ ଫଳାଫଳ ଘୋଷଣା ହେବ । ଭାଷଣ ପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ଆରମ୍ଭ କରିଥିଲେ ଓ ବିଜେଡିର ଦୁର୍ନୀତି ଆଜି ଖଣିଜ ସମ୍ପଦରେ ଭରପୁର ଓଡ଼ିଶାର ଅଭିବୃଦ୍ଧିକୁ ନିମ୍ନଗାମୀ କରିଛି ବୋଲି କହିଥିଲେ।ମୋଦୀ କହିଥିଲେ ବିଜେପି ସଂକଳ୍ପ ପତ୍ରରେ ଯାହା ଗ୍ୟାରେଣ୍ଟି ଦେଇଛି ତାକୁ ପୂରଣ ନିଶ୍ଚୟ କରିବ।

ସୂଚନାଯୋଗ୍ୟ ଯେ ଓଡ଼ିଶାରେ ମେ ୧୩ ରୁ ଜୁନ ୧ ମଧ୍ୟରେ ଚାରି ପର୍ଯ୍ୟୟରେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ହେବ।

Leave a Reply

Your email address will not be published. Required fields are marked *

error: Content is protected !!